ଅନୁଗୁଳ DIETକୁ ଓଡ଼ିଶାରେ ଶ୍ରେଷ୍ଠ DIET ସମ୍ମାନ: ସ୍ମାରକୀ ସ୍ତମ୍ଭ ଉନ୍ମୋଚିତ
ଅନୁଗୁଳ: ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET) ମୁଖ୍ୟମନ୍ତ୍ରୀ ପୁରସ୍କାର ୨୦୨୪-୨୫ରେ ଓଡ଼ିଶାର 'ଶ୍ରେଷ୍ଠ DIET' ଭାବେ ସମ୍ମାନିତ ହୋଇଛି। ଏହି ଐତିହାସିକ ସଫଳତା ପାଇଁ ଛେଣ୍ଡିପଦା DIET କ୍ୟାମ୍ପସରେ ଏକ ସ୍ମାରକୀ ସ୍ତମ୍ଭ ଉନ୍ମୋଚନ ଓ ଜିଲ୍ଲାର ସମସ୍ତ…



