‘ବିକାଶ ମେଳା’ ଲାଗି ଫୁଟବଲ ପ୍ରତିଯୋଗିତା, ଆଠମଲ୍ଲିକ ଚାମ୍ପିୟନ୍‌‘ବିକାଶ ମେଳା’ ଲାଗି ଫୁଟବଲ ପ୍ରତିଯୋଗିତା, ଆଠମଲ୍ଲିକ ଚାମ୍ପିୟନ୍‌

ଅନୁଗୁଳ : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆୟୋଜିତ ବିକାଶ ମେଳାର ଅଂଶ ଭାବରେ ଫୁଟବଲ ପ୍ରତିଯୋଗିତା ସ୍ଥାନୀୟ ପୁଲିସ ଟ୍ରେନିଂ କଲେଜ ଖେଳ ପଡ଼ିଆ ଅନୁଷ୍ଠିତ ହୋଇଛି। ଏଥିରେ ଅନୁଗୁଳ, ତାଳଚେର, ପାଳଲହଡ଼ା ଓ ଆଠମଲ୍ଲିକ…

Continue Reading‘ବିକାଶ ମେଳା’ ଲାଗି ଫୁଟବଲ ପ୍ରତିଯୋଗିତା, ଆଠମଲ୍ଲିକ ଚାମ୍ପିୟନ୍‌‘ବିକାଶ ମେଳା’ ଲାଗି ଫୁଟବଲ ପ୍ରତିଯୋଗିତା, ଆଠମଲ୍ଲିକ ଚାମ୍ପିୟନ୍‌

ରକ୍ତ ଦେବାକୁ ଯାଇଥିଲେ … ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବୃଦ୍ଧାଙ୍କ ବ୍ୟାଗ୍ ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆଜି ଜଣେ ବୃଦ୍ଧାଙ୍କଠାରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଚୋରିର ଶିକାର ହୋଇଥିବା ବୃଦ୍ଧା ହେଲେ ହଣ୍ଡପା ଥାନା ସଲଣ୍ଡା ଗାଁର ସୁମିତ୍ରା ଦେହୁରୀ (୫୫)। ସୂଚନା ମୁତାବକ, ସୁମିତ୍ରାଙ୍କ ଦେହ…

Continue Readingରକ୍ତ ଦେବାକୁ ଯାଇଥିଲେ … ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବୃଦ୍ଧାଙ୍କ ବ୍ୟାଗ୍ ଚୋରି

ଏଇ ବର୍ଷ ଖୋଲିବ ପବିତ୍ରମୋହନ ମେଡିକାଲ କଲେଜ, କୌଣସି ଧାରଣା ନ ଦେବାକୁ ପରାମର୍ଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ପବିତ୍ରମୋହନ ମେଡିକାଲ କଲେଜରେ ଚଳିତବର୍ଷଠୁ ଆରମ୍ଭ ହେବ ପାଠପଢ଼ା ଓ ରୋଗୀ ଦେଖା। ଏଣୁ ଏନେଇ ଆଉ କୌଣସି ଧାରଣା କି ଆନ୍ଦୋଳନ ନ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ସୂଚନା ମୁତାବକ,…

Continue Readingଏଇ ବର୍ଷ ଖୋଲିବ ପବିତ୍ରମୋହନ ମେଡିକାଲ କଲେଜ, କୌଣସି ଧାରଣା ନ ଦେବାକୁ ପରାମର୍ଶ

ଫେସବୁକ୍ ଯୋଗୁଁ ୨୯ ବର୍ଷ ପରେ ମା’ ଫେରିପାଇଲା ତାର ହଜିଲା ପୁଅ; ସାହି ପଡ଼ିଶାରେ ଉତ୍ସବର ମାହୋଲ

