ହାତୀ ଦାନ୍ତ ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ୍, ୪ କେଜିରୁ ଉର୍ଦ୍ଧ ୨ଟି ହାତୀ ଦାନ୍ତ ଜବତ

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକରୁ ୪ କିଲୋ ୭୯୫ ଗ୍ରାମ ଓଜନର ଦୁଇଟି ହାତୀ ଦାନ୍ତ ଜବତ। ଡିଲ୍ ଚାଲିଥିବା ବେଳେ ମାଡ଼ି ବସିଲା ଏସଟିଏଫ୍। କାରବାରରେ ସଂପୃକ୍ତ ୨ ଅଭିଯୁକ୍ତ ଗିରଫ। ଗିରଫ ଅଭିଯୁକ୍ତମାନେ ହେଲେ ଆଠମଲ୍ଲିକ ଅଞ୍ଚଳର ଚନ୍ଦନ…

Continue Readingହାତୀ ଦାନ୍ତ ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ୍, ୪ କେଜିରୁ ଉର୍ଦ୍ଧ ୨ଟି ହାତୀ ଦାନ୍ତ ଜବତ

ଆସନ୍ତା ଫେବ୍ରୁଆରୀ ୧୫ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ଫେବ୍ରୁଆରୀ ମାସ ୧୫ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ୧୫ରୁ ୨୫ ମଧ୍ୟରେ ଯେକୌଣସି ତାରିଖରେ ଆରମ୍ଭ ହୋଇପାରେ କଳା, ବିଜ୍ଞାନ, ବାଣିଜ୍ୟ ସମେତ ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତରେ ପରୀକ୍ଷା । ଏନେଇ…

Continue Readingଆସନ୍ତା ଫେବ୍ରୁଆରୀ ୧୫ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

ପୂଜା ଭସାଣିଯାତ୍ରାରେ ଜିଅନ୍ତା କୁକୁଡ଼ା ଖାଇବା: ଅଭିଯୋଗ କଲେ ସ୍ବେଚ୍ଛାସେବୀ

ଅନୁଗୁଳ: ବୁଧବାର ଅନୁଗୁଳ ଲକ୍ଷ୍ମୀପୂଜା ଭସାଣି ଶୋଭାଯାତ୍ରା ସମୟରେ ଏକ ପୂଜା କମିଟି ପକ୍ଷରୁ ଏକ ଅସୁର ନୃତ୍ୟ ପରିବେଷଣ କରା ଯାଇଥିଲା। ଜଣେ ଅସୁର ଗୋଟିଏ ଜିଅନ୍ତା କୁକୁଡ଼ାଙ୍କୁ ଧରି କିଛି ସମୟ ଉଗ୍ରମୁର୍ତୀରେ ନାଚ କରିବାପରେ ତାକୁ ଫାଡ଼ି…

Continue Readingପୂଜା ଭସାଣିଯାତ୍ରାରେ ଜିଅନ୍ତା କୁକୁଡ଼ା ଖାଇବା: ଅଭିଯୋଗ କଲେ ସ୍ବେଚ୍ଛାସେବୀ

୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ୪ଗିରଫ, ଦୁଇଟି କାର ଜବତ

ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ। ଏଥିସହ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଦୁଇଟି କାରକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ…

Continue Reading୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ୪ଗିରଫ, ଦୁଇଟି କାର ଜବତ

ଜିଲ୍ଲାସ୍ତରୀୟ କଳା ଉତ୍ସବ ୨୦୨୫ ଅନୁଷ୍ଠିତ

ଅନୁଗୁଳ: ଅନୁଗୁଳ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ଜିଲ୍ଲାସ୍ତରୀୟ କଳା ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ…

Continue Readingଜିଲ୍ଲାସ୍ତରୀୟ କଳା ଉତ୍ସବ ୨୦୨୫ ଅନୁଷ୍ଠିତ

ମୁହାଁମୁହିଁ ମୋଟରସାଇକେଲ ଧକ୍କା: ୩ ଜଣ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଧୀନ ଛେଣ୍ଡିପଦା-ଅନୁଗୋଳ ୬୩ ନମ୍ବର ରାଜ୍ୟ ରାଜପଥରେ କୋଶଳା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଦପାଳ ନିକଟସ୍ଥ ସିଙ୍ଗଡା ପୋଲ ପାଖରେ ଗୁରୁବାର ସନ୍ଧ୍ୟାରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣ ଗୁରୁତର ଆହତ…

