ସଡ଼କ ସୁରକ୍ଷା କମିଟି ବୈଠକ: ଏପ୍ରିଲରେ ହେଲମେଟ୍ ନ ପିନ୍ଧି ୩୦୯୩ ଜଣ ଗଣିଛନ୍ତି ୩୦ ଲକ୍ଷର ତଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ବୁଧବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ଯୋଗ ଦେଇଥିଲେ।ବୈଠକରେ ପରିବହନ ବିଭାଗ…

Continue Readingସଡ଼କ ସୁରକ୍ଷା କମିଟି ବୈଠକ: ଏପ୍ରିଲରେ ହେଲମେଟ୍ ନ ପିନ୍ଧି ୩୦୯୩ ଜଣ ଗଣିଛନ୍ତି ୩୦ ଲକ୍ଷର ତଣ୍ଡ

କୁକୁଡ଼ା ପାଇଁ ହାଣି ହାଣି ହତ୍ୟା ମାମଲା: ଦୋଷୀକୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅତିରିକ୍ତ ଜିଲ୍ଳା ଦୌରାଜଜ୍ ସତ୍ୟନାରାୟଣ କର ଏକ ନରହତ୍ୟା ମାମଲାର ବିଚାର କରି ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଅଭିଯୁକ୍ତ ସୁଭେଦାର ସୁରେନକୁ ୧୦ ହଜାର ଟଙ୍କା ଜରିମାନା ପାଇଁ ବି ନିର୍ଦ୍ଦେଶ…

Continue Readingକୁକୁଡ଼ା ପାଇଁ ହାଣି ହାଣି ହତ୍ୟା ମାମଲା: ଦୋଷୀକୁ ଆଜୀବନ କାରାଦଣ୍ଡ

ବିଶ୍ଵ ଜୈବ ବିବିଧତା ଦିବସ: ଧ୍ଵଂସ ମୁଖରେ ଜିଲ୍ଲାର ଜୈବ ବିବିଧତା: ଖଣି ନିଆଁରେ ହଜିଯିବ ସବୁଜିମା

ଅନୁଗୁଳ: ଏକବିଂଶ ଶତାବ୍ଦୀର ମଧ୍ୟଭାଗରେ ବିଶ୍ଵ ଏଡ୍‌ସ, କର୍କଟ, କରୋନା ଭଳି ମହାମାରୀର ସମ୍ମୁଖୀନ ହେଉଥିବା ବେଳେ ଆମ ଜୈବ ବିବିଧତା,ବିଗତ ଶହ ଶହ ବର୍ଷ ଧରି ଆମକୁ ବଞ୍ଚାଇ ରଖିଥିବା ଆମର ସୁରକ୍ଷିତ ପରିବେଶର ଛତ୍ର ଆଜି ଖଣ୍ଡବିଖଣ୍ଡିତ ହେବାକୁ…

Continue Readingବିଶ୍ଵ ଜୈବ ବିବିଧତା ଦିବସ: ଧ୍ଵଂସ ମୁଖରେ ଜିଲ୍ଲାର ଜୈବ ବିବିଧତା: ଖଣି ନିଆଁରେ ହଜିଯିବ ସବୁଜିମା

କଲେଜ କ୍ୱାର୍ଟର୍ସରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଚୋରି ପରେ କବାଟରେ ପକାଇଛି ନିଜସ୍ୱ ତାଲା

ଅନୁଗୁଳ: ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୱାର୍ଟର୍ସ କଲୋନୀରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ମଙ୍ଗଳବାର ରାତିରେ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଜୁଲୋଜି ବିଭାଗର ଜଣେ ସହାୟକ ନିଜ କ୍ବାର୍ଟର୍ସରେ ତାଲା ପକାଇ ବାହାରକୁ ଯାଇଥିଲେ। ସେ…

Continue Readingକଲେଜ କ୍ୱାର୍ଟର୍ସରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଚୋରି ପରେ କବାଟରେ ପକାଇଛି ନିଜସ୍ୱ ତାଲା

ଯୁକ୍ତ ଦୁଇ ପରୀକ୍ଷାରେ ଅନୁଗୁଳରେ ପାସ୍ ହାର ୮୧.୩୪%, ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ୨୭୮୧ ବିଦ୍ୟାର୍ଥୀ

ଅନୁଗୁଳ: ପ୍ରକାଶ ପାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ। ଆଜି ଏକାସାଙ୍ଗରେ କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଛି। ଯୁକ୍ତ ୨ରେ ଅନୁଗୁଳ ଜିଲ୍ଲ‌ାରେ ୮୧.୩୪ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌…

Continue Readingଯୁକ୍ତ ଦୁଇ ପରୀକ୍ଷାରେ ଅନୁଗୁଳରେ ପାସ୍ ହାର ୮୧.୩୪%, ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ୨୭୮୧ ବିଦ୍ୟାର୍ଥୀ

