ତଳମୂଳରେ ପରାକ୍ରମ ଶୋଭାଯାତ୍ରା

ଅନୁଗୁଳ: ଅପରେସନ ସିନ୍ଦୂରର ସଫଳତା କାମନା କରି ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ତଳମୂଳରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା ଦୁର୍ଗାମାଧବ ମନ୍ଦିରରୁ ବାହାରି ତଳମୂଳ ଗ୍ରାମ ସମେତ ବଜାର ପରିକ୍ରମା କରିଥିଲା। ପରେ ଶନିଶ୍ଚରଙ୍କ ମନ୍ଦିର ନିକଟରେ…

Continue Readingତଳମୂଳରେ ପରାକ୍ରମ ଶୋଭାଯାତ୍ରା

ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ସାପଘରା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ପିକଅପ୍ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଭ୍ୟାନରେ ବସିଥିବା ପକୋଣ୍ଡା ଅଞ୍ଚଳର ଜନକ ନାୟକ ଗୁରୁତର ଆହତ ହୋଇଛନ୍ତି। ଏ ନେଇ ଜନକଙ୍କ ଭାଇ ଦୁର୍ଯ୍ୟୋଧନ…

Continue Readingପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ଜଣେ ଗୁରୁତର

ବିଜେପି ଅନୁଗୁଳ ଜିଲ୍ଲା କୋର୍ କମିଟି ବୈଠକ: ମେ’ ୩୧ରେ ଅହଲ୍ୟା ବାଇଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାର କୋର୍ କମିଟି ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜିଲ୍ଲା ଗସ୍ତ…

Continue Readingବିଜେପି ଅନୁଗୁଳ ଜିଲ୍ଲା କୋର୍ କମିଟି ବୈଠକ: ମେ’ ୩୧ରେ ଅହଲ୍ୟା ବାଇଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି

ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗ: ଜଣେ ଗିରଫ, ବାଇକ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ପୁଲିସ ସୋମବାର ରାତିରେ ବଇଣ୍ଡା ଅଞ୍ଚଳରେ ଗାଡ଼ି ମଟର ଯାଞ୍ଚ କରିଛି। ମଦ୍ୟପାନ କରି ବାଇକ ଚଲାଉଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ଠାକୁରଗଡ଼ ଥାନା ବାଲିପଟା ଗ୍ରାମର ଅଜିତ…

Continue Readingମଦ ପିଇ ଗାଡ଼ି ଚଳାଇବା ଅଭିଯୋଗ: ଜଣେ ଗିରଫ, ବାଇକ ଜବତ

କଣିହାଁ ବ୍ଲକ ବିଜେଡିର ସାଙ୍ଗଠନିକ ବୈଠକ: ନୂଆ ବ୍ଲକ ସଭାପତି ଓ ପଞ୍ଚାୟତ ସଭାପତି ସମ୍ପାଦକ ସମ୍ବର୍ଦ୍ଧିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ନିର୍ବାଚନ ମଣ୍ଡଳୀ କଣିହାଁ ବ୍ଲକ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିପୁର ମା ଲୁଧୁଣି ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ନବ ନିର୍ବାଚିତ ସଭାପତି ଓ…

Continue Readingକଣିହାଁ ବ୍ଲକ ବିଜେଡିର ସାଙ୍ଗଠନିକ ବୈଠକ: ନୂଆ ବ୍ଲକ ସଭାପତି ଓ ପଞ୍ଚାୟତ ସଭାପତି ସମ୍ପାଦକ ସମ୍ବର୍ଦ୍ଧିତ

ଦେଶୀ ବନ୍ଧୁକ ଜବତ ଘଟଣା, ଫେରାର ଶିକାରୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା କାଶୀନାଥପୁର ଗ୍ରାମର ଅକ୍ରୁର ମାଝୀଙ୍କ ଘର ସାମ୍ନାରୁ ଦେଶୀ ବନ୍ଧୁକ ଜବତ ଘଟଣାରେ ମଙ୍ଗଳବାର ପୁଲିସ ତାଙ୍କୁ ଗିରଫ କରିଛି। ଏ ନେଇ ୧୫୩/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଅକ୍ରୁରଙ୍କୁ…

