ଜିଏମଡିସି ପକ୍ଷରୁ ଶୈଳଶ୍ରୀ କ୍ଷେତ୍ରର ଆଲୋକିକରଣ
ଅନୁଗୁଳ: ଜିଏମଡିସି ପକ୍ଷରୁ ଏହାର ସାମାଜିକ ଦାୟିତ୍ୱ ବୋଧ କାର୍ଯ୍ୟ ସ୍ୱରୂପ ଗ୍ରାମ୍ୟ ବିକାଶ ଟ୍ରଷ୍ଟ ଅନୁଗୁଳ ଶୈଳଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିରରର ଅଲୋକିକରଣ କାର୍ଯ୍ୟ ହାତକୁ ନେଇଛି। ଏହା ଫଳରେ ଜଗନ୍ନାଥ ମନ୍ଦିରର ଦୀର୍ଘ ଦିନର ସୋନ୍ଦର୍ଯ୍ୟକରଣ କାମର ପୂର୍ଣ୍ଣତା…
