୧୯ ରୁ ମାଟ୍ରିକ ଖାତା ଦେଖା, ଅନୁଗୁଳ ଉଚ୍ଚ ବିଦ୍ୟାଳୟରେ ହୋଇଛି ମୂଲ୍ୟାୟନ କେନ୍ଦ୍ର
ଅନୁଗୁଳ: ଚଳିତ ବର୍ଷ ହୋଇଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ଖାତା ମୂଲ୍ୟାୟନ ଆସନ୍ତା ୧୯ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି। ଏ ନେଇ ଗଣଶିକ୍ଷା ବିଭାଗ ଓ ଜିଲ୍ଲା ଶିକ୍ଷା ବିଭାଗ ସମସ୍ତ ପ୍ରକାର ପ୍ରସ୍ତୁତି କରି ସାରିଛି।ଅନୁଗୁଳ ଉଚ୍ଚ…