Continue Readingମୁହାଁମୁହିଁ ମୋଟରସାଇକେଲ ଧକ୍କା: ୩ ଜଣ ଗୁରୁତର

ଡ୍ରେନ ଅଭାବରୁ ରାସ୍ତାରେ ଝରପାଣି

ଅନୁଗୁଳ: ଅନୁଗୁଳ ବ୍ଲକର ବଡ଼କେରା ପଞ୍ଚାୟତର ତୁମୁଣି ଗାଁର ଦେଉଳ ସାହି ରାସ୍ତାରେ ଡ୍ରେନ ନଥିବାରୁ ପାହାଡ଼ି ଝରପାଣି ବୋହୁଛି। ଏହାରୁ ରାସ୍ତା ଶିଉଳି ପଡ଼ି ବିପଦଜନକ ହୋଇଛି। ଗାଁ ଲୋକେ, ଛୋଟ ପିଲା ଓ ଛାତ୍ରଛାତ୍ରୀ ଯିବାଆସିବାରେ ଅସୁବିଧାରେ ପଡ଼ୁଛନ୍ତି।…

Continue Readingଡ୍ରେନ ଅଭାବରୁ ରାସ୍ତାରେ ଝରପାଣି

ରାସ୍ତା ନିର୍ମାଣ ଓ ମରାମତି ଦାବିରେ ୧୩ ଦିନରେ ପହଞ୍ଚିଲା ଅର୍ଥନୈତିକ ଅବରୋଧ ଆନ୍ଦୋଳନ

ଅନୁଗୁଳ: ତାଳଚେର ନୂଆ ବଲଣ୍ଡା ଠାରେ ଜାତୀୟ ରାଜପଥ ଓ ଏନଟିପିସି ରାସ୍ତାର ନିର୍ମାଣ ଓ ମରାମତି ଦାବିରେ ତାଳଚେର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଚାଲିଥିବା ଶାନ୍ତିପୂର୍ଣ୍ଣ ଅର୍ଥନୈତିକ ଅବରୋଧ ଆନ୍ଦୋଳନ ୧୩ ଦିନରେ ପହଞ୍ଚିଛି। ପୂର୍ବତନ ସାଂସଦ ମହେଶ…

Continue Readingରାସ୍ତା ନିର୍ମାଣ ଓ ମରାମତି ଦାବିରେ ୧୩ ଦିନରେ ପହଞ୍ଚିଲା ଅର୍ଥନୈତିକ ଅବରୋଧ ଆନ୍ଦୋଳନ

ଆରଟିଓ ,ପୋଲିସର ମିଳିତ ଏନଫୋର୍ସମେଣ୍ଟ ଡ୍ରାଇଭ: ମଦ୍ୟପ ଗାଡି ଚାଳକଙ୍କୁ ଧରିବାକୁ ଅଭିଯାନ

ଅନୁଗୁଳ: ବୁଧବାର ଅନୁଗୋଳ ସହରରେ ଗଜଲକ୍ଷ୍ମୀ ପୂଜା ଭଷାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଶାନ୍ତି ଶୃଙ୍ଖଳା ସହ ସମାପନ କରିବା ପାଇଁ ଉଭୟ ପୋଲିସ ଓ ଆରଟିଓଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ମିଳିତ ଯାଞ୍ଚ କରାଯାଉଥିବା ଦେଖାଯାଇଛି। ମୁଖ୍ୟତଃ ଏହି…

Continue Readingଆରଟିଓ ,ପୋଲିସର ମିଳିତ ଏନଫୋର୍ସମେଣ୍ଟ ଡ୍ରାଇଭ: ମଦ୍ୟପ ଗାଡି ଚାଳକଙ୍କୁ ଧରିବାକୁ ଅଭିଯାନ

ଭଉଣୀ ମଥାରୁ ସିନ୍ଦୂର ପୋଛିଲା ଭାଇ: ଯାତ୍ରା ଦେଖିବାକୁ ଡାକି ନେଇ ଭିଣୋଇକୁ ହତ୍ୟା, ୨ ଗିରଫ

ଅନୁଗୁଳ: ଶଳା ମାଡ଼ରେ ଭିଣୋଇର ମୃତ୍ୟୁ ଘଟଣାରେ ଛେଣ୍ଡିପଦା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟା ଗାଁର ବନି ନାଏକ ଓ ଦାଶରଥୀ ନାଏକ। ସୂଚନା ମୁତାବକ, ବାଲିପଟା ଗାଁ…

Continue Readingଭଉଣୀ ମଥାରୁ ସିନ୍ଦୂର ପୋଛିଲା ଭାଇ: ଯାତ୍ରା ଦେଖିବାକୁ ଡାକି ନେଇ ଭିଣୋଇକୁ ହତ୍ୟା, ୨ ଗିରଫ