ଏମିତି ଅଯୋଗ୍ୟ ସନ୍ତାନ କାହାକୁ ନମିଳୁ: ମା’କୁ ଠେଙ୍ଗାରେ ପିଟିପିଟି ମାରିଲା ମଦୁଆ ପୁଅ

ଅନୁଗୁଳ: ମଦୁଆ ପୁଅର ପାଗଳାମୀ। ମା’କୁ ଠେଙ୍ଗାରେ ପିଟିପିଟି ମାରିଲା। ରବିବାର ରାତିରେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ପରା ଗାଁରେ ଏଭଳି ଛାତିଥରା ଘଟଣା ଘଟିଛି। ଖବର ପାଇ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ପୁଅକୁ…

Continue Readingଏମିତି ଅଯୋଗ୍ୟ ସନ୍ତାନ କାହାକୁ ନମିଳୁ: ମା’କୁ ଠେଙ୍ଗାରେ ପିଟିପିଟି ମାରିଲା ମଦୁଆ ପୁଅ

ସାବିତ୍ରୀ ଅମାବାସ୍ୟା : ସ୍ଵାମୀଙ୍କ ଦୀର୍ଘାୟୁ ମନାସି ବ୍ରତ ପାଳୁଛନ୍ତି ସଧବା

ଅନୁଗୁଳ: ଆଜି ପବିତ୍ର ସାବିତ୍ରୀ ବ୍ରତ। ଏହାକୁ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ପାଳନ କରାଯାଏ। ସଧବା ନାରୀମାନେ ଅଖଣ୍ଡ ସୌଭାଗ୍ୟ ଓ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରିଥାନ୍ତି। ଏହି ଦିନ ମହିଳାମାନେ ଉପବାସ ରଖନ୍ତି।…

Continue Readingସାବିତ୍ରୀ ଅମାବାସ୍ୟା : ସ୍ଵାମୀଙ୍କ ଦୀର୍ଘାୟୁ ମନାସି ବ୍ରତ ପାଳୁଛନ୍ତି ସଧବା

ଗୋଣ୍ଡ ମହାସଭାର ୪୦ ତମ ବାର୍ଷିକ ସଭା ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ୪୦ ତମ ବାର୍ଷିକ ସଭା ହାଟସାହି ଠାରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅତିଥିଭାବେ ବିଜେପି ବରିଷ୍ଠ ନେତା ତଥା ଜିଲ୍ଳା ଉପସଭାପତି ଲିଙ୍ଗରାଜ ଦାଶ ଏବଂ ମଣ୍ଡଳ…

Continue Readingଗୋଣ୍ଡ ମହାସଭାର ୪୦ ତମ ବାର୍ଷିକ ସଭା ଆୟୋଜିତ

ଆଗାମୀ ୭ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ଅଧିକାଂଶ ସ୍ଥାନରେ ବର୍ଷା ହେବ, ଝଟ୍‌କା ପବନ ବହିବ ବୋଲି  ଆଜି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା।…

Continue Readingଆଗାମୀ ୭ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

୧୩ତମ ଜିଲ୍ଲାସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ: କିରୋଗିରେ ତାଳଚେର ଓ ଦାନିସ୍ ଏବଂ ପୁମ୍ପସେରେ ତାଳଚେର ଚାମ୍ପିୟନ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ବିକ୍ରମପୁର ଭଞ୍ଜମଣ୍ଡପ ପରିସରରେ ଚାଲିଥିବା ୧୩ତମ ଅନୁଗୁଳ ଜିଲ୍ଲା କିରୋଗି ଓ ଷଷ୍ଠ ପୁମ୍ପସେ ତାଇକୋଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ଅନୁଗୁଳ ଜିଲ୍ଲା ତାଇକୋଣ୍ଡୋ ସଂଘର ସମ୍ପାଦକ ପ୍ରମୋଦ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ…

Continue Reading୧୩ତମ ଜିଲ୍ଲାସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ: କିରୋଗିରେ ତାଳଚେର ଓ ଦାନିସ୍ ଏବଂ ପୁମ୍ପସେରେ ତାଳଚେର ଚାମ୍ପିୟନ୍

ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍’ ଶୁଣିଲେ ସାଂସଦ ରୁଦ୍ର ନାରାୟଣ ପାଣି

ଅନୁଗୁଳ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨୨ ତମ ମନ କି ବାତ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଶତାଧିକ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ମନ କି ବାତ୍ ଶୁଣିଥିଲେ।…

Continue Readingପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍’ ଶୁଣିଲେ ସାଂସଦ ରୁଦ୍ର ନାରାୟଣ ପାଣି

