ଅନୁଗୁଳର ଆରାଧ୍ୟ ଦେବୀ ମା ବୁଢୀ ଠାକୁରାଣୀଙ୍କ ମନ୍ଦିର ଉନ୍ନତିକରଣ ପାଇଁ ବିଧାନସଭାରେ ଦାବି

ଅନୁଗୁଳ: ଅନୁଗୁଳର ଆରାଧ୍ୟ ଦେବୀ ମା ବୁଢୀ ଠାକୁରାଣୀଙ୍କ ମନ୍ଦିର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଓଡିଶା ବିଧାନସଭାରେ ଦାବି ଉପସ୍ଥାପନ କରାଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମାନ୍ୟବର ବାଚସ୍ପତି ସୁରମା ପାଢୀଙ୍କ ନିକଟରେ ଏହି ଦାବି ଉପସ୍ଥାପନ…

Continue Readingଅନୁଗୁଳର ଆରାଧ୍ୟ ଦେବୀ ମା ବୁଢୀ ଠାକୁରାଣୀଙ୍କ ମନ୍ଦିର ଉନ୍ନତିକରଣ ପାଇଁ ବିଧାନସଭାରେ ଦାବି

ବିଦ୍ୟୁତ୍ ପ୍ରହରୀ ଓ ଗଜ ସାଥୀ ତାଲିମ କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ବ୍ଲାକ ଡ଼ାଇମଣ୍ଡ ସଭା କକ୍ଷ ରେ ଅନୁଗୁଳ ଫରେଷ୍ଟ ଡିଭିଜନ ପକ୍ଷରୁ ବିଦ୍ୟୁତ୍ ପ୍ରହରୀ ଓ ଗଜ ସାଥୀ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅନୁଗୁଳ ଆରସିସିଏଫ୍ ଡ଼ା ସଞ୍ଜୟ କୁମାର ସ୍ବାଇଁ, ଡିଏଫ୍ଓ ନୀତିଶ କୁମାର, ଅବସରପ୍ରାପ୍ତ…

Continue Readingବିଦ୍ୟୁତ୍ ପ୍ରହରୀ ଓ ଗଜ ସାଥୀ ତାଲିମ କାର୍ଯ୍ୟକ୍ରମ

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଏଡ୍‌ସ ଦିବସ ୨୦୨୫ ପାଳନ

ଅନୁଗୁଳ: ଜିନ୍ଦଲ ଷ୍ଟିଲର ସାମାଜିକ ଅଙ୍ଗ, ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଏଡ୍‌ସ ଦିବସ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ସହ ପାଳନ କରାଯାଇଛି। ଏହି ଅବସରରେ ସାବିତ୍ରୀ ଜିନ୍ଦଲ ଡିଏଭି ହାଇସ୍କୁଲ, କଲେଜ, ନର୍ସିଂ ଛାତ୍ରଛାତ୍ରୀ, ତୃତୀୟ…

Continue Readingଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଏଡ୍‌ସ ଦିବସ ୨୦୨୫ ପାଳନ

ଜାତୀୟ ଶିକ୍ଷା ନୀତି, କୌଶଳ ବିକାଶ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ଅନୁଗୁଳ: "ଯୁବ ସମାଜ କୌଶଳୀ ହେଲେ କୁଶଳ ଭାରତ ସମ୍ଭବ ହୋଇପାରିବ," ଏହି ପରିପ୍ରେକ୍ଷୀରେ ସରକାରୀ ତାଲିମ କେନ୍ଦ୍ର, ଆଠମଲ୍ଲିକ ତରଫରୁ ଜାତୀୟ ଶିକ୍ଷା ନୀତି (NEP) ଏବଂ କୌଶଳ ବିକାଶ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତାଲିମ…

Continue Readingଜାତୀୟ ଶିକ୍ଷା ନୀତି, କୌଶଳ ବିକାଶ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ହୃଦୟ ବିଦାରକ ଘଟଣା: ଦୁର୍ଘଟଣାରେ ହତବାକ୍ ହୋଇଗଲେ ପାଳଲହଡ଼ାବାସୀ

ଅନୁଗୁଳ: ତାଳଚେରରେ ସୋମବାର ଏକ ହୃଦୟ ବିଦାରକ ଦୁର୍ଘଟଣା ସମଗ୍ର ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି। ଏକ ବାଇକ ଦୁର୍ଘଟଣାରେ ପାଳଲହଡ଼ା ଉପଖଣ୍ଡ ସାମିଆପାଲି ଗ୍ରାମର ୧୦ ବର୍ଷୀୟ ବାଳକ କମଲ ଧିବରଙ୍କର ବାମ ଗୋଡ଼ଟି ଛିଡ଼ି ଯାଇଥିବା ସୂଚନା ମିଳିଛି। ତାଳଚେର…

