ଆଉ ବାଧିବନି ଖରା! ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲୋକଙ୍କୁ ଦିଆଯାଉଛି ଓଆର୍ଏସ୍ ପାଣି
ଅନୁଗୁଳ: ରାଜ୍ୟରେ ବଢ଼ୁଥିବା ତାପମାତ୍ରାର ପ୍ରଭାବ ଅନୁଗୁଳରେ ବି ଦେଖିବାକୁ ମିଳିଲାଣି। ଜିଲ୍ଲାରେ ଏବେ ଦିନରେ ପ୍ରଚଣ୍ଡ ଖରା ସାଙ୍ଗକୁ ତାପମାତ୍ରା ବୃଦ୍ଧି ହେବା ସହ ଲୋକେ ତ୍ରାହି ତ୍ରାହି ଡାକିଲେଣି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା…
