ଦୁଃଖ ଦେଇଗଲା କାଳବୈଶାଖୀ:କାହାର ଗଛ ଭାଙ୍ଗିଲା ତ ଆଉ କାହାର ଉଡ଼ିଗଲା ଛପର

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଭୀଷଣ ବର୍ଷା ପବନ ଯୋଗୁ ବଡ଼ସଡ଼ା ଓ ଖମାର ପଞ୍ଚାୟତର ଏକାଧିକ ଘରର ଚାଳ ଏବଂ ଆଜ୍‌ବେଷ୍ଟସ୍‌ ଛପର ଉଡ଼ିଯାଇଛି ଓ ଗଛ ପଡି…

Continue Readingଦୁଃଖ ଦେଇଗଲା କାଳବୈଶାଖୀ:କାହାର ଗଛ ଭାଙ୍ଗିଲା ତ ଆଉ କାହାର ଉଡ଼ିଗଲା ଛପର

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରକ୍ତଦାନ ଶିବିର, ୪୦ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ଓଡ଼ିଆ ପକ୍ଷର ଦ୍ଵାଦଶ ଦିବସରେ ଅନୁଗୁଳ ଛେଣ୍ଡିପଦାସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ୪୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଶିବିରକୁ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ପ୍ରତିନିଧି ଅକ୍ଷୟାପାଦ…

Continue Readingଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରକ୍ତଦାନ ଶିବିର, ୪୦ ୟୁନିଟ୍ ରକ୍ତ ସଂଗୃହୀତ

ଧଡ଼ରପାଳ ଗସ୍ତରେ ବିଧାୟକ, ଖୁବଶୀଘ୍ର ଗାଁରେ ନଳକୂପ ଖୋଳିବାକୁ ଦେଲେ ପ୍ରତିଶ୍ରୁତି

ଅନୁଗୁଳ: ଶନିବାର ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଧଡ଼ରପାଳ ପଞ୍ଚାୟତର ଧଡ଼ରପାଳ ଗ୍ରାମ ଗସ୍ତ କରି ଗାଁ ଲୋକଙ୍କ ସହ ଆଲୋଚନା କରିଛନ୍ତି ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ। ବିଧାୟକ ଗାଁ କୋଠ ଘରେ ଅଞ୍ଚଳବାସୀଙ୍କ ସହ ବିଭିନ୍ନ ସମସ୍ୟା ନେଇ…

Continue Readingଧଡ଼ରପାଳ ଗସ୍ତରେ ବିଧାୟକ, ଖୁବଶୀଘ୍ର ଗାଁରେ ନଳକୂପ ଖୋଳିବାକୁ ଦେଲେ ପ୍ରତିଶ୍ରୁତି

ସମଲସ୍ଥିତ ମା’ ତାରିଣୀ ମନ୍ଦିର ବାର୍ଷିକ ଚୈତ୍ର ପର୍ବ: ମନ୍ତ୍ରମୁଗ୍ଧ କଲା ଶ୍ରୀଚରଣଙ୍କ ଭକ୍ତିରସ ଭଜନ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ବ୍ୟାରେଜ ହାଇସ୍କୁଲ ଛକ ସ୍ଥିତ ମା' ତାରିଣୀ ମନ୍ଦିରରେ ବାର୍ଷିକ ଚୈତ୍ର ପର୍ବ ଆୟୋଜିତ ହୋଇଛି। ଶନିବାର ସକାଳୁ ବହୁ ମହିଳା ଓ ପୁରୁଷ କଳସ ଯାତ୍ରା କରିଥିଲେ। ନିକଟସ୍ଥ ବ୍ରାହ୍ମଣୀ ନଦୀରୁ…

Continue Readingସମଲସ୍ଥିତ ମା’ ତାରିଣୀ ମନ୍ଦିର ବାର୍ଷିକ ଚୈତ୍ର ପର୍ବ: ମନ୍ତ୍ରମୁଗ୍ଧ କଲା ଶ୍ରୀଚରଣଙ୍କ ଭକ୍ତିରସ ଭଜନ

ସ୍କୁଲ ବସ୍ ସହ ବାଇକ ଧକ୍କା, ଜଣେ ଆରୋହୀ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଝରାବେରେଣୀ ନିକଟରେ ଶନିବାର ଦିନ ଏକ ସ୍କୁଲ ବସ୍ ସହ ଏକ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଅନ୍ୟପଟେ ସ୍କୁଲ ବସ୍ ଚାଳକ ଓ ହେଲପର ସାମାନ୍ୟ…

Continue Readingସ୍କୁଲ ବସ୍ ସହ ବାଇକ ଧକ୍କା, ଜଣେ ଆରୋହୀ ଗୁରୁତର

୨୬ ରୁ ୨୮ ଯାଏଁ ଚାଲିବ ଅନୁଗୁଳ ଜିଲ୍ଲା ମହୋତ୍ସବ, ୨୨ ରେ ମଶାଲ ଶୋଭାଯାତ୍ରା

ଅନୁଗୁଳ: ଚଳିତ ମାସ ୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଗୁଳ ଷ୍ଟାଡିୟମ ଠାରେ ଜିଲ୍ଲା ମହୋତ୍ସବ ଆୟୋଜନ ହେବ। ମହୋତ୍ସବ ପୂର୍ବରୁ ମଶାଲ ଶୋଭାଯାତ୍ରା ୨୨ ତାରିଖରେ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଶୋଭାଯାତ୍ରାରେ…

