ବାଇକ ଓ ମୋବାଇଲ ଛଡ଼ାଇନେବା ଘଟଣା, ଚାରି ଅଭିଯୁକ୍ତ ଗିରଫ

ଅନୁଗୁଳ: ଧମକ ଦେଇ ବାଇକ ଓ ମୋବାଇଲ ଛଡାଇ ନେବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫମାନେ ହେଲେ ତାରିଣୀ ପ୍ରସାଦ ବିଶ୍ବାଳ, ବଳରାମ ସାହୁ, ଟୁକୁନା ବେହେରା ଓ ଆକାଶ ନାଏକ। ସୂଚନା…

Continue Readingବାଇକ ଓ ମୋବାଇଲ ଛଡ଼ାଇନେବା ଘଟଣା, ଚାରି ଅଭିଯୁକ୍ତ ଗିରଫ

ବିଶ୍ଵ ଯୁବ ଦକ୍ଷତା ବିକାଶ ଦିବସ ପାଳିତ, ତାଲିମ ନେଲେ ୬୦ ପ୍ରଶିକ୍ଷାର୍ଥୀ

ଅନୁଗୁଳ: ଅନୁଗୁଳ ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ସୌରୀ ରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗୀତାଗ୍ରାମ ଗାଁର ପ୍ରଶିକ୍ଷଣ କେନ୍ଦ୍ରରେ ବିଶ୍ଵ ଯୁବ ଦକ୍ଷତା ବିକାଶ ଦିବସ ପାଳିତ ହୋଇଛି। ଜାତିସଂଘ ପକ୍ଷରୁ ୨୦୧୪ ଠାରୁ ସାରା ବିଶ୍ୱରେ ଏହି ଦିବସ ପାଳିତ…

Continue Readingବିଶ୍ଵ ଯୁବ ଦକ୍ଷତା ବିକାଶ ଦିବସ ପାଳିତ, ତାଲିମ ନେଲେ ୬୦ ପ୍ରଶିକ୍ଷାର୍ଥୀ

ଆନ୍ଦୋଳନକାରୀଙ୍କୁ ସୁରକ୍ଷା ଦାବି, ମାସେ ଭିତରେ ଚୋରି ହେଲାଣି ଏକାଧିକ ମୋବାଇଲ, ପର୍ସ

ଅନୁଗୁଳ: ଆନ୍ଦୋଳନକାରୀଙ୍କୁ ସୁରକ୍ଷା ଦେବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ନାଲକୋ ସ୍ପୋନ୍ସସର୍ଡ ଏଲ ଏ.ପି./ଆଇ.ଟି.ଆଇ (୧୯)କ୍ଷତିଗ୍ରସ୍ତ ପ୍ରଜା ସଙ୍ଘର ସାଧାରଣ ସମ୍ପାଦକ। ଆଜି ଅନୁଗୁଳ ଥାନାରେ ସେ ଅଭିଯୋଗ କରିଛନ୍ତି, ପ୍ରାୟ ୧୮୨ଦିନ ହେବ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

Continue Readingଆନ୍ଦୋଳନକାରୀଙ୍କୁ ସୁରକ୍ଷା ଦାବି, ମାସେ ଭିତରେ ଚୋରି ହେଲାଣି ଏକାଧିକ ମୋବାଇଲ, ପର୍ସ

ରିମିଟ ମହାବିଦ୍ୟାଳୟରେ ‘ବିଶ୍ୱ ଯୁବ ଦକ୍ଷତା ଦିବସ’ ପାଳିତ, ବୃକ୍ଷରୋପଣ କଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପଞ୍ଚମହଲାସ୍ଥିତ ରିମିଟ ମହାବିଦ୍ୟାଳୟ ଠାରେ ମୋ ଯୁବା ଭାରତ ଓ ଉତ୍କର୍ଷ ପରିବାରର ମିଳିତ ଆନୁକୂଲ୍ୟରେ ବିଶ୍ୱ ଯୁବା ଦକ୍ଷତା ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ସ୍କିଲ ଇଣ୍ଡିଆ ଏନଏସଡିସି ମୁଖ୍ୟ ସୀତାଂଶୁ ବିଶ୍ୱାଳ, ଲାଇଟ ହାଉସ…

Continue Readingରିମିଟ ମହାବିଦ୍ୟାଳୟରେ ‘ବିଶ୍ୱ ଯୁବ ଦକ୍ଷତା ଦିବସ’ ପାଳିତ, ବୃକ୍ଷରୋପଣ କଲେ ଛାତ୍ରଛାତ୍ରୀ

ପାଳଲହଡ଼ା ନିର୍ବାଚନ ମଣ୍ଡଳୀର ବିକାଶ କମିଟି ସମୀକ୍ଷା ବୈଠକ: ୧୩ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମିପଟ୍ଟା ପ୍ରଦାନ

ଅନୁଗୁଳ: ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତିଙ୍କ ଅଧ୍ୟକ୍ଷତାରେ ପାଳଲହଡ଼ା ନିର୍ବାଚନ ମଣ୍ଡଳୀର ବିକାଶ କମିଟି ସମୀକ୍ଷା ବୈଠକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି।ବୈଠକରେ ବିଧାୟକ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ବାସ୍ଥ୍ୟ ଓ…

