ହିଙ୍ଗୁଳା ଯାତ୍ରା ଉପଲକ୍ଷେ ମହାରାଣୀ ଟ୍ରଷ୍ଟ ପକ୍ଷରୁ ଜଳଛତ୍ର

ଅନୁଗୁଳ: ପ୍ରସିଦ୍ଧ ଗୋପାଳପ୍ରସାଦ ହିଙ୍ଗୁଳା ଯାତ୍ରା ଅବସରରେ ମହାରାଣୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଳଛତ୍ର ଖୋଲା ଯାଇଥିଲା। ପୂର୍ବତନ କାଉନସିଲର ତଥା ବିଶିଷ୍ଟ ବ୍ୟବସାୟୀ ସତ୍ୟାନନ୍ଦ ଦଳବେହେରା ଏହାକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ସ୍କୁଲ ଏସ…

Continue Readingହିଙ୍ଗୁଳା ଯାତ୍ରା ଉପଲକ୍ଷେ ମହାରାଣୀ ଟ୍ରଷ୍ଟ ପକ୍ଷରୁ ଜଳଛତ୍ର

କୃତ୍ରିମ ବୁଦ୍ଧିମତା ଦ୍ଵାରା ହାତୀ ମଣିଷ ବିବାଦର ସମାଧାନ

ଅନୁଗୁଳ: ଅନୁଗୋଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ କୃତ୍ରିମ ବୁଦ୍ଧିମତା ଦ୍ଵାରା ହାତୀ ମଣିଷ ବିବାଦର ସମାଧାନ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି।ଏହି କର୍ମଶାଳାକୁ କଲେଜ୍ ଅଧ୍ୟକ୍ଷ ଡ଼ା ବସନ୍ତ କୁମାର ସାହୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟବକ୍ତା ରୂପେ ଆଞ୍ଚଳିକ…

Continue Readingକୃତ୍ରିମ ବୁଦ୍ଧିମତା ଦ୍ଵାରା ହାତୀ ମଣିଷ ବିବାଦର ସମାଧାନ

ଅନୁଗୁଳରେ ଯୋଗାଣ ବିଭାଗର ଚଢ଼ାଉ: ୭୪ ଗ୍ୟାସ ସିଲିଣ୍ଡର ଜବତ, କଳାବଜାରୀଙ୍କ ବିରୋଧରେ ମାମଲା ରୁଜୁ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଗ୍ୟାସ କଳାବଜାରୀଙ୍କ ବିରୋଧରେ ଯୋଗାଣ ବିଭାଗ ପକ୍ଷରୁ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଅନୁଯାୟୀ, କିଛି ଅସାଧୁ ବ୍ୟବସାୟୀ ବେଆଇନ ଭାବେ ଘରୋଇ ଗ୍ୟାସ ସିଲିଣ୍ଡର ଗଚ୍ଛିତ ରଖି ବଜାରରେ ଏହାର କୃତ୍ରିମ…

Continue Readingଅନୁଗୁଳରେ ଯୋଗାଣ ବିଭାଗର ଚଢ଼ାଉ: ୭୪ ଗ୍ୟାସ ସିଲିଣ୍ଡର ଜବତ, କଳାବଜାରୀଙ୍କ ବିରୋଧରେ ମାମଲା ରୁଜୁ

ବିଜୁ ବାବୁଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ: ଅନୁଗୁଳରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ

ଅନୁଗୁଳ: ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ବିଜୁ ପଟ୍ଟନାୟକଙ୍କ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମିଥ୍ୟା ଓ ଅପମାନଜନକ ମନ୍ତବ୍ୟକୁ ନେଇ ସାରା ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଆଜି ଅନୁଗୁଳ…

Continue Readingବିଜୁ ବାବୁଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ: ଅନୁଗୁଳରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ

ତାଳଚେରର କଳା ହୀରା ଓ ମା’ ହିଙ୍ଗୁଳା: ‘ଚରାପଥର’ରୁ ‘କୋଇଲା’ ହେବାର ଅଜଣା କାହାଣୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପଶ୍ଚିମ ପଟେ ସିଂହଡ଼ା ନଦୀ କୂଳରେ ଅବସ୍ଥିତ ମା’ ହିଙ୍ଗୁଳାଙ୍କ ପୀଠ ଏକ ଅତ୍ୟନ୍ତ ପବିତ୍ର ଶକ୍ତିପୀଠ ଭାବେ ଜଣାଶୁଣା। ଆଜି ଯେଉଁ କୋଇଲା ପାଇଁ ତାଳଚେର ସମଗ୍ର ବିଶ୍ୱରେ ‘ବ୍ଲାକ୍ ଡାଇମଣ୍ଡ୍’ ବା କଳା…

Continue Readingତାଳଚେରର କଳା ହୀରା ଓ ମା’ ହିଙ୍ଗୁଳା: ‘ଚରାପଥର’ରୁ ‘କୋଇଲା’ ହେବାର ଅଜଣା କାହାଣୀ

୩୩ ବର୍ଷରେ ଯୌବନଯୁକ୍ତ ଅନୁଗୁଳ: ଆଶା ଅସୁମାରୀ…..

