ବିଦ୍ୟୁତ୍ ଆଘାତରେ ପୁଣି ଏକ ଦନ୍ତା ମୃତ

ବନ୍ତଳା: ଅନୁଗୁଳ ଜିଲ୍ଲା ସାତକୋଶିଆ ବନଖଣ୍ଡ ଅନ୍ତର୍ଗତ କୁଲାଙ୍ଗୀ ଗାଁରେ ଏକ ବଗିଚାରେ ଫସଲ ସୁରକ୍ଷା ପାଇଁ ଘେରାଯାଇଥିବା ସୋଲାର ବାଡ଼ରେ ଲାଗି ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ହାତୀଟିର ବୟସ ପ୍ରାୟ ୧୫ ବର୍ଷ ହେବ। ଘଟଣାସ୍ଥଳରେ…

Continue Readingବିଦ୍ୟୁତ୍ ଆଘାତରେ ପୁଣି ଏକ ଦନ୍ତା ମୃତ

ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଟେବୁଲ ଟପ୍ ଅଭ୍ୟାସ ଆୟୋଜିତ, ତାଲିମ ନେଲେ ଜିଲ୍ଲାଧିକାରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସୋମବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଜିଲ୍ଲା ବିପର୍ଯ୍ୟୟ…

Continue Readingସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଟେବୁଲ ଟପ୍ ଅଭ୍ୟାସ ଆୟୋଜିତ, ତାଲିମ ନେଲେ ଜିଲ୍ଲାଧିକାରୀ

ରାତିରେ ଘରେ ପଶିଲେ ଚୋର: ଲାଇନ୍ କାଟି ଲୁଟିଲେ ୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା

ଅନୁଗୁଳ: ଅନୁଗୁଳରେ ପୁଣିରେ ମାତିଲେଣି ଚୋର।ରାତିରେ ଘରେ ପଶି ଲୁଟି ନେଲେ ୭ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଓ ରୁପା ଗହଣା। ଖବର ପାଇ ଛେଣ୍ଡିପଦା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା…

Continue Readingରାତିରେ ଘରେ ପଶିଲେ ଚୋର: ଲାଇନ୍ କାଟି ଲୁଟିଲେ ୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା

ଅପହରଣ ଓ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ୨୦୨୧ ଅଗଷ୍ଟ ୯ରେ ଅନୁଗୁଳ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ଓ ପରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ। ଅତିରିକ୍ତ ଜିଲ୍ଲା ଆଡହକ ଏବଂ ସେସନ ଜଜ ତଥା ଫାଷ୍ଟ ଟ୍ରାକ କୋର୍ଟ…

Continue Readingଅପହରଣ ଓ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ

ଶିବ ମନ୍ଦିରର ହୁଣ୍ଡି ଭାଙ୍ଗି ଲୁଟ୍‌, ଥାନାରେ ମାମଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ମରଣ୍ଡା ଗାଁ ବାବା ସର୍ପେଶ୍ଵର ମନ୍ଦିରରୁ ଚୋରି। ରବିବାର ମନ୍ଦିର ପ୍ରାଙ୍ଗଣରେ ଥିବା ହୁଣ୍ଡି ଭାଙ୍ଗି କେହି ଟଙ୍କା ପଇସା ନେଇଯାଇଛି। ଏଥି ସହ ଚୋର ମନ୍ଦିରର ଡାକବାଜି ଯନ୍ତ୍ରକୁ ମଧ୍ୟ ଚୋରି କରିଛି।…

Continue Readingଶିବ ମନ୍ଦିରର ହୁଣ୍ଡି ଭାଙ୍ଗି ଲୁଟ୍‌, ଥାନାରେ ମାମଲା

ଭାରତ ବିକାଶ ପରିଷଦ ପକ୍ଷରୁ ବାଲ୍ ସଂସ୍କାର ଶିବିର

ଅନୁଗୁଳ: ଗାନ୍ଧୀମାର୍ଗ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଭାରତ ବିକାଶ ପରିଷଦ ପକ୍ଷରୁ ବାଲ ସଂସ୍କାର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏକ ସୁସ୍ଥ ସମର୍ଥ ଓ ଉନ୍ନତ ସମାଜ ଗଠନ ପାଇଁ ଶିଶୁ ମାନଙ୍କ ମଧ୍ୟରେ ସଂସ୍କାର ଆବଶ୍ୟକ। ଏହାକୁ…

