୬ଷ୍ଠ ରାଜ୍ୟ ୱାକୋ ଓଡ଼ିଶା କିକ୍ ବକ୍ସିଂ ପ୍ରତିଯୋଗିତା: ଜୁଲାଇ ୧୧ ରୁ ୧୩
ଅନୁଗୁଳ: ଅନୁଗୁଳ ଟେନିସ ଇଣ୍ଡୋର୍ ହଲରେ ଷଷ୍ଠ ରାଜ୍ୟ ୱାକୋ ଓଡ଼ିଶା କିକ ବକ୍ସିଂ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି। ଏଥିନେଇ ଆଜି ହଲରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ୱାକୋ ଓଡ଼ିଶା ରାଜ୍ୟ ସଭାପତି କାର୍ତ୍ତିକ ଡାକୁଆ, ଅନୁଗୁଳ…