ଆସନ୍ତା ୨୩ରେ ତାଳଚେରରେ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ, ବିଜେପିର ବ୍ୟାପକ ପ୍ରସ୍ତୁତି

ଅନୁଗୁଳ: ଆସନ୍ତା ୨୩ରେ ତାଳଚେରରେ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ତାଳଚେର ପୁରୁଣା ଯୁବରାଜ ହାଇସ୍କୁଲରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରିବା ସହ ତାଳଚେର କଲେଜରେ ଅସ୍ଥାୟୀ କ୍ୟାମ୍ପସର…

Continue Readingଆସନ୍ତା ୨୩ରେ ତାଳଚେରରେ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ, ବିଜେପିର ବ୍ୟାପକ ପ୍ରସ୍ତୁତି

ସ୍କୁଟିରେ ଫୁଲବାଣୀରୁ ଭଦ୍ରକ ଚାଲାଣ କରୁଥିଲେ ଗଞ୍ଜେଇ, ବନ୍ଧା ହେଲେ ଦମ୍ପତି

ଅନୁଗୁଳ:  ଆଠମଲ୍ଲିକ ଓ ବଇଣ୍ଡା ଅବକାରୀ ବିଭାଗକୁ ବଡ଼ ସଫଳତା। ଗଞ୍ଜେଇ ଜବତ କରିବା ସହ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରାଯାଇଛି। ଗିରଫ ଦମ୍ପତି ହେଲେ ଭଦ୍ରକ ଜିଲ୍ଲା ଧୋଷରି ଥାନା ବାମକୁରା ଗ୍ରାମର ସନ୍ତୋଷ କୁମାର ଚାନ୍ଦ ଓ ତାଙ୍କ ପତ୍ନୀ…

Continue Readingସ୍କୁଟିରେ ଫୁଲବାଣୀରୁ ଭଦ୍ରକ ଚାଲାଣ କରୁଥିଲେ ଗଞ୍ଜେଇ, ବନ୍ଧା ହେଲେ ଦମ୍ପତି

ଓକିଲ ସଂଘ କାର୍ଯ୍ୟାଳୟ ବୁଲିଲେ ବିଧାୟକ, ଥଣ୍ଡା ପାନୀୟ ଜଳ ମେସିନ୍‌ ଲଗାଇବାକୁ ବିଭାଗକୁ ନିର୍ଦ୍ଦେଶ

ଅନୁଗୁଳ: ଆଜି ଅନୁଗୁଳ ଓକିଲ ସଂଘ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ। ସେ ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିଥିଲେ। ଓକିଲ ସଂଘ ସଭାପତି ହିମାଂଶୁ ଭୂଷଣ ସାମଲଙ୍କ ଅନୁରୋଧ କ୍ରମେ ବିଧାୟକ ଓକିଲ ସଂଘ କାର୍ଯ୍ୟାଳୟର…

Continue Readingଓକିଲ ସଂଘ କାର୍ଯ୍ୟାଳୟ ବୁଲିଲେ ବିଧାୟକ, ଥଣ୍ଡା ପାନୀୟ ଜଳ ମେସିନ୍‌ ଲଗାଇବାକୁ ବିଭାଗକୁ ନିର୍ଦ୍ଦେଶ

ଜୁଲାଇ ୧ ରୁ ଓଡ଼ିଶାରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇ ୧୦ ତାରିଖ ଯାଏଁ ଚାଲିବ।  ପରୀକ୍ଷା ଗୋଟିଏ ସିଟିଂରେ ସକାଳ ୯ ଟାରୁ…

Continue Readingଜୁଲାଇ ୧ ରୁ ଓଡ଼ିଶାରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଜୁନ୍ ୨୩ରେ ସରପଞ୍ଚ ଓ ୱାର୍ଡମେମ୍ବର ଉପ-ନିର୍ବାଚନ

ଭୁବନେଶ୍ବର: ଆସନ୍ତା ଜୁନ୍ ୨୩ ତାରିଖରେ ୪୩ଟି ସରପଞ୍ଚ ଏବଂ ୨୭୨ ୱାର୍ଡ ମେମ୍ବର ପଦବୀ ପାଇଁ ରାଜ୍ୟରେ ଉପ-ନିର୍ବାଚନ ହେବ।୨୪ ତାରିଖରେ ଭୋଟ ଗଣତି ସହ ଫଳ ଘୋଷଣା କରାଯିବ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ବିଜ୍ଞପ୍ତି…

Continue Readingଜୁନ୍ ୨୩ରେ ସରପଞ୍ଚ ଓ ୱାର୍ଡମେମ୍ବର ଉପ-ନିର୍ବାଚନ