ଶ୍ୟାମସୁନ୍ଦରପୁର ନାବାଳିକା ହତ୍ୟା ଘଟଣା: ଅପରାଧୀଙ୍କୁ ଗିରଫ ଓ କଠୋର ଦଣ୍ଡ ଦାବିରେ ‘ପ୍ରଗତିଶୀଳ ନାଗରିକ ମଞ୍ଚ’ ପକ୍ଷରୁ ଏସପିଙ୍କୁ ଦାବିପତ୍ର ପ୍ରଦାନ
ଅନୁଗୁଳ: ସଦର ଥାନା ଅନ୍ତର୍ଗତ ବାଳୁଅକଟା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମର ନାବାଳିକାର ସନ୍ଦେହଜନକ ମୃତ୍ୟୁ ଘଟଣା ଅଞ୍ଚଳବାସୀଙ୍କ ସମେତ ଜିଲ୍ଲାର ଶୁଭବୁଦ୍ଧିସମ୍ପର୍ଣ୍ଣା ଜନସାଧାରଣଙ୍କ ହୃଦୟତନ୍ତ୍ରୀକୁ ଦୋହଲାଇଦେଇଛି । ଏହି ଘଟଣାରେ ସମ୍ପୃକ୍ତ ଅପରାଧିମାନଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡବିଧାନ…