ବଇଣ୍ଡା କଲେଜ ନିକଟରେ ଫୁଟ ଓଭର ବ୍ରିଜ ନିର୍ମାଣ ପାଇଁ ଜାତୀୟ ରାଜପଥ ବିଭାଗକୁ ବିଧାୟକଙ୍କ ଚିଠି

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ୫୫ ନମ୍ବର ଜାତୀୟ ରାଜପଥ ଉପରେ ବଇଣ୍ଡା କଲେଜ ନିକଟରେ ଏକ ଫୁଟ ବ୍ରିଜ ନିର୍ମାଣ ପାଇଁ ଜାତୀୟ ରାଜପଥ ବିଭାଗ ସମ୍ବଲପୁର (ଡିଜିଏମ)କୁ ଚିଠି ଲେଖିଛନ୍ତି ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ।ବିଧାୟକ ତାଙ୍କ…

Continue Readingବଇଣ୍ଡା କଲେଜ ନିକଟରେ ଫୁଟ ଓଭର ବ୍ରିଜ ନିର୍ମାଣ ପାଇଁ ଜାତୀୟ ରାଜପଥ ବିଭାଗକୁ ବିଧାୟକଙ୍କ ଚିଠି

ସ୍କୁଲ ଯିବା ରାସ୍ତାରେ ଟଳିପଡ଼ିଲେ ସାର୍, ଅଂଶୁଘାତ ଆଶଙ୍କା

ଅନୁଗୁଳ: ସ୍କୁଲ ଯିବା ରାସ୍ତାରେ ଟଳିପଡ଼ିଲେ ସାର୍।କଣିହାଁ ବ୍ଲକ ବଡ଼ଗୁଣ୍ଡୁରି ଡାକେଶ୍ବରୀ ବାଳିକା ବିଦ୍ୟାଳୟର ଶିକ୍ଷକଙ୍କର ଏଭଳି ଅକାଳ ମୃତ୍ୟୁ ଘଟିଛି। ମୃତକ ହେଲେ ବୁରୁକୁନା ପଞ୍ଚାୟତ କୁଲାପାଳ ଗ୍ରାମର ଦୁଷ୍ମନ୍ତ କୁମାର ମିଶ୍ର(୪୯)। ଶନିବାର ଦୁଷ୍ମନ୍ତ ସ୍କୁଲ ଯିବା ସମୟରେ…

Continue Readingସ୍କୁଲ ଯିବା ରାସ୍ତାରେ ଟଳିପଡ଼ିଲେ ସାର୍, ଅଂଶୁଘାତ ଆଶଙ୍କା

ଧାରଣାରତ ଏନଟିପିସି କ୍ଷତିଗ୍ରସ୍ତ ମସୁଣିହତା ପ୍ରଜାଙ୍କ ଉପରେ ପ୍ରଶାସନର ଜୁଲମ, ୫ ପ୍ଲାଟୁନ ଫୋର୍ସ ଲଗାଇ ଉଠାଇ ନେଲା ପୁଲିସ

ଅନୁଗୁଳ: ଆନ୍ଦୋଳନକାରୀଙ୍କ ଉପରେ ପୁଲିସର ଜୁଲମ। ଏନ୍‌ଟିପିସି କ୍ଷତିଗ୍ରସ୍ତ କଣିହାଁ ଥାନା ଇଲାକା ମସୁଣିହତା ଆନ୍ଦୋଳନକାରୀ ପ୍ରଜାଙ୍କୁ ପୁଲିସ ବଳପୂର୍ବକ ଉଠାଇନେଇଛି। ୩ ଦିନ ହେଲା ଏହି ଆନ୍ଦୋଳନ ଚାଲିଥିଲା। କିନ୍ତୁ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ପୁଲିସ ଓଲଟା ଆନ୍ଦୋଳନକାରୀଙ୍କୁ…

Continue Readingଧାରଣାରତ ଏନଟିପିସି କ୍ଷତିଗ୍ରସ୍ତ ମସୁଣିହତା ପ୍ରଜାଙ୍କ ଉପରେ ପ୍ରଶାସନର ଜୁଲମ, ୫ ପ୍ଲାଟୁନ ଫୋର୍ସ ଲଗାଇ ଉଠାଇ ନେଲା ପୁଲିସ

ମଇଁଷି ଗୋଠରେ ହାତୀ ଆକ୍ରମଣ: ୧ ମୃତ, ୪ ଗୁରୁତର

ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳ ମଧୁପୁର ଗାଁରେ ଆଜି ଭୋରରୁ ଏକ ମଇଁଷି ଗୋଠ ଉପରେ ହାତୀ ଆକ୍ରମଣ କରିଛି। ହାତୀ ଆକ୍ରମଣରେ ଗୋଟିଏ ମଇଁଷିର ଜୀବନ ଯାଇଥିବା ବେଳେ ୪ଟି ମଇଁଷି ଗୁରୁତର ହୋଇଛନ୍ତି ସୂଚନା ମୁତାବକ,…

Continue Readingମଇଁଷି ଗୋଠରେ ହାତୀ ଆକ୍ରମଣ: ୧ ମୃତ, ୪ ଗୁରୁତର