କଣିହାଁ ବ୍ଲକ ବିଜେଡିର ସାଙ୍ଗଠନିକ ବୈଠକ: ତୃଣମୂଳରୁ ଦଳକୁ ମଜଭୁତ କରିବା ଉପରେ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ନିର୍ବାଚନ ମଣ୍ଡଳୀର କଣିହାଁ ବ୍ଲକ ବିଜୁ ଜନତା ଦଳ ତରଫରୁ ସାଙ୍ଗଠନିକ ବୈଠକ ଆୟୋଜିତ ହୋଇଛି। ୨୭ଟି ପଞ୍ଚାୟତର ସଭାପତିଙ୍କୁ ନେଇ ସମଲ ଡାକବଙ୍ଗଳାରେ ଆୟୋଜିତ ସଭାରେ ସଭାପତି ପ୍ରଶାନ୍ତ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ।…

Continue Readingକଣିହାଁ ବ୍ଲକ ବିଜେଡିର ସାଙ୍ଗଠନିକ ବୈଠକ: ତୃଣମୂଳରୁ ଦଳକୁ ମଜଭୁତ କରିବା ଉପରେ ଗୁରୁତ୍ୱ

ଦୁର୍ଘଟଣାରେ ମୃତ ହନୁ ପାଇଁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ଗତ ମଙ୍ଗଳବାର ଅପରାହ୍ନରେ ଚଣ୍ଡିଖମଣ ଜଙ୍ଗଲ ଆଡୁ ହନୁଟିଏ ବାହାରି କାଙ୍ଗୁଲା ଗାଁ ପାଖ ରାସ୍ତାରେ ଡିଆଁ ଡେଇଁ କରୁଥିବା ବେଳେ ହଠାତ୍ ଦୃତ ଗତିରେ ଆସୁଥିବା ବୋଲେରୋଟିଏ ହନୁକୁ ଧକ୍କା ଦେଇ ପଳାଇଥିଲା।ଗୁରୁତର ହନୁ ରାସ୍ତାରେ ପଡ଼ି ଛଟପଟ…

Continue Readingଦୁର୍ଘଟଣାରେ ମୃତ ହନୁ ପାଇଁ ଶ୍ରଦ୍ଧାଞ୍ଜଳି

BMC ଡେପୁଟି କମିଶନରଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା: ସାମୂହିକ ଛୁଟିରେ ଗଲେ ଅନୁଗୁଳର OAS ଓ ORS ଅଧିକାରୀ

ଅନୁଗୁଳ: ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ ଆୟୁକ୍ତ ଓ ବରିଷ୍ଠ OAS ଅଧିକାରୀ ରତ୍ନାକର ସାହୁଙ୍କୁ ଶାରୀରିକ ଆକ୍ରମଣ ବିରୋଧରେ ପ୍ରତିବାଦ ଜଣାଇ ଅନୁଗୁଳ ଜିଲ୍ଲାର OAS ଓ ORS ଅଧିକାରୀମାନେ ସାମୂହିକ ଛୁଟି ଘୋଷଣା କରିଛନ୍ତି । ଏହି ଅପ୍ରତ୍ୟାଶିତ…

Continue ReadingBMC ଡେପୁଟି କମିଶନରଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା: ସାମୂହିକ ଛୁଟିରେ ଗଲେ ଅନୁଗୁଳର OAS ଓ ORS ଅଧିକାରୀ

ଅନୁଗୁଳରେ ହେରା ପଞ୍ଚମୀ ପାଳିତ: ଅଭିମାନିନୀ ମହାଲକ୍ଷ୍ମୀ ଭାଙ୍ଗିଲେ ମହାପ୍ରଭୁଙ୍କ ରଥ

ଅନୁଗୁଳ: ଆଜି ଆଷାଢ଼ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଶୈଳଶ୍ରୀକ୍ଷେତ୍ରରେ ହେରା ପଞ୍ଚମୀ ପାଳିତ ହୋଇଛି। ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରା ମା' ଲକ୍ଷ୍ମୀଙ୍କୁ ନ ନେଇ ଜନ୍ମ ବେଦୀକୁ ଯାଇଥିବାରୁ ସେ ରାଗି ଯାଇଥିଲେ। ଏଣୁ ସ୍ୱତନ୍ତ୍ର ବିମାନରେ…

Continue Readingଅନୁଗୁଳରେ ହେରା ପଞ୍ଚମୀ ପାଳିତ: ଅଭିମାନିନୀ ମହାଲକ୍ଷ୍ମୀ ଭାଙ୍ଗିଲେ ମହାପ୍ରଭୁଙ୍କ ରଥ

ରକ୍ତ ଦେଇ ଜାତୀୟ ଦିବସ ପାଳିଲେ ଡାକ୍ତର

ଅନୁଗୁଳ: ଜାତୀୟ ଡାକ୍ତର ଦିବସ ଅବସରରେ ଅନୁଗୁଳ ଆଇଏମ୍ଏ, ରୋଟାରୀ କ୍ଳବ୍ ଅନୁଗୁଳ ରୟାଲ, ସର୍ଜନ୍ସ କ୍ଳବ୍ ଏବଂ ଅଶ୍ରୁ ସଂସ୍ଥା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।ରକ୍ତଦାନ ଭବନରେ ଆୟୋଜିତ ଏହି ଶିବିରକୁ ଅନୁଗୁଳ ସିଡିଏମଓ ଡ଼ା ଗୌରୀ…