ଅନୁଗୁଳ: ଉତ୍କଳ ଦିବସ ଓ ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ କଲାବେଳେ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଅନେକ ଭାବନା ମନକୁ ଆସୁଛି। ୩୩ ବର୍ଷର ଜିଲ୍ଲା, ଗୋଟିଏ ଲମ୍ବା ରାସ୍ତା ଦେଇ ଅନୁଗୁଳ ବାସୀ ଆଗକୁ ଅଗ୍ରସର…

Continue Reading୩୩ ବର୍ଷରେ ଯୌବନଯୁକ୍ତ ଅନୁଗୁଳ: ଆଶା ଅସୁମାରୀ…..

ପ୍ରେମ ପରେ ପ୍ରତାରଣା, ଅନିଛା ସତ୍ୱେ ଜୋରଜବରଦସ୍ତ ଶାରିରୀକ ସମ୍ପର୍କ ରଖିବା ଅଭିଯୋଗ: ଯୁବକ ଗିରଫ

ଅନୁଗୁଳ: ଠାକୁରଗଡ ଥାନା ଟାପଢ଼ୋଲ ଅଞ୍ଚଳର ଜଣେ ଯୁବତୀ  ପ୍ରେମରେ ପ୍ରତାରଣାର ଶିକାର ହୋଇଛନ୍ତି। କଞ୍ଜା ଗାଁର ରବି ସାହୁଙ୍କ ପୁଅ ସୁବ୍ରତ ସାହୁ ଓ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ପ୍ରତାରଣାର…

Continue Readingପ୍ରେମ ପରେ ପ୍ରତାରଣା, ଅନିଛା ସତ୍ୱେ ଜୋରଜବରଦସ୍ତ ଶାରିରୀକ ସମ୍ପର୍କ ରଖିବା ଅଭିଯୋଗ: ଯୁବକ ଗିରଫ

କୋଶଳା ପରେ ଏବେ ତେନ୍ତୁଲୋଇରେ ଆନ୍ଦୋଳନର ନିଆଁ: ବେଆଇନ କୋଇଲା ପରିବହନ ବିରୋଧରେ ଗର୍ଜିଲେ ସଚେତନ ଗ୍ରାମବାସୀ

​ଅନୁଗୁଳ: କୋଶଳା ଅଞ୍ଚଳରେ ଚାଲିଥିବା ଜନଆନ୍ଦୋଳନର ପ୍ରଭାବ ଏବେ ପଡ଼ୋଶୀ ଗ୍ରାମଗୁଡ଼ିକରେ ଦେଖିବାକୁ ମିଳିଛି। କୋଇଲା ପରିବହନ ଜନିତ ସମସ୍ୟା ଓ କମ୍ପାନୀର ଏକଛତ୍ରବାଦୀ ନୀତି ବିରୋଧରେ ଏବେ ତେନ୍ତୁଲୋଇ ଗ୍ରାମବାସୀ ସଂଗ୍ରାମ ପାଇଁ ସଜବାଜ ହୋଇଛନ୍ତି। ବେଆଇନ ଭାବେ ଗ୍ରାମ୍ୟ…

Continue Readingକୋଶଳା ପରେ ଏବେ ତେନ୍ତୁଲୋଇରେ ଆନ୍ଦୋଳନର ନିଆଁ: ବେଆଇନ କୋଇଲା ପରିବହନ ବିରୋଧରେ ଗର୍ଜିଲେ ସଚେତନ ଗ୍ରାମବାସୀ

ଓ.ପି. ଜିନ୍ଦଲଙ୍କ ପୁଣ୍ୟତିଥିରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଅନୁଗୁଳ: ଓ.ପି ଜିନ୍ଦଲ ଗ୍ରୁପର ଦୂରଦର୍ଶୀ ପ୍ରତିଷ୍ଠାତା ଓ.ପି ଜିନ୍ଦଲଙ୍କ ୨୧ ତମ ପୁଣ୍ୟତିଥି ଅନୁଗୁଳ ଜିନ୍ଦଲ ନଗରଠାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଓ.ପି ଜିନ୍ଦଲଙ୍କ ପରୋପକାରୀ ଦୃଷ୍ଟିକୋଣ ଓ ମୁଲ୍ୟବୋଧରୁ ପ୍ରେରଣା ନେଇ ଜିନ୍ଦଲ ଷ୍ଟିଲର ସାମଜିକ ଦାୟିତ୍ୱ ଶାଖା…

Continue Readingଓ.ପି. ଜିନ୍ଦଲଙ୍କ ପୁଣ୍ୟତିଥିରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଅନୁଗୁଳିଆ ଭାଷାକୁ ଅସମ୍ମାନ: ‘କାଙ୍ଗୁଲା’ ସିନେମାର ବିବାଦୀୟ ଗୀତ ହଟାଇବାକୁ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର

ଅନୁଗୁଳ: ନିକଟରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘କାଙ୍ଗୁଲା’ (Kangula) ବିବାଦ ଘେରକୁ ଆସିଛି। ଏହି ଚଳଚ୍ଚିତ୍ରର ଏକ ଗୀତରେ ଅନୁଗୁଳ ଅଞ୍ଚଳର ଆଞ୍ଚଳିକ ଭାଷାକୁ ଅତି କଦର୍ଯ୍ୟ ଭାବେ ଉପସ୍ଥାପନ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଅନୁଗୁଳର ଜଣେ…

Continue Readingଅନୁଗୁଳିଆ ଭାଷାକୁ ଅସମ୍ମାନ: ‘କାଙ୍ଗୁଲା’ ସିନେମାର ବିବାଦୀୟ ଗୀତ ହଟାଇବାକୁ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର