ଶିକାରୀଙ୍କ ଗୁଳିରେ ଦନ୍ତା ହାତୀ ମୃତ, ବନ ବିଭାଗ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ?

ଅନୁଗୁଳ: ଅନୁଗୁଳ ବନଖଣ୍ଡରେ ବନ୍ୟଜନ୍ତୁ ଅସୁରକ୍ଷିତ ହୋଇ ପଡିଛନ୍ତି। ସପ୍ତାହେ ତଳେ ଶିକାରୀ ଫାସରେ ପଡ଼ି କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ବେଳେ ବନ୍ଧୁକରେ ପୁଣି ଏକ ଦନ୍ତାକୁ ହତ୍ୟା କରାଯାଇଛି। ସୂଚନା ମୁତାବକ, ଅନୁଗୁଳ ବନଖଣ୍ଡ ପୋକୁଣ୍ଡା ସେକ୍ସନ ମାଣିକଯୋଡି…

Continue Readingଶିକାରୀଙ୍କ ଗୁଳିରେ ଦନ୍ତା ହାତୀ ମୃତ, ବନ ବିଭାଗ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ?

ଗାଈଙ୍କୁ ବ୍ୟାପୁଛି ଫାଟୁଆ ରୋଗ:୨୦ ଗାଈଙ୍କୁ ଦିଆଗଲା ଟୀକା

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକର ବିଭିନ୍ନ ଗ୍ରାମରେ ଗାଈଙ୍କଠାରେ ଏବେ ଫାଟୁଆ ରୋଗ ବ୍ୟାପୁଛି। ଏହାକୁ ଦୃଷ୍ଟିରେ ରଖି ବଇଣ୍ଡା ଅଞ୍ଚଳରେ ନିରାକରଣ ଆରମ୍ଭ କରାଯାଇଛି। ପଶୁ ସମ୍ପଦ ବିଭାଗ ଓ କିଛି ସାମାଜିକ କର୍ମୀଙ୍କ ଦ୍ଵାରା ସାପ୍ତାହିକ ହାଟ…

Continue Readingଗାଈଙ୍କୁ ବ୍ୟାପୁଛି ଫାଟୁଆ ରୋଗ:୨୦ ଗାଈଙ୍କୁ ଦିଆଗଲା ଟୀକା

ଭାରତୀୟ ଯୋଗ ସଂସ୍ଥା କେନ୍ଦ୍ରର ବାର୍ଷିକ ଉତ୍ସବ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତୁରଙ୍ଗ ଯୋଗ କେନ୍ଦ୍ର 'ଭାରତୀୟ ଯୋଗ ସଂସ୍ଥାନ'ର ବାର୍ଷିକ ଉତ୍ସବ ସ୍ଥାନୀୟ ଓଡିଶା ବ୍ରିଗେଡ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ସମସ୍ତ ସାଧକ, ସାଧିକା, ଯୋଗ ଶିକ୍ଷକ ବୃନ୍ଦ, ଜିଲ୍ଲା ଅଧିକାରୀ, କେନ୍ଦ୍ର ଅଧିକାରୀ,…

Continue Readingଭାରତୀୟ ଯୋଗ ସଂସ୍ଥା କେନ୍ଦ୍ରର ବାର୍ଷିକ ଉତ୍ସବ ଆୟୋଜିତ

ଷୋଳୋପଦା ମହାବିଦ୍ୟାଳୟ ପୁରାତନ ଛାତ୍ରୀଛାତ୍ରଙ୍କ ବନ୍ଧୁମିଳନ

ଅନୁଗୁଳ: ଠାକୁରଗଡ ଷୋଳପଦା ମହାବିଦ୍ୟାଳୟର ୨୦୦୮ ମସିହାର ସମସ୍ତ ଛାତ୍ରଛାତ୍ରୀ ପୁରୁଣା ସ୍ମୃତିକୁ ମନେ ପକେଇବା ପାଇଁ ରବିବାର ଦିନ ଠାକୁରଗଡ଼ ଗ୍ରାମୀଣ ପାର୍କଠାରେ ଏକ ବନ୍ଧୁ ମିଳନ ଆୟୋଜିତ କରିଥିଲେ। ଏଥିରେ ସମସ୍ତେ ନିଜ ନିଜର ପରିବାର ସହ ଆସି…

Continue Readingଷୋଳୋପଦା ମହାବିଦ୍ୟାଳୟ ପୁରାତନ ଛାତ୍ରୀଛାତ୍ରଙ୍କ ବନ୍ଧୁମିଳନ

ବିଭିନ୍ନ ପଞ୍ଚାୟତ ଗସ୍ତ କରି ଲୋକଙ୍କ ସମସ୍ଯା ବୁଝିଲେ ବିଧାୟକ

ଅନୁଗୁଳ: ଆଠମଲ୍ଲିକ ବ୍ଲକ କମ୍ପଲା, ମଧ୍ଯପୁର, କମ୍ପଲା, ଦେଉଳି, ବେଲପୁଞ୍ଜି, ଡେବେରାପାଲୀ, ଡୁଡୁମ, ରଞ୍ଜନା, ବାସୁଦେବପୁର ପଞ୍ଚାୟତର ବିଭିନ୍ନ ଗ୍ରାମକୁ ରବିବାର ଦିନ ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ ଗସ୍ତ କରି ଲୋକଙ୍କ ସମସ୍ଯା ବୁଝିଛନ୍ତି। ବିଧାୟକ ପ୍ରତ୍ୟେକ ଗ୍ରାମକୁ ଯାଇ…