Continue Reading୨୬ ରୁ ୨୮ ଯାଏଁ ଚାଲିବ ଅନୁଗୁଳ ଜିଲ୍ଲା ମହୋତ୍ସବ, ୨୨ ରେ ମଶାଲ ଶୋଭାଯାତ୍ରା

୩ ଦିନ ହେଲା ଅନ୍ଧାରରେ ୪ ଗାଁ: ଆସୁନାହାନ୍ତି ବିଦ୍ୟୁତ କର୍ମଚାରୀ, ରାସ୍ତାରେ ବସିଲେ ଶତାଧିକ ସ୍ଥାନୀୟବାସୀ

ଅନୁଗୁଳ: ୩ ଦିନ ହେଲା ଅନ୍ଧାରରେ ଶାବଳଭଙ୍ଗା ଏବଂ ଏହାର ଆଖପାଖ ୪ ଗାଁ। ଖବର ଦେଲେ ବି ଆସୁନାହାନ୍ତି ବିଦ୍ୟୁତ କର୍ମଚାରୀ। ଏଣୁ ଇଲେକ୍ଟ୍ରିକ ସଂଯୋଗ ଦାବିରେ ଆଜି ସନ୍ଧ୍ୟାରେ ଶାବଳଭଙ୍ଗା ଗାଁର ଶହଶହ ଲୋକେ ରାସ୍ତାରେ ଏକାଠି ହୋଇଥିଲେ।…

Continue Reading୩ ଦିନ ହେଲା ଅନ୍ଧାରରେ ୪ ଗାଁ: ଆସୁନାହାନ୍ତି ବିଦ୍ୟୁତ କର୍ମଚାରୀ, ରାସ୍ତାରେ ବସିଲେ ଶତାଧିକ ସ୍ଥାନୀୟବାସୀ

ଆସନ୍ତା ୪ରେ ଚାପ ଖେଳିବେ ମଦନମୋହନ, ଡେରଙ୍ଗ ଗ୍ରାମରେ ଚନ୍ଦନ ଯାତ୍ରା ପ୍ରସ୍ତୁତି ବୈଠକ

ଅନୁଗୁଳ: ଚନ୍ଦନ ଯାତ୍ରା ପାଇଁ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଡେରଙ୍ଗ ଗ୍ରାମ ମନ୍ଦିର ପରିସରରେ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି। ଗ୍ରାମ ସଭାପତି ପ୍ରଶ୍ନ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଚନ୍ଦନ ଯାତ୍ରାକୁ ସୁରୁଖୁରୁରେ ପରିଚାଳନା ପାଇଁ ନିଷ୍ପତ୍ତି…

Continue Readingଆସନ୍ତା ୪ରେ ଚାପ ଖେଳିବେ ମଦନମୋହନ, ଡେରଙ୍ଗ ଗ୍ରାମରେ ଚନ୍ଦନ ଯାତ୍ରା ପ୍ରସ୍ତୁତି ବୈଠକ

ନବକୃଷ୍ଣ ଚୌଧୁରୀ ମହାବିଦ୍ୟାଳୟର ପ୍ଲାଟିନମ୍ ଜୟନ୍ତୀ ଉଦଯାପିତ, ସାର୍ଥକ ମଣିଷ ହେବା ପାଇଁ ଆହ୍ୱାନ

ଅନୁଗୁଳ: ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ମହାବିଦ୍ୟାଳୟର ପ୍ଲାଟିନମ୍ ଜୟନ୍ତୀ ମହୋତ୍ସବ ମହାସମାରୋହରେ ଉଦଯାପିତ ହୋଇଛି। ଅଧ୍ୟକ୍ଷା ଡକ୍ଟର ଦ୍ରୌପଦୀ ପଟେଲଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଗାନ୍ଧିବାଦୀ ସମାଜସେବୀ କୃଷ୍ଣା ମହାନ୍ତି ଯୋଗଦାନ କରି…

Continue Readingନବକୃଷ୍ଣ ଚୌଧୁରୀ ମହାବିଦ୍ୟାଳୟର ପ୍ଲାଟିନମ୍ ଜୟନ୍ତୀ ଉଦଯାପିତ, ସାର୍ଥକ ମଣିଷ ହେବା ପାଇଁ ଆହ୍ୱାନ

କଦମ ପଡିଆର ଉନ୍ନୟନ ପାଇଁ ୧.୪କୋଟି ଅନୁଦାନ: ସରକାରଙ୍କୁ କୃତଜ୍ଞତା ଜଣାଇଲେ  ଅନୁଗୁଳ କ୍ରିକେଟ ଆସୋସିଏସନ ସଭାପତି ତଥା ବିଧାୟକ ପ୍ରତାପ ପ୍ରଧାନ

ଅନୁଗୁଳ: କଦମ ପଡିଆ ଏକ ଖେଳପଡ଼ିଆ ଯେଉଁଠି ଅନୁଗୋଳ ଜିଲ୍ଲାର କ୍ରୀଡ଼ାର ଏନ୍ତୁଡ଼ିଶାଳ ଭାବେ ଗଣାଯାଏ। ଉକ୍ତ ଖେଳ ପଡ଼ିଆରେ ବିଭିନ୍ନ ଖେଳର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଏଠାରେ ଅନେକ ରାଜ୍ୟ ସ୍ତରୀୟ ତଥା ଜାତୀୟ ସ୍ଥରୀୟ କ୍ରୀଡାର…

Continue Readingକଦମ ପଡିଆର ଉନ୍ନୟନ ପାଇଁ ୧.୪କୋଟି ଅନୁଦାନ: ସରକାରଙ୍କୁ କୃତଜ୍ଞତା ଜଣାଇଲେ  ଅନୁଗୁଳ କ୍ରିକେଟ ଆସୋସିଏସନ ସଭାପତି ତଥା ବିଧାୟକ ପ୍ରତାପ ପ୍ରଧାନ