Continue Readingଭାରତ ବିକାଶ ପରିଷଦ ପକ୍ଷରୁ ବାଲ୍ ସଂସ୍କାର ଶିବିର

ସାତକୋଶିଆ ଗଣ୍ଡରେ ମଗର-ଘଡ଼ିଆଳ ମୁହାଁମୁହିଁ: ଛୁଆକୁ ଖାଇ ଅଣ୍ଡିରା ଘଡ଼ିଆଳ ଥଣ୍ଟ ଛିଣ୍ଡାଇଲା ମଗର

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହାନଦୀର ସାତକୋଶିଆ ଗଣ୍ଡରେ ବଡ଼ ଅଘଟଣ। ଏଠାରେ ଦୁଇ ପ୍ରଜାତିର କୁମ୍ଭୀରଙ୍କ ମଧ୍ୟରେ ଭୀଷଣ ଲଢ଼େଇ ହୋଇଥିବା ଜଣାପଡ଼ିଛି। ବିସ୍ତୀର୍ଣ୍ଣ ଗଣ୍ଡରେ ଆଧିପତ୍ୟ ବିସ୍ତାର କରି ରାଜତ୍ୱ କରିବା ପାଇଁ ଦୁଇଟି ବିରଳ ପ୍ରଜାତିର କୁମ୍ଭୀରଙ୍କ ମଧ୍ୟରେ…

Continue Readingସାତକୋଶିଆ ଗଣ୍ଡରେ ମଗର-ଘଡ଼ିଆଳ ମୁହାଁମୁହିଁ: ଛୁଆକୁ ଖାଇ ଅଣ୍ଡିରା ଘଡ଼ିଆଳ ଥଣ୍ଟ ଛିଣ୍ଡାଇଲା ମଗର

ବାଲ୍ୟ ବିବାହ, ଶିଶୁ ଚାଲାଣ ଓ ଶିଶୁ ଯୌନ ନିର୍ଯାତନା ନେଇ ସଚେତନତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଶ୍ଵ ଯୁବ କେନ୍ଦ୍ର ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମ "ଆକ୍ସେସ ଟୁ ଜଷ୍ଟିସ" ପକ୍ଷରୁ କିଶୋରନଗର ବ୍ଲକ୍ ଉରୁକୁଲା ପଞ୍ଚାୟତର ଖମାର ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲାରେ ଶିଶୁଙ୍କୁ ନିଜର ଅଧିକାରରୁ ବଞ୍ଚିତ କରି…

Continue Readingବାଲ୍ୟ ବିବାହ, ଶିଶୁ ଚାଲାଣ ଓ ଶିଶୁ ଯୌନ ନିର୍ଯାତନା ନେଇ ସଚେତନତା

ନବୀନ ପଟ୍ଟନାୟକଙ୍କ ସୁସ୍ଥତା କାମନା କରି ମା’ ବୁଢୀ ଠାକୁରାଣୀଙ୍କୁ ଦୀପଦାନ

ଅନୁଗୁଳ: ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସନ୍ଧ୍ୟାରେ ଅନୁଗୁଳର ଅଧିଷ୍ଠାତ୍ରୀ ଦେବୀ ମା ବୁଢୀ ଠାକୁରାଣୀଙ୍କ ମନ୍ଦିର ସମ୍ମୁଖରେ ସମୂହ ଦୀପଦାନ ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି।ଅନୁଗୁଳ ପୌରପାଳିକା…

Continue Readingନବୀନ ପଟ୍ଟନାୟକଙ୍କ ସୁସ୍ଥତା କାମନା କରି ମା’ ବୁଢୀ ଠାକୁରାଣୀଙ୍କୁ ଦୀପଦାନ

ସ୍ବାସ୍ଥ୍ୟ ବିଭାଗ ସମ୍ପର୍କିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ, ଯୋଗ ଦେଲେ ମନ୍ତ୍ରୀ

ଅନୁଗୁଳ: ଶନିବାର ପୂର୍ବାହ୍ନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ସର୍କିଟ ହାଉସ ସମ୍ମିଳନୀ କକ୍ଷ ଠାରେ ସ୍ବାସ୍ଥ୍ୟ ବିଭାଗ ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା…

Continue Readingସ୍ବାସ୍ଥ୍ୟ ବିଭାଗ ସମ୍ପର୍କିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ, ଯୋଗ ଦେଲେ ମନ୍ତ୍ରୀ