Continue Readingରକ୍ତ ଦେଇ ଜାତୀୟ ଦିବସ ପାଳିଲେ ଡାକ୍ତର

ଅଲେଖ ମହିମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଅନୁଗୁଳ: ସ୍ଥାନୀୟ ନଦିଘେରା ଗ୍ରାମ ଅଙ୍ଗାରବନ୍ଧ ଝାଟକିପଶି ଠାରେ ଅଲେଖ ମହିମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟାଧର ବାରିକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ବ୍ରାହ୍ମଲୀନ ବାବା ସଦାନନ୍ଦ ଦାସ, ଉପ ସଭାପତି…

Continue Readingଅଲେଖ ମହିମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଝିଅକୁ ସ୍କୁଲ ନେଇଯିବା ବେଳେ ଧକ୍କା ଦେଲା ଟ୍ରକ: ମା’ ମୃତ, ଝିଅ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଦେଉଳବେଡା ସ୍ଥିତ ଏକ ସ୍କୁଲକୁ ଝିଅକୁ ଛାଡ଼ିବାକୁ ଯିବା ବେଳେ ମା'କୁ ଧକ୍କା ଦେଲା ଟ୍ରକ। ଘଟଣାସ୍ଥଳରେ ମୃତ୍ୟୁ। ମୃତକ ହେଲେ ପ୍ରବୀଣା ସାହୁ (୪୨)। ଦୁର୍ଘଟଣାରେ ୧୦ ବର୍ଷର ଝିଅ ସାନଭିକା କୁମାରୀ ସାହୁ…

Continue Readingଝିଅକୁ ସ୍କୁଲ ନେଇଯିବା ବେଳେ ଧକ୍କା ଦେଲା ଟ୍ରକ: ମା’ ମୃତ, ଝିଅ ଗୁରୁତର

ଦିବ୍ୟାଙ୍ଗ ନାତୁଣୀକୁ ଅସଦାଚରଣ ଅଭିଯୋଗ, ଦୂର ସମ୍ପର୍କୀୟ ଅଜା ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଏନଟିପିସି ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ମାଆ ଥାନାରେ ଅଭିଯୋଗ କରିଥିବା ବେଳେ ସୋମବାର ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଏନଟିପିସି…

Continue Readingଦିବ୍ୟାଙ୍ଗ ନାତୁଣୀକୁ ଅସଦାଚରଣ ଅଭିଯୋଗ, ଦୂର ସମ୍ପର୍କୀୟ ଅଜା ଗିରଫ

ଲୁଟେରାଙ୍କ ଚରାଭୂଇଁ ଅନୁଗୁଳ! ଖଣ୍ଡା ଦେଖାଇ ବ୍ୟବସାୟୀଙ୍କଠୁ ଲୁଟିଲେ ଲକ୍ଷାଧିକ ଟଙ୍କା

ଅନୁଗୁଳ: ଲୁଟେରାଙ୍କ ଚରାଭୂଇଁ ପାଲଟିଲାଣି ଅନୁଗୁଳ। ସୋମବାର ନିଶା ଶିଳ୍ପାଞ୍ଚଳ ଥାନା ଇଲାକା ପରଙ୍ଗ ନିକଟରେ ଖଣ୍ଡା ଦେଖାଇ ଜଣେ ବେପାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି। ସୂଚନା ମୁତାବକ, ସ୍ଥାନୀୟ ବିଦେଶୀ ମଦ ଦୋକାନର ମ୍ୟାନେଜର…

Continue Readingଲୁଟେରାଙ୍କ ଚରାଭୂଇଁ ଅନୁଗୁଳ! ଖଣ୍ଡା ଦେଖାଇ ବ୍ୟବସାୟୀଙ୍କଠୁ ଲୁଟିଲେ ଲକ୍ଷାଧିକ ଟଙ୍କା

ରାତ୍ରି ପାଟ୍ରୋଲିଂ ବେଳେ ୩ ବ୍ରାଉନସୁଗାର ବେପାରୀ ଅଟକ, ୫୦ ଗ୍ରାମ ଧଳାଜହର ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପୁଲିସ ରାତ୍ରି ପାଟ୍ରୋଲିଂ ବେଳେ ୩ ବ୍ରାଉନସୁଗାର ବେପାରୀଙ୍କୁ ମାଡ଼ି ବସିଛି। ସେମାନଙ୍କ ଠାରୁ ୫୦ ଗ୍ରାମ ୩୬୦ମିଲିଗ୍ରାମ ବ୍ରାଉନ ସୁଗାର ଓ ବାଇକ ଜବତ ହୋଇଛି। ଅଟକ ୩ ଯୁବକ ହେଲେ ଅନୁଗୁଳ…

Continue Readingରାତ୍ରି ପାଟ୍ରୋଲିଂ ବେଳେ ୩ ବ୍ରାଉନସୁଗାର ବେପାରୀ ଅଟକ, ୫୦ ଗ୍ରାମ ଧଳାଜହର ଜବତ