ବଇଣ୍ଡାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୫୪ ଯୁନିଟ୍ ରକ୍ତ ସଂଗ୍ରହ
କିଶୋରନଗର: କିଶୋରନଗର ବ୍ଲକ ଅନ୍ତର୍ଗତ ବଇଣ୍ଡା ଶିକ୍ଷକ ପଡାସ୍ଥିତ ଶ୍ରୀରାମ ମନ୍ଦିର କମିଟି ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ବଇଣ୍ଡା ବିଦ୍ୟୁତ୍ ବିଭାଗର ଅକ୍ଷୟ କୁମାର ସାହୁ ଫିତା କାଟି ଶିବିରର ଉଦ୍ଘାଟନ କରିଥିଲେ।…