Continue Readingହୃଦୟ ବିଦାରକ ଘଟଣା: ଦୁର୍ଘଟଣାରେ ହତବାକ୍ ହୋଇଗଲେ ପାଳଲହଡ଼ାବାସୀ

ଟିଭିଏସ ୧୫୦ ସିଶିର ନୂଆ ଏନ୍ଟର୍କ ସ୍ପୋର୍ଟ ସ୍କୁଟରର ବଜାର ପ୍ରବେଶ

ଅନୁଗୁଳ: ସ୍ଥାନୀୟ କରଡ଼ାଗାଡି ସ୍ଥିତ ଆଶ୍ରୀନାରାୟଣି ଅଟୋମୋଟିଭ ପ୍ରାଇଭେଟ୍ ଲିମିଟେଡର ଟିଭିଏସ ୧୫୦ ସିଶି ର ନୂଆ ଏନ୍ଟର୍କ ସ୍ପୋର୍ଟ ସ୍କୁଟରର ବଜାର ପ୍ରବେଶ କରାଯାଇଛି। ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅମ୍ବିକା ପ୍ରସାଦ ଭଟ୍ଟଙ୍କ ସମେତ ଏରିଆ ମ୍ୟାନେଜର ଦୀପକ ମହାପାତ୍ର…

Continue Readingଟିଭିଏସ ୧୫୦ ସିଶିର ନୂଆ ଏନ୍ଟର୍କ ସ୍ପୋର୍ଟ ସ୍କୁଟରର ବଜାର ପ୍ରବେଶ

ରେଳୱେ ୱାଗନରେ ପାଲଭିଡାକୁ ନେଇ ରେଳ ରୋକ ଆନ୍ଦୋଳନ

ଅନୁଗୁଳ: ରେଳୱେ ୱାଗନ ଏବଂ ଟ୍ରକ୍‌ରେ ପାଲଭିଡ଼ା ନ ଦିଆଯିବାରୁ ଅଞ୍ଚଳରେ ପ୍ରଦୂଷଣ ବୃଦ୍ଧି ପାଉଥିବା ଅଭିଯୋଗ କରି ତାଳଚେର ମହାନଦୀ କୋଇଲା ଶ୍ରମିକ କଂଗ୍ରେସ ପକ୍ଷରୁ ସୋମବାର ରେଳରୋକ ଆନ୍ଦୋଳନ କରାଯାଇଛି। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜକିଶୋର ସାହୁ…

Continue Readingରେଳୱେ ୱାଗନରେ ପାଲଭିଡାକୁ ନେଇ ରେଳ ରୋକ ଆନ୍ଦୋଳନ

ପାଳଲହଡ଼ାରେ ଜରୁରୀ ବୈଠକ: ଜାତୀୟ ରାଜପଥ ୪୯ ଓ ୧୪୯ରେ ଦୁର୍ଘଟଣା ରୋକିବାକୁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲଙ୍କ ସଭାପତିତ୍ୱରେ ଜାତୀୟ ରାଜପଥ ୪୯ ଏବଂ ୧୪୯ରେ ସଡ଼କ ଦୁର୍ଘଟଣା କମାଇବା ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାଲ୍ୟଗିରି କଲେଜ ଛାତ୍ର ସଂସଦର ଦାବି କ୍ରମେ ଜାତୀୟ…

Continue Readingପାଳଲହଡ଼ାରେ ଜରୁରୀ ବୈଠକ: ଜାତୀୟ ରାଜପଥ ୪୯ ଓ ୧୪୯ରେ ଦୁର୍ଘଟଣା ରୋକିବାକୁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଆଦିବାସୀ ପରିବାରଙ୍କ ସୁବିଧା ନିମନ୍ତେ ୨୦ ଟି ଡ୍ରମ ପ୍ରଦାନ

ଅନୁଗୁଳ: ଆମ ଜଙ୍ଗଲ ଯୋଜନା ଟିମ୍ ପକ୍ଷରୁ ବନ୍ତଳା ରେଞ୍ଜ ଅନ୍ତର୍ଗତ ପୋକତୁଙ୍ଗା ବିଟ ବାଘୁଆପାଟ ଗାଁର ଆଦିବାସୀ ପରିବାରଙ୍କ ସୁବିଧା ନିମନ୍ତେ ଶସ୍ୟ ସଂରକ୍ଷଣ ଡ୍ରମ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଗାଁର ୨୦ ଟି…

Continue Readingଆଦିବାସୀ ପରିବାରଙ୍କ ସୁବିଧା ନିମନ୍ତେ ୨୦ ଟି ଡ୍ରମ ପ୍ରଦାନ

ନାଲକୋ କଲୋନୀରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ପୋଲିସର ତଦନ୍ତ ଆରମ୍ଭ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ କଲୋନୀ ପରିସର ତୃତୀୟ ମହଲା କ୍ୱାଟର ନମ୍ବର ବି୨୦୦୧ ରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଘଟିଛି। ମୃତ ମହିଳା ଜଣକ ହେଉଛନ୍ତି କାର୍ତ୍ତିକେଶ୍ୱର ପ୍ରଧାନଙ୍କ ପତ୍ନୀ ମଧୁସ୍ମିତା ପ୍ରଧାନ (୩୫)। ସୂଚନା ଅନୁସାରେ,…

Continue Readingନାଲକୋ କଲୋନୀରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ପୋଲିସର ତଦନ୍ତ ଆରମ୍ଭ