Continue Readingବିଭିନ୍ନ ପଞ୍ଚାୟତ ଗସ୍ତ କରି ଲୋକଙ୍କ ସମସ୍ଯା ବୁଝିଲେ ବିଧାୟକ

୧୩ତମ ସାତକୋଶିଆ ମହୋତ୍ସବ ୨୦୨୫ ଉଦଯାପିତ: ଓଡ଼ିଶୀ ଓ ଶାସ୍ତ୍ରୀୟ ସଙ୍ଗୀତରେ ଝୁମିଲେ ଦର୍ଶକ

ଅନୁଗୁଳ: ସ୍ଥାନୀୟ ସଭାଘରେ ୧୩ତମ ସାତକୋଶିଆ ମହୋତ୍ସବ ଉଦଯାପିତ ହୋଇଛି। ଦୁଇଦିନିଆ ମହୋତ୍ସବର ଉଦଯାପନୀ ସନ୍ଧ୍ୟାକୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଥିଲେ। ଅଭିଭାଷଣରେ ମୁଖ୍ୟ ଅତିଥି ନୃତ୍ୟ ନିଳୟର ପ୍ରତିଭା ଅନ୍ୱେଷଣ ଏବଂ କଳା ସଂସ୍କୃତିର ପ୍ରସାର…

Continue Reading୧୩ତମ ସାତକୋଶିଆ ମହୋତ୍ସବ ୨୦୨୫ ଉଦଯାପିତ: ଓଡ଼ିଶୀ ଓ ଶାସ୍ତ୍ରୀୟ ସଙ୍ଗୀତରେ ଝୁମିଲେ ଦର୍ଶକ

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ସ୍କୁଟି: ଜଣେ ମୃତ, ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ବ୍ରାହ୍ମଣବିଲ୍ ଗ୍ରାମ ହାଇସ୍କୁଲ ନିକଟରେ ଶନିବାର ବିଳମ୍ବିତ ରାତିରେ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ସନ୍ତରାବନ୍ଧ…

Continue Readingବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ସ୍କୁଟି: ଜଣେ ମୃତ, ଜଣେ ଗୁରୁତର

ଗାଧୋଇବାକୁ ଯାଇ ପାଣିରେ ବୁଡ଼ି କୃଷକଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡିର ତଳମୂଳ ପଞ୍ଚାୟତ ଶିମିଳିଛୁଇଁ ଗ୍ରାମରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀ ହେଲେ ସନ୍ୟାସୀ ବେହେରା। ସୂଚନା ମୁତାବକ, ସନ୍ୟାସୀ ସକାଳେ ବିଲକୁ ଧାନ…

Continue Readingଗାଧୋଇବାକୁ ଯାଇ ପାଣିରେ ବୁଡ଼ି କୃଷକଙ୍କ ମୃତ୍ୟୁ

ବିଜେଡିରୁ ଇସ୍ତଫା ଦେଲେ ଅଙ୍ଗପଡା ସରପଞ୍ଚ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡା ସରପଞ୍ଚ ତଥା ବିଜେଡି ଜିଲ୍ଲା ଯୁବ ଉପ ସଭାପତି ଜିତେନ୍ଦ୍ର କୁମାର ସାହୁ ରବିବାର ଦିନ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ…

Continue Readingବିଜେଡିରୁ ଇସ୍ତଫା ଦେଲେ ଅଙ୍ଗପଡା ସରପଞ୍ଚ

ଫେବ୍ରୁଆରି ୧୯ରୁ ଦେବେନ୍ଦ୍ର ପ୍ରଧାନ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତା

ଅନୁଗୁଳ: ଆସନ୍ତା ଫେବ୍ରୁଆରି ୧୯ ତାରିଖରୁ ଆରମ୍ଭ ହେବ ଦେବେନ୍ଦ୍ର ପ୍ରଧାନ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତା।ଏ ନେଇ ଅନୁଗୁଳ ୟୁଥ୍‌ ପାର୍ଲାମେଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥାନୀୟ ବିଜୁ ମଇଦାନରେ ହେବାକୁ ଥିବା ଏହି ସର୍ବଭାରତୀୟ ରାତ୍ରିକାଳୀନ ଟେନିସ୍‌ ବଲ୍‌ କ୍ରିକେଟ୍‌…

Continue Readingଫେବ୍ରୁଆରି ୧୯ରୁ ଦେବେନ୍ଦ୍ର ପ୍ରଧାନ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତା