ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ମହିଳା

ଅନୁଗୁଳ: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ବାରମ୍ଵାର ମାରପିଟ କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି ବୋଲି ବନ୍ତଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା। ବନ୍ତଳା ଥାନା ଅନ୍ତର୍ଗତ ଧୋକୁଟା ପଞ୍ଚାୟତ ପାଣଗୋବିନ୍ଦପୁର ଗାଁର ଅପରାଜିତା ନାଏକ…

Continue Readingସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ମହିଳା

ଆୟବହିର୍ଭୂତ ସଂପତ୍ତି ଅଭିଯୋଗ: ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଅନୁଗୁଳ: ଭିଜିଲାନ୍ସ ଜାଲରେ ଅନୁଗୁଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା। ଅନୁଗୁଳ,ଭୁବନେଶ୍ୱର, ରାଉରକେଲା ସୁନ୍ଦରଗଡ଼ ଓ ଗଞ୍ଜାମରେ ୮ ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ  ସ୍ୱତନ୍ତ୍ର ବିଚାରପତି,…

Continue Readingଆୟବହିର୍ଭୂତ ସଂପତ୍ତି ଅଭିଯୋଗ: ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପ୍ରଧାନଶିକ୍ଷକ କେଦାର ବେହେରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ଅନୁଗୁଳ: ଅନୁଗୁଳ ବ୍ଲକ ବେଡ଼ାଶାସନ ଗ୍ରାମପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ପ୍ରଧାନଶିକ୍ଷକ କେଦାର ବେହେରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଗତ ୨୮ ବର୍ଷ ଧରି ସେ ବିଜ୍ଞାନ ଶିକ୍ଷକ ଭାବେ ଶିକ୍ଷାଦାନ କରିଥିଲେ। ଗତ ଜୁନରେ ସେ…

Continue Readingପ୍ରଧାନଶିକ୍ଷକ କେଦାର ବେହେରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟିପିଟି ହତ୍ୟା, ୩ ଜଣଙ୍କ ନାଁରେ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଟାଉନ୍‌ ଥାନା ରାଣୀଗୋଡ଼ା ଗାଁରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ। ତିନିଜଣ ବ୍ୟକ୍ତି ଏହି ହତ୍ୟାକାଣ୍ଡ ଭିଆଇଛନ୍ତି। ଶନିବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସୂଚନା ମୁତାବକ, ରାଣୀଗୋଡ଼ା ଗାଁର ବାପି ବିଶ୍ବାଳ(୩୨)ଙ୍କ ସହିତ…

Continue Readingପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟିପିଟି ହତ୍ୟା, ୩ ଜଣଙ୍କ ନାଁରେ ଅଭିଯୋଗ

ସମର୍ପଣ ଏକାଡେ଼ମୀରେ ସ୍ୱାଧୀନତା ଦିବସ ପାଳିତ

ଅନୁଗୁଳ: ଅନୁଗୁଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସମର୍ପଣ ଏକାଡେ଼ମୀର ଅମଲପଡା, ପ୍ରଗତିନଗର ଓ ମାଟିଆସାହି କ୍ୟାମ୍ପସରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ସକାଳେ  ଅଧକ୍ଷା ବୈଷ୍ଣବୀ ଦେଓ, ପରିଚାଳନା ନିର୍ଦ୍ଧେଶକ ନିରୋଦ କୁମାର ସାହୁ, ସହ ପରିଚାଳକ ପାର୍ଥ ସାରଥୀ…

Continue Readingସମର୍ପଣ ଏକାଡେ଼ମୀରେ ସ୍ୱାଧୀନତା ଦିବସ ପାଳିତ

ଓପି ଜିନ୍ଦଲ କପ୍ ଫୁଟବଲ୍କୁଚିଣ୍ଡାକୁ ୩-୧ ରେ ହରାଇ ବରଗଡ଼ ଫାଇନାଲରେ

ଅନଗୁଳ: କଦମ ପଡିଆରେ ଆୟୋଜିତ ଓପି ଜିନ୍ଦଲ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆଜିର ଖେଳରେ ବରଗଡ଼ କୁଚିଣ୍ଡାକୁ ୩-୧ ଗୋଲ ବ୍ୟବଧାନରେ ପରାସ୍ତ କରି ଫାଇନାଲକୁ ଯାଇଛି। ଆଜିର ଖେଳ ପରିଚାଳନା କରିଥିଲେ ଶିବ ଶଙ୍କର ପଣ୍ଡା। କୃଷି ବିଜ୍ଞାନ କେନ୍ଦ୍ର,…

Continue Readingଓପି ଜିନ୍ଦଲ କପ୍ ଫୁଟବଲ୍କୁଚିଣ୍ଡାକୁ ୩-୧ ରେ ହରାଇ ବରଗଡ଼ ଫାଇନାଲରେ

ସ୍ବାଧୀନତା ଦିବସରେ ରକ୍ତଦାନ ଶିବିର

ଅନୁଗୁଳ: ସ୍ୱାଧୀନତା ଦିବସ ଅବସରରେ ଅନୁଗୁଳସ୍ଥିତ ଓଡ଼ିଶା ରକ୍ତକେନ୍ଦ୍ର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଦାନ ଭବନ ଠାରେ ଅନୁଷ୍ଠିତ ହୋଇଛି। ଶିବିରରେ ଓଡ଼ିଶା ସରକାରଙ୍କ ସମବାୟ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ…

Continue Readingସ୍ବାଧୀନତା ଦିବସରେ ରକ୍ତଦାନ ଶିବିର

ଜମି ବିବାଦ ପାଇଁ ଜଣେ ବ୍ୟକ୍ତିଙ୍କୁ ରାସ୍ତାରେ ହାଣିବା ଘଟଣା, ଜଣଙ୍କୁ ଆଜୀବନ ଜେଲ୍-ଜରିମାନା

ଅନୁଗୁଳ: ଜମି ବିବାଦ ପାଇଁ ଜଣେ ବ୍ୟକ୍ତିଙ୍କୁ ରାସ୍ତାରେ ହାଣିବା ଘଟଣାରେ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ଅଭିଯୁକ୍ତ ହେଲେ ପୁରୁଣାକୋଟ ଥାନା ଅନ୍ତୁଳିଆ ଗାଁର ସଦାନନ୍ଦ ଗଡ଼ନାୟକ। ତାଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା…

Continue Readingଜମି ବିବାଦ ପାଇଁ ଜଣେ ବ୍ୟକ୍ତିଙ୍କୁ ରାସ୍ତାରେ ହାଣିବା ଘଟଣା, ଜଣଙ୍କୁ ଆଜୀବନ ଜେଲ୍-ଜରିମାନା

“ସିନ୍ୟୁ” ସଂସ୍ଥା ବୁଲା ଗୋରୁଙ୍କ ବେକରେ ରେଡିୟମ ବେଲ୍ଟ ଲଗାଇଲା

ଅନୁଗୁଳ: ଅନୁଗୁଳ ଏକ ଅଗ୍ରଣୀ ଶିଳ୍ପ ସମୃଦ୍ଧ ଜିଲ୍ଲା,ଏଠାରେ ଦୈନିକ ହଜାର ହଜାର ସଂଖ୍ୟାରେ ଛୋଟ ବଡ ଗାଡିମଟର ଚଳାଚଳ ହୁଏ, ତାହା ସହିତ ମୂଖ୍ୟ ରାସ୍ତା ଏବଂ ସହର ଭିତରେ ଥିବା ଗଳି ରାସ୍ତା ଉପରେ ଶହ ଶହ ସଂଖ୍ୟାରେ…

Continue Reading“ସିନ୍ୟୁ” ସଂସ୍ଥା ବୁଲା ଗୋରୁଙ୍କ ବେକରେ ରେଡିୟମ ବେଲ୍ଟ ଲଗାଇଲା

କିନ୍ନରଙ୍କ ପାଇଁ ହେପାଟାଇଟିସ୍ ପରୀକ୍ଷଣ ଶିବିର

ଅନୁଗୁଳ: ହୁଲୁରୁସିଂହା ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଗୁରୁବାର କିନ୍ନର ମାନଙ୍କ ପାଇଁ ହେପାଟାଇଟିସ ବି ଓ ସି ଚିହ୍ନଟ ପାଇଁ ଏକ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଅନୁଗୁଳ ସିଡିଏମଓ ଡ଼ା ମଦନ ମୋହନ ପ୍ରଧାନ ସମାରୋହକୁ ଉଦ୍ଘାଟନ…

Continue Readingକିନ୍ନରଙ୍କ ପାଇଁ ହେପାଟାଇଟିସ୍ ପରୀକ୍ଷଣ ଶିବିର