ଡ଼ା ମଦନ ମୋହନ ପ୍ରଧାନ ଅନୁଗୁଳ ସିଡିଏମଓ ଭାବେ ଯୋଗଦେଲେ
ଅନୁଗୁଳ: ଡ଼ା ଗୌରୀ ଶଙ୍କର ବଳଙ୍କ ସ୍ଥାନରେ ଆଜି ପୂର୍ବାହ୍ନରେ ଡ଼ା ମଦନ ମୋହନ ପ୍ରଧାନ ଅନୁଗୁଳର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ଯୋଗଦାନ କରିଛନ୍ତି। ଏ ଅବସରରେ କାର୍ଯ୍ୟାଳୟ ପକ୍ଷରୁ ସେକ୍ସନ ଅଫିସର ନଳିନୀ ରଞ୍ଜନ ପ୍ରଧାନଙ୍କ ସମେତ…
ଅନୁଗୁଳ: ଡ଼ା ଗୌରୀ ଶଙ୍କର ବଳଙ୍କ ସ୍ଥାନରେ ଆଜି ପୂର୍ବାହ୍ନରେ ଡ଼ା ମଦନ ମୋହନ ପ୍ରଧାନ ଅନୁଗୁଳର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ଯୋଗଦାନ କରିଛନ୍ତି। ଏ ଅବସରରେ କାର୍ଯ୍ୟାଳୟ ପକ୍ଷରୁ ସେକ୍ସନ ଅଫିସର ନଳିନୀ ରଞ୍ଜନ ପ୍ରଧାନଙ୍କ ସମେତ…
ଅନୁଗୁଳ: ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଏକ ଜିଲ୍ଲା ସ୍ତରୀୟ ୨ ଦିନିଆ ବିପର୍ଯ୍ୟୟ ପ୍ରଶମନ ସମ୍ବନ୍ଧୀୟ ଦକ୍ଷତା ବିକାଶ ତାଲିମ କର୍ମଶାଳା ଆଜି ପୂର୍ବାହ୍ନରେ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍…
ଭୁବନେଶ୍ୱର: ନାରୀ ସୁରକ୍ଷା, ସ୍ୱାଭିମାନ ଓ ଅଧିକାର ଦାବିରେ ଆସନ୍ତା ବିଧାନସଭା ଅଧିବେଶନ ଘେରାଉ କରିବେ ପ୍ରାୟ ୨୦ ହଜାର ମହିଳା। କଂଗ୍ରେସ ଏହି ବିଧାନସଭା ଘେରାଉର ନେତୃତ୍ୱ ନେବ ବୋଲି ଘୋଷଣା କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ। ସେ…
ଅନୁଗୁଳ: ଅନୁଗୁଳ ଓକିଲ ସଂଘର ସଭାପତି ହିମାଂଶୁ ସାମଲ ଓ ସମ୍ପାଦକ ଧ୍ରୁବ ଚରଣ ସାହୁ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି କି ଓକିଲ ସଂଘର ସଦସ୍ୟ ଅନିରୁଦ୍ଧ ଦାସଙ୍କୁ ତାଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ଆଜି ନିଲମ୍ବନ କରାଯାଇଛି। ସଂଘ…
ପୁରୀ: ପୁରୀ ଗ୍ରୀନ ଫିଲ୍ଡ ଏୟାରପୋର୍ଟ ପାଇଁ ଖୁସି ଖବର। ମିଳିସାରିଛି ଉଭୟ ସାଇଟ୍ କ୍ଲିଅରାନ୍ସ ଓ ନୀତିଗତ ମଞ୍ଜୁରି। ଏନେଇ ରାଜ୍ୟସଭାରେ ଉତ୍ତର ରଖିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରପା ରାମ ମୋହନ ରାଇଡୁ। ପୁରୀରେ ପ୍ରସ୍ତାବିତ…
ଅନୁଗୁଳ: ସ୍ଥାନୀୟ ଅମଲାପଡା ଗଜଲକ୍ଷ୍ମୀ ପୂଜା କମିଟିର ସାଧାରଣ ସଭା ଉପଦେଷ୍ଟା ଶଙ୍କର ସେଠୀଙ୍କ ଅଧ୍ୟକ୍ଷତାରେ ଅମଲାପଡା ଦୁର୍ଗା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଆୟବ୍ୟୟର ହିସାବ ସାଙ୍ଗକୁ ୨୦୨୫ ମସିହା ପାଇଁ ନୂତନ କାର୍ଯ୍ୟକାରିଣୀ କମିଟି ତଥା କର୍ମକର୍ତ୍ତା ଚୟନ…
ଅନୁଗୁଳ: ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ଫାଷ୍ଟ ଟ୍ରାକ କୋର୍ଟ। ଏଥିସହ ସହଯୋଗ କରିଥିବା ବାପ ମାକୁ ୫ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି। ସୂଚନା ମୁତାବକ, ବଅଁରପାଳ ଅଞ୍ଚଳର ଜଣେ ନାବାଳିକା ମାମୁଁ ଘରେ ରହି ପଢୁଥିଲା।…
ଅନୁଗୁଳ: ମୌଳିକ ସୁବିଧାରୁ ବଞ୍ଚିତ ନାଲକୋ କ୍ଷତିଗ୍ରସ୍ତ ୩୯ ଗାଁ ଲୋକ ଗୁରୁବାର ୧୦ ଦଫା ଦାବି ନେଇ ନାଲକୋ ଜିଜିଏମ (ଏଚ ଆଣ୍ଡ ଏ) ଙ୍କୁ ଦାବି ପତ୍ର ଦେଇଛନ୍ତି। ୧୦ ଦଫା ଦାବି ମଧ୍ୟରେ ସ୍ଥାୟୀ ନିଯୁକ୍ତି ପ୍ରଦାନ,…
ଅନୁଗୁଳ: ଅନୁଗୁଳ ଗୋପବନ୍ଧୁ ଛକରେ ଥିବା ଜନସ୍ବାସ୍ଥ୍ୟ ବିଭାଗର ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିକଟରେ ଏକ ବଡ଼ ଶୁଖିଲା ଗଛ ପଥଚାରୀଙ୍କ ପାଇଁ ବିପଦ ସୃଷ୍ଟି କରୁଥିବାରୁ ସେ ପାଖରେ ଥିବା ଉଠା ଦୋକାନୀ ଗୁଡ଼ିକୁ ଆଜି ଉଚ୍ଛେଦ କରାଯାଇଥିଲା। ଏହି…
ଅନୁଗୁଳ: ହାତୀ ଘଉଡ଼ାଇବାକୁ ନେଇ ହିନ୍ଦୋଳ ଓ ବନ୍ତଳା ବନାଞ୍ଚଳ କର୍ମଚାରୀଙ୍କ ମଧ୍ୟରେ ଘମାଘୋଟ ପାଟିତୁଣ୍ଡ। ହିନ୍ଦୋଳ ବନାଞ୍ଚଳ ଅଧିକାରୀ ବନ୍ତଳା ବନାଞ୍ଚଳର ଜଣେ ଗଜମିତ୍ର ଉପରକୁ ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଛି। ଏନେଇ ଗୁରୁବାର ବନ୍ତଳା ବନାଞ୍ଚଳର ଶତାଧିକ…