ବିଶ୍ୱ ଜଳ ଦିବସ ପାଳିତ: ଛାତ ଉପରୁ ପାଇପ୍ ଜରିଆରେ ବର୍ଷା ଜଳ ଅମଳ ପ୍ରକଳ୍ପ କରିବାକୁ ପରାମର୍ଶ
ଅନୁଗୁଳ: ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟସ ଆସୋସିଏସନ ପକ୍ଷରୁ ବିଶ୍ୱ ଜଳ ଦିବସ ପାଳିତ ହୋଇଛି। ଚଳିତ ବର୍ଷର ବିଷୟ ବସ୍ତୁ ରହିଛି ‘ହିମ ପ୍ରବାହ ସଂରକ୍ଷଣ’। ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଦେବୀ ମିଶ୍ର, ମୁଖ୍ୟବକ୍ତା ଭାବେ…