Continue Readingଦେଶୀ ବନ୍ଧୁକ ଜବତ ଘଟଣା, ଫେରାର ଶିକାରୀ ଗିରଫ

ଦେଶୀ ବନ୍ଧୁକ ତିଆରି ଅଭିଯୋଗରେ ଜଣେ ଗିରଫଦେଶୀ ବନ୍ଧୁକ ତିଆରି ଅଭିଯୋଗ, ଜଣେ ଗିରଫ

ଅନୁଗୁଳ: ଦେଶୀ ବନ୍ଧୁକ ତିଆରି ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ତାଳଚେର ଥାନା ଅନ୍ତର୍ଗତ ସୁନାଖଣି ଗ୍ରାମର ହରିହର ମହାରଣା। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ୨୬ ତାରିଖ ଦିନ ୨ ଟାରେ ଅନୁଗୁଳ ଏସପିଙ୍କ ନିର୍ଦ୍ଦେଶ…

Continue Readingଦେଶୀ ବନ୍ଧୁକ ତିଆରି ଅଭିଯୋଗରେ ଜଣେ ଗିରଫଦେଶୀ ବନ୍ଧୁକ ତିଆରି ଅଭିଯୋଗ, ଜଣେ ଗିରଫ

ସାପ କାମୁଡ଼ାରେ ଗଲା ଯୁବକଙ୍କ ଜୀବନ

ଅନୁଗୁଳ: ସାପ କାମୁଡ଼ାରେ ଯୁବକ ମୃତ। ମୃତକ ହେଲେ ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ବତୀସୁଆଁ ପଞ୍ଚାୟତ ଧାଙ୍ଗଡ଼ ସାହିର ପବିତ୍ର ଧାଙ୍ଗଡ଼ (୩୫)। ରବିବାର ସନ୍ଧ୍ୟାରେ ପବିତ୍ର ନିଜ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା।…

Continue Readingସାପ କାମୁଡ଼ାରେ ଗଲା ଯୁବକଙ୍କ ଜୀବନ

ଦେବର୍ଷି ନାରଦ ଜୟନ୍ତୀ ପାଳିତ: ସାମ୍ବାଦିକତାର ପ୍ରବାହରେ ନାରଦଙ୍କ ଭୂମିକା ନେଇ ଆଲୋଚନା

ଅନୁଗୁଳ: ସ୍ଥାନୀୟ "ବ୍ଲାକ ଡାଇମଣ୍ଡ" ପ୍ରେକ୍ଷାଳୟରେ ବିଶ୍ୱ ସମ୍ବାଦ କେନ୍ଦ୍ର ଆନୁକୂଲ୍ୟରେ ରବିବାର ସୃଷ୍ଟିର ଆଦ୍ୟ ସାମ୍ବାଦିକ ଦେବର୍ଷି ନାରଦ ଜୟନ୍ତୀ ପାଳିତ ହୋଇଛି। ସମାଜସେବୀ ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଶାନ୍ତନୁ…

Continue Readingଦେବର୍ଷି ନାରଦ ଜୟନ୍ତୀ ପାଳିତ: ସାମ୍ବାଦିକତାର ପ୍ରବାହରେ ନାରଦଙ୍କ ଭୂମିକା ନେଇ ଆଲୋଚନା

ପୁଣି ପଦାରେ ପଡ଼ିଲା ଟାଟା ପାୱାର ପାରିବାପଣିଆ, ଫୁଙ୍ଗୁଳା ହୋଇପଡ଼ିଛି ହାଇଭୋଲ୍ଟର ଟ୍ରାନ୍ସଫର୍ମର

ଅନୁଗୁଳ: ପୁଣି ପଦାରେ ପଡ଼ିଛି ଅନୁଗୁଳ ଜିଲ୍ଲା କିଶୋରନଗର ଅଧୀନସ୍ଥ ବାମୁର ଟାଟା ପାୱାର ବିଭାଗର ବିଫଳତା। ବିପଜ୍ଜନକ ଟ୍ରାନ୍ସଫର୍ମରକୁ ମୁକୁଳା ପକାଇଛି ଟାଟା। ନା’ ଚାରିପଟେ ଅଛି ବ୍ୟାରିକେଡ୍‌ ନା’ କୌଣସି ବିପଦସୂଚକ ମାର୍କ। କିଶୋରନଗର ଏସ୍‌ବିଆଇ ବ୍ୟାଙ୍କ ସାମ୍ନାରେ…

Continue Readingପୁଣି ପଦାରେ ପଡ଼ିଲା ଟାଟା ପାୱାର ପାରିବାପଣିଆ, ଫୁଙ୍ଗୁଳା ହୋଇପଡ଼ିଛି ହାଇଭୋଲ୍ଟର ଟ୍ରାନ୍ସଫର୍ମର