ଅନୁଗୁଳ: ଜୁନ ୩ ତାରିଖ ଅନୁଗୁଳ ରେଳ ଷ୍ଟେସନରେ ବଅଁରପାଳ ବ୍ଲକ କୁକୁଡ଼ାଙ୍କ ପଞ୍ଚାୟତ ରଙ୍କାସିଂହା ଗାଁର ଗୋଟିଏ ପରିବାରର ସମସ୍ତ ସଦସ୍ୟ ଏବଂ ସାହି ପଡ଼ିଶାର ଲୋକ ମିଶି ପ୍ରାୟ ୨୦ ଜଣ ଅପେକ୍ଷା କରିଛନ୍ତି ଏକ ଟ୍ରେନକୁ। ସମସ୍ତଙ୍କ…

Continue Readingଫେସବୁକ୍ ଯୋଗୁଁ ୨୯ ବର୍ଷ ପରେ ମା’ ଫେରିପାଇଲା ତାର ହଜିଲା ପୁଅ; ସାହି ପଡ଼ିଶାରେ ଉତ୍ସବର ମାହୋଲ

ମୋବାଇଲ ହସ୍ତାନ୍ତର ମେଳା ଆୟୋଜିତ, ମାଲିକ ଫେରିପାଇଲେ ୧୨୫ରୁ ଊର୍ଦ୍ଧ୍ବ ଫୋନ୍‌

ଅନୁଗୁଳ: ଅନୁଗୁଳ ପୋଲିସ ପକ୍ଷରୁ ଆୟୋଜିତ ହୋଇଛି ମୋବାଇଲ୍‌ ହସ୍ତାନ୍ତର ମେଳା। ଜିଲ୍ଲା ପୋଲିସ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ମୋବାଇଲକୁ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିଲା। କାର୍ଯ୍ୟକ୍ରମରେ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ,…

Continue Readingମୋବାଇଲ ହସ୍ତାନ୍ତର ମେଳା ଆୟୋଜିତ, ମାଲିକ ଫେରିପାଇଲେ ୧୨୫ରୁ ଊର୍ଦ୍ଧ୍ବ ଫୋନ୍‌

ଅନୁଗୁଳରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର, ୫୧ଟି ଅଭିଯୋଗ ଗ୍ରହଣ

ଅନୁଗୁଳ: ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଦର ମହକୁମାଠାରେ ସୋମବାର ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ଯୋଗ ଦେଇଥିଲେ। ଶିବିରରେ ସମୁଦାୟ ୫୧ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥ‌ିମଧ୍ୟରୁ…

Continue Readingଅନୁଗୁଳରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର, ୫୧ଟି ଅଭିଯୋଗ ଗ୍ରହଣ

ତାଳଚେର ମେଡିକାଲ କଲେଜରେ ରୋଗୀ ସେବା ଦାବି: ଜନ ଆନ୍ଦୋଳନ ପାଇଁ କ୍ରିୟାନୁଷ୍ଠାନ କମିଟିର ପ୍ରସ୍ତୁତି ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସରକାରୀ ମେଡିକାଲ କଲେଜରେ ଶିକ୍ଷାଦାନ ସହ ରୋଗୀ ଚିକିତ୍ସା ଆରମ୍ଭ କରିବା ଉଦ୍ଦେଶ୍ୟରେ ଜନ ଆନ୍ଦୋଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସୋମବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଆସନ୍ତା ୧୭ ତାରିଖ ଦିନ…

Continue Readingତାଳଚେର ମେଡିକାଲ କଲେଜରେ ରୋଗୀ ସେବା ଦାବି: ଜନ ଆନ୍ଦୋଳନ ପାଇଁ କ୍ରିୟାନୁଷ୍ଠାନ କମିଟିର ପ୍ରସ୍ତୁତି ବୈଠକ

