ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟଣା, ୩୦ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଅନୁଗୁଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ରାଜମୋହନପୁର ଜଙ୍ଗଲରେ ଶିକାରୀଙ୍କ ଗୁଳିରେ ଫରେଷ୍ଟ ଗାର୍ଡ ପ୍ରହଲ୍ଲାଦ ପ୍ରଧାନଙ୍କ ମୃତ୍ୟୁ ଘଟଣା । ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବାସହ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା…

Continue Readingଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟଣା, ୩୦ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମହିମା ଜ୍ୟୋତି କଲେଜରେ +୨ ଛାତ୍ରଛାତ୍ରୀଙ୍କ କମାଲ, ୫୩୦ ରଖି ବିଶ୍ବଜିତା ଟପ୍ପର

ଅନୁଗୁଳ: ଅନୁଗୁଳ ଖଣ୍ଡାହତାସ୍ଥିତ ମହିମା ଜ୍ୟୋତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳାରେ ୫୩୦ ନମ୍ବର ରଖି ଟପ୍ପର ହୋଇଛନ୍ତି ବିଶ୍ବଜିତା ନାଏକ। କଲେଜରୁ ୧୧ ଜଣ ପରୀକ୍ଷା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ୪ ଜଣ ପ୍ରଥମ ଶ୍ରେଣୀରେ, ୨ ଜଣ ଦ୍ଵିତୀୟ…

Continue Readingମହିମା ଜ୍ୟୋତି କଲେଜରେ +୨ ଛାତ୍ରଛାତ୍ରୀଙ୍କ କମାଲ, ୫୩୦ ରଖି ବିଶ୍ବଜିତା ଟପ୍ପର

ରେଡିଓ ସର୍ବୋଦୟର ନୂତନ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଏକମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ସର୍ବୋଦୟ ୮୯.୬ ଏଫଏମ ପାଇଁ ନୂତନ ଗୃହ ନିର୍ମାଣ ନିମନ୍ତେ ଅନୁଗୁଳ ହାଟଛକସ୍ଥିତ ତିନିକୋଣିଆ ବଗିଚା ପରିସରରେ ଜିଲ୍ଲାପାଳ ଅବଦାଲ ଏମ ଅଖତାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।  ରେଡିଓ…

Continue Readingରେଡିଓ ସର୍ବୋଦୟର ନୂତନ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ

“Enabling Bill Discounting: TReDS” ଉପରେ ଦିନିକିଆ ଶିବିର ଆୟୋଜିତ

ଅନୁଗୁଳ: ଅନୁଗୁଳର ବ୍ଲାକ୍ ଡାଇମଣ୍ଡ କନଫରେନ୍ସ ହଲ୍‌ରେ RAMP ଅଧୀନରେ "Enabling Bill Discounting: TReDS" ଉପରେ ଦିନିକିଆ ଶିବିର ଆୟୋଜିତ ହୋଇଛି। ସ୍ଥାନୀୟ MSME ଗୁଡ଼ିକୁ "TReDS:-ଟ୍ରେଡ୍ ରିସିଭେବଲ୍ ଡିସକାଉଣ୍ଟିଂ ସିଷ୍ଟମ୍" ବିଷୟରେ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୂଳ…

Continue Reading“Enabling Bill Discounting: TReDS” ଉପରେ ଦିନିକିଆ ଶିବିର ଆୟୋଜିତ

ବେଆଇନ ବନ୍ଧୁକ ତିଆରି କାରଖାନା ଠାବ: ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସରଞ୍ଜାମ ଜବତ: ଦୁଇ ଦିନରେ ଦୁଇ ଗିରଫ

ପାଳଲହଡା : ଅନୁଗୁଳ ଜିଲ୍ଲା  ପାଳଲହଡା ଅଞ୍ଚଳରେ ଦିନ କୁ ଦିନ ବଢି ଚାଲିଛି ଅପରାଧ। କେତେବେଳେ ଅତି ବିଭତ୍ସ ଦୁଷ୍କର୍ମ ସାଙ୍ଗକୁ ହତ୍ୟା ତ କେତେବେଳେ ଦୁର୍ବୁତ୍ତ ମାନଙ୍କ ଆତଙ୍କ। ଏବେ କିନ୍ତୁ ଚର୍ଚ୍ଚାରେ ଚୋରା ବନ୍ଧୁକ ନିର୍ମାଣ କାରଖାନା।…

Continue Readingବେଆଇନ ବନ୍ଧୁକ ତିଆରି କାରଖାନା ଠାବ: ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସରଞ୍ଜାମ ଜବତ: ଦୁଇ ଦିନରେ ଦୁଇ ଗିରଫ

ଫିଟିବ କଳାକାରଙ୍କ ଭାଗ୍ୟ: ଅନୁଗୁଳରେ ନୂତନ ‘କଳାକାର ଭବନ’ର ଶିଳାନ୍ୟାସ କଲେ ବିଧାୟକ

ଅନୁଗୁଳ : ଅନୁଗୁଳର ସର୍ବପୁରାତନ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାରର ନୂତନ କାର୍ଯ୍ୟାଳୟ ‘କଳାକାର ଭବନ’ର ଶିଳାନ୍ୟାସ ହୋଇଛି। ଆଜି ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ନଗରପାଳ ଅକ୍ଷୟ କୁମାର ସାମନ୍ତ ଏହାର ଶିଳାନ୍ୟାସ କରିଛନ୍ତି। ପ୍ରକାଶ ଯେ…