Continue Readingପାଳଲହଡ଼ା ନିର୍ବାଚନ ମଣ୍ଡଳୀର ବିକାଶ କମିଟି ସମୀକ୍ଷା ବୈଠକ: ୧୩ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମିପଟ୍ଟା ପ୍ରଦାନ

ସ୍ବେଛାସେବୀ ଓ ସଚେତନ ନାଗରିକ ମାନଙ୍କ ପକ୍ଷରୁ ସୌମ୍ଯାଶ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ବାଲେଶ୍ଵର ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ଯାଶ୍ରୀ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ଗତ ଶନିବାର ଜୁଲାଇ ୧୨ ତାରିଖ ଦିନ ଅଧ୍ୟାପକ ତଥା କଲେଜ କତ୍ତୃପକ୍ଷଙ୍କ ନିର୍ଯ୍ୟାତନା ସହି ନପାରି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ୩ ଦିନର…

Continue Readingସ୍ବେଛାସେବୀ ଓ ସଚେତନ ନାଗରିକ ମାନଙ୍କ ପକ୍ଷରୁ ସୌମ୍ଯାଶ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆ ରୂପରେ ଅନୁଗୁଳ ଓକିଲ ସଂଘ କାର୍ଯ୍ୟାଳୟ, ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଓ ଆଲୋକୀକରଣର ଶୁଭାରମ୍ଭ

ଅନୁଗୁଳ: ଅନୁଗୁଳ ଓକିଲ ସଂଘ କାର୍ଯ୍ୟାଳୟର ରୂପାନ୍ତରୀକରଣ, ଶୀତତାପ ନିୟନ୍ତ୍ରଣ ଯନ୍ତ୍ର, ଆଲୋକୀକରଣ ସହ ଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦାର ବିଧାୟକ ଅଗସ୍ତି ବେହେରା। କାର୍ଯ୍ୟକ୍ରମରେ ଅନୁଗୁଳ…

Continue Readingନୂଆ ରୂପରେ ଅନୁଗୁଳ ଓକିଲ ସଂଘ କାର୍ଯ୍ୟାଳୟ, ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଓ ଆଲୋକୀକରଣର ଶୁଭାରମ୍ଭ

ନିଯୁକ୍ତି ଦାବି: ଛେଳିଆ ଗ୍ରାମବାସୀଙ୍କ ଖଣିବନ୍ଦ ଆନ୍ଦୋଳନ, କୋଇଲା ଉତ୍ତୋଳନ ଓ ପରିବହନ ଠପ୍‌

ଅନୁଗୁଳ: ନିଯୁକ୍ତି ଓ ଥଇଥାନ ଦାବିରେ ଅନୁଗୁଳ ଜିଲ୍ଲା କଣିହାଁ ଖୋଲାମୁହଁ କୋଇଲା ଖଣିସ୍ଥିତ ଜରଡ଼ା ମୁଖ୍ୟ ଫାଟକ ଠାରେ ଛେଳିଆ ଜମିହରା ପ୍ରଜା ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଛେଳିଆ ଗ୍ରାମ୍ୟ କମିଟି ସଭାପତି ମାଗୁଣି ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ସୋମବାର…

Continue Readingନିଯୁକ୍ତି ଦାବି: ଛେଳିଆ ଗ୍ରାମବାସୀଙ୍କ ଖଣିବନ୍ଦ ଆନ୍ଦୋଳନ, କୋଇଲା ଉତ୍ତୋଳନ ଓ ପରିବହନ ଠପ୍‌

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ, ୨ଜଣଙ୍କୁ ରେଡକ୍ରସ ସହାୟତା

ଅନୁଗୁଳ: ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ସୋମବାର କଣିହାଁ ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ସମୁଦାୟ ୨୬ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିରୁ ୨୦ଟି ବ୍ୟକ୍ତିଗତ ଓ ୬ଟି ଗ୍ରାମ୍ୟଭିତ୍ତିକ ଅଭିଯୋଗର…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ, ୨ଜଣଙ୍କୁ ରେଡକ୍ରସ ସହାୟତା

ଆଦୃତ ଶିଶୁ ଭବନରେ ନୂତନ ଅତ୍ୟାଧୁନିକ ପାଠାଗାର ଉଦଘାଟିତ

ଅନୁଗୁଳ: ଅନୁଗୁଳ ଶାଖା ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ପଞ୍ଚମହଲା ସ୍ଥିତ ଆଦୃତ ଶିଶୁ ଭବନ ଠାରେ ନୂତନ ଅତ୍ୟାଧୁନିକ ପାଠାଗାର ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ପ୍ରବନ୍ଧକ ଡ. ବନ୍ଦନା ଅଗ୍ରୱାଲ, ଅନୁଗୁଳ ଆଞ୍ଚଳିକ…

Continue Readingଆଦୃତ ଶିଶୁ ଭବନରେ ନୂତନ ଅତ୍ୟାଧୁନିକ ପାଠାଗାର ଉଦଘାଟିତ