କାଳବୈଶାଖୀରେ ଉଜୁଡି ଗଲା ଘର, ସରକାରୀ ସହାୟତା ପାଇଁ ଦାବି
ଅନୁଗୁଳ: ଅନୁଗୁଳ ଜିଲା ପୁରୁଣାଗଡ଼ ଗୁଡିବନ୍ଧ ନୂଆସାହିରେ ରବିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ସଙ୍ଗାଳି ପ୍ରଧାନଙ୍କ ପୁଅ ବଳରାମ ପ୍ରଧାନଙ୍କ ଟିଣ ଛପର ଘରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି। ଘଟଣାର ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ତାଙ୍କ ନିକଟରେ…