Continue Readingଫିଟିବ କଳାକାରଙ୍କ ଭାଗ୍ୟ: ଅନୁଗୁଳରେ ନୂତନ ‘କଳାକାର ଭବନ’ର ଶିଳାନ୍ୟାସ କଲେ ବିଧାୟକ

ଇଏ ପୁଣି ଅଧିକାରୀ! ଗୁଟ୍‌ଖା ପାଇଁ ଫାଇନ୍‌ ଆଦାୟ କରିବାକୁ ଆସି ସଫଲ୍‌ ନେଇଗଲେ ଖାକି ବାବୁ

ଅନୁଗୁଳ: ନିଜେ ଗୁଟ୍‌ଖା ଖାଉଛନ୍ତି, କିନ୍ତୁ ସଫଲ ପାଇଁ ଦୋକାନୀଙ୍କ ଠାରୁ ଫାଇନ କାଟୁଛନ୍ତି ବାବୁ। ଅନୁଗୁଳରେ ଏଭଳି ଏକ ଦୃଶ୍ୟ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି। ସୂଚନା ମୁତାବକ, ଖାଦ୍ୟ ସୁରକ୍ଷା ବିଭାଗର ଜଣେ ମହିଳା ଏବଂ ଜଣେ ପୁରୁଷ ଅଧିକାରୀ…

Continue Readingଇଏ ପୁଣି ଅଧିକାରୀ! ଗୁଟ୍‌ଖା ପାଇଁ ଫାଇନ୍‌ ଆଦାୟ କରିବାକୁ ଆସି ସଫଲ୍‌ ନେଇଗଲେ ଖାକି ବାବୁ

ସାବିତ୍ରୀ ପାଇଁ ପୌରପାଳିକାର “ଅପରେସନ କ୍ଲିନ୍”, ୨୪ ହଜାର ଫାଇନ ଆଦାୟ

ଅନୁଗୁଳ: ସାବିତ୍ରୀ ପାଇଁ ଏବେ ଫଳ ଦର ଆକାଶ ଛୁଆଁ। ମଉକା ଦେଖି ଛକା ମାରିବାକୁ ଚାହୁଁଥିବା ଦୁଇ ଦିନିଆ ଫଳ ଦୋକାନୀ ପେଟି ପେଟି ଫଳ କିଣି ଆଜି ରାସ୍ତା ଉପରେ ବସି ଯାଇଥିଲେ। ଟ୍ରାଫିକ ବ୍ୟବସ୍ଥା ପ୍ରତି ତାଙ୍କର…

Continue Readingସାବିତ୍ରୀ ପାଇଁ ପୌରପାଳିକାର “ଅପରେସନ କ୍ଲିନ୍”, ୨୪ ହଜାର ଫାଇନ ଆଦାୟ

ନୂଆ ରୂପ ପାଇବ ବାଜି ରାଉତ ଛାତ୍ରାବାସ, ଅଣ୍ଟା ଭିଡ଼ିଲେ ଜିଲ୍ଲାପାଳ

ଅନୁଗୁଳ: ବାଜି ରାଉତ ଛାତ୍ରାବାସର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛନ୍ତି ଜିଲ୍ଲାପାଳ ଏମ୍‌ ଅବଦାଲ ଅଖତାର। ଗୁରୁବାର ଜିଲ୍ଲାପାଳଙ୍କ ନେତୃତ୍ଵରେ ଏକ ପ୍ରତିନିଧିମଣ୍ଡଳ ଛାତ୍ରାବାସ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ ଛାତ୍ରାବାସର ସମସ୍ତ ସ୍ଥାନ ପରିଦର୍ଶନ କରିବା ସହ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ…

Continue Readingନୂଆ ରୂପ ପାଇବ ବାଜି ରାଉତ ଛାତ୍ରାବାସ, ଅଣ୍ଟା ଭିଡ଼ିଲେ ଜିଲ୍ଲାପାଳ

ସ୍ୱର୍ଣାଙ୍କୀଙ୍କୁ ମିଳିଲା ଓଡ଼ିଶୀ ଜାତୀୟ ମେଧାବୃତ୍ତି

ଅନୁଗୁଳ: ଅନୁଗୁଳର ସ୍ୱର୍ଣାଙ୍କୀ ଦାସଙ୍କୁ ୨୦୨୨-୨୩ ମସିହା ପାଇଁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବରିଷ୍ଠ ବିଭାଗଜାତୀୟ ଛାତ୍ରବୃତ୍ତି ମିଳିଛି।ସେ ନୃତ୍ୟନୀଳୟର ପ୍ରତିଷ୍ଠାତା ଗୁରୁ ସ୍ଵପ୍ନାରାଣୀ ସିହ୍ନାଙ୍କ ଠାରୁ ଓଡ଼ିଶୀ ନୃତ୍ୟରେ ନିୟମିତ ପ୍ରଶିକ୍ଷଣ ନେଇ ଆସୁଛନ୍ତି। ସ୍ୱର୍ଣାଙ୍କୀ ଗୁରୁ…

Continue Readingସ୍ୱର୍ଣାଙ୍କୀଙ୍କୁ ମିଳିଲା ଓଡ଼ିଶୀ ଜାତୀୟ ମେଧାବୃତ୍ତି