AIMRA ପ୍ରତିଷ୍ଠାତା ସ୍ବର୍ଗତ ଭାବେଶ ଭାଇଙ୍କ ସ୍ମୃତିରେ ରକ୍ତଦାନ ଶିବିର, ୬୭ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ଅଲ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନର ପ୍ରତିଷ୍ଠାତା ସ୍ବର୍ଗତ ଭାବେଶ ଭାଇଙ୍କ ସ୍ମୃତିରେ ଆଜି ସ୍ଥାନୀୟ ମାରୱାରୀ ଧର୍ମଶାଳା ଠାରେ AIMRA ଅନୁଗୁଳ ଜିଲ୍ଲା ମୋବାଇଲ ରିଟେଲରଙ୍କ ପକ୍ଷରୁ ସୋମବାର ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ଅନଗୁଳ…

Continue ReadingAIMRA ପ୍ରତିଷ୍ଠାତା ସ୍ବର୍ଗତ ଭାବେଶ ଭାଇଙ୍କ ସ୍ମୃତିରେ ରକ୍ତଦାନ ଶିବିର, ୬୭ ୟୁନିଟ୍ ରକ୍ତ ସଂଗୃହୀତ

ବନବିଭାଗ ପକ୍ଷରୁ ଲାଗିଥିବା ହାଇମାଷ୍ଟ ଲାଇଟ ଚୋରି

ଅନୁଗୁଳ: ଜିଲ୍ଲାରେ ହାତୀ ପ୍ରବଣ ଅଞ୍ଚଳ ଗୁଡିକରେ ରାତି ସମୟରେ ଲୋକେ ଯାତାୟାତ କରିବା ରେ ସୁବିଧା ପାଇଁ ବନବିଭାଗ ହାଇମାଷ୍ଟ ଲାଇଟ ବ୍ୟବସ୍ଥା କରିଛି। ବିଶେଷ କରି ବନ୍ତଳା ବନାଞ୍ଚଳ ଅଧୀନରେ ଥିବା ଗାଁ ଗୁଡିକୁ ଏହି ସୁବିଧା ଯୋଗାଇ…

Continue Readingବନବିଭାଗ ପକ୍ଷରୁ ଲାଗିଥିବା ହାଇମାଷ୍ଟ ଲାଇଟ ଚୋରି

ସ୍ବାସ୍ଥ୍ୟ ବିଭାଗର ଚେତା ଆସିଲା: ଖାଦ୍ୟ ନିରାପତ୍ତା ଶାଖା ପକ୍ଷରୁ ବିଭିନ୍ନ ହୋଟେଲରେ ଚଢ଼ାଉ, ଏଲିଟ୍ ଓ କେଅନ୍ ଆସିଆନା ହୋଟେଲରେ ବି ବାସୀ ଖାଦ୍ୟ !

ଅନୁଗୁଳ: ରାଜ୍ୟରେ ଏବେ ଝାଡା ବାନ୍ତି ଜିଲ୍ଲାରୁ ଜିଲ୍ଲା ଡେଉଁ ଥିବାରୁ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ଖାଦ୍ୟ ନିରାପତ୍ତା ଶାଖା ପକ୍ଷରୁ ଆଜି ବିଭିନ୍ନ ହୋଟେଲ,ଉଠା ଦୋକାନ ଆଦି ଚଢାଉ କରାଯାଇଥିଲା। ଅନୁଗୁଳ ହସ୍ପିଟାଲ ଆଖପାଖ, ନୂଆ ବସ୍ ଷ୍ଟାଣ୍ଡ ତଥା…

Continue Readingସ୍ବାସ୍ଥ୍ୟ ବିଭାଗର ଚେତା ଆସିଲା: ଖାଦ୍ୟ ନିରାପତ୍ତା ଶାଖା ପକ୍ଷରୁ ବିଭିନ୍ନ ହୋଟେଲରେ ଚଢ଼ାଉ, ଏଲିଟ୍ ଓ କେଅନ୍ ଆସିଆନା ହୋଟେଲରେ ବି ବାସୀ ଖାଦ୍ୟ !