ସାତକୋଶିଆ ଡିଏଫ୍ଓ ସରୋଜ କୁମାର ପଣ୍ଡାଙ୍କ ବଦଳି, ଗଦାଧର ପାତ୍ର ନେବେ ଦାୟିତ୍ୱ
ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଡିଏଫ୍ଓ ସରୋଜ କୁମାର ପଣ୍ଡାଙ୍କ ବଦଳି ହୋଇଛି। ତାଙ୍କ ସ୍ଥାନରେ ସାତକୋଶିଆର ନୂଆ ଡିଏଫ୍ଓ ଭାବରେ ଗଦାଧର ପାତ୍ର ଦାୟିତ୍ବ ନେବେ। ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ମୁତାବକ, ସାତକୋଶିଆ ଡିଏଫ୍ଓ ସରୋଜ…
