ବ୍ରାଉନସୁଗର ଜବତ: ନାବାଳକ ସହ ୩ ଗିରଫ
ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଆଲୁମିନିୟମ ପାର୍କ ଅଞ୍ଚଳରେ ଗୁରୁବାର ରାତି ପ୍ରାୟ ୯ଟା ବେଳେ ପୁଲିସ ପକ୍ଷରୁ ନାଇଟ ପାଟ୍ରୋଲିଂ ଚାଲିଥିବା ବେଳେ ସନ୍ଦେହରେ ତିନିଜଣଙ୍କୁ ଅଟକ ରଖି ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ପୁଲିସ ସେମାନଙ୍କ…
ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଆଲୁମିନିୟମ ପାର୍କ ଅଞ୍ଚଳରେ ଗୁରୁବାର ରାତି ପ୍ରାୟ ୯ଟା ବେଳେ ପୁଲିସ ପକ୍ଷରୁ ନାଇଟ ପାଟ୍ରୋଲିଂ ଚାଲିଥିବା ବେଳେ ସନ୍ଦେହରେ ତିନିଜଣଙ୍କୁ ଅଟକ ରଖି ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ପୁଲିସ ସେମାନଙ୍କ…
ଅନୁଗୁଳ: ଗତ ୫-୬ ବର୍ଷ ହେବ ଅନୁଗୁଳ ଜିଲ୍ଲାରେ କାଁ' ଭାଁ' ମ୍ୟାଲେରିଆରେ ଆକ୍ରାନ୍ତ ରୋଗୀଙ୍କୁ ଦେଖିବାକୁ ମିଳୁଛି। ରିପୋର୍ଟ ଅନୁସାରେ ୨୦୧୫ ରୁ ୨୦୧୯ ମଧ୍ୟରେ ଏହି ରୋଗକୁ ୯୯.୭୧ ପ୍ରତିଶତ କମା ଯାଇ ପାରିଛି। ଏନଭିଡିସିପି ଏବଂ ରାଜ୍ୟ…
ଅନୁଗୁଳ: ଜମ୍ମୁ-କାଶ୍ମୀର ପହଲଗାମଠାରେ ପର୍ଯ୍ୟଟନଙ୍କ ଉପରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣକୁ ତୀବ୍ର ନିନ୍ଦା କରିଛି ଅନୁଗୁଳ ଓକିଲ ସଂଘ।ଏ ଅବସରରେ ଗୁରୁବାର ଅନୁଗୁଳ ଓକିଲ ସଂଘର ସଭାପତି ହିମାଂଶୁ ଭୂଷଣ ସାମଲଙ୍କ ନେତୃତ୍ୱରେ ଜିଲ୍ଲା କୋର୍ଟ ପରିସରରେ ଥିବା ମଧୁ ବାବୁଙ୍କ…
ଅନୁଗୁଳ: ସ୍ଥାନୀୟ ବିଜୁ ମଇଦାନରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୫ ମହାସମାରୋହରେ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଜିଲ୍ଲାପାଳ ଅବ୍ଦାଲ ମୁହମ୍ମଦ ଅଖତାର, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୬୮ ଗ୍ରାମ୍ ହେରୋଇନ୍ ଜବତ କରାଯାଇଛି। ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଜଣକ ହେଲେ ନନ୍ଦ ଗାଇପାଇ (୨୬)। ଅଭିଯୁକ୍ତଙ୍କ ଠାରୁ ଏକ ବାଇକ୍…
ଅନୁଗୁଳ: ସାତକୋଶିଆ ଗଣ୍ଡ ଉପରେ ହେଲିକପ୍ଟର ଉଡ଼ିବା ଘଟଣା ନୂଆ ମୋଡ଼ ନେଇଛି।ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ଘଟଣାରେ ଏବେ ତଦନ୍ତ କରିବ ପୁଲିସ। ଅନୁଗୁଳ ପୁଲିସ ପକ୍ଷରୁ ଏନେଇ ତନାଘନା ଆରମ୍ଭ ହୋଇଥିବା ଜଣାପଡ଼ିଛି। ସାତକୋଶିଆ ଯାଇ…
ଅନୁଗୁଳ: ଅନୁଗୁଳ କେନ୍ଦୁପତ୍ର ଡିଏଫ୍ଓଙ୍କ କାର୍ଯ୍ୟାଳୟ ସାମ୍ନାରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଅନୁଗୁଳ ଡିଭିଜନ କମିଟି ପକ୍ଷରୁ ଏକାଧିକ ଦାବି ନେଇ ଧାରଣା ଦିଆଯାଇଛି।ତାଙ୍କ ଦାବିଗୁଡ଼ିକ ହେଲା କେନ୍ଦୁପତ୍ର ତୋଳାଳି ଓ ଶ୍ରମିକଙ୍କ କଲ୍ୟାଣ ପାଇଁ ବଜେଟ୍ ୧୦୦ କୋଟି…
ଅନୁଗୁଳ: ଅନୁଗୁଳରେ ବେଆଇନ ଚିଡ଼ିଆଖାନା। ମୟୂର, ଚଉଶିଙ୍ଗା ଭଳି ଜଙ୍ଗଲୀ ଜନ୍ତୁଙ୍କୁ ରଖାଯାଇଥିଲା ବନ୍ଦୀ। ଖବର ପାଇ ବନ ବିଭାଗ ପହଞ୍ଚି ଏସବୁ ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିଛନ୍ତି।ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡ଼ା ମା' ବାୟାଣୀ ପୀଠ ଠାରେ…
ଅନୁଗୁଳ: ପଞ୍ଚମ ରାଜ୍ୟ ଅର୍ଥ କମିସନ ଅନୁଦାନକୁ ଉପଯୁକ୍ତ ଢଙ୍ଗରେ ଖର୍ଚ୍ଚ କରି ଅନୁଗୁଳ ବ୍ଲକର ବସଲା ପଞ୍ଚାୟତ ସମ୍ମାନିତ। ପଞ୍ଚାୟତିରାଜ ଦିବସ ଅବସରରେ ଆଜି ବିଜୁ ମଇଦାନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ବସଲା ସରପଞ୍ଚ ଚନ୍ଦନ କୁମାର ସାହୁଙ୍କୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କଦଳୀମୁଣ୍ଡା ପଞ୍ଚାୟତର ବଣିଆଦୋହଲ୍ଲୀ ଗାଁରେ ଗତକାଲି ଅଗ୍ନିକାଣ୍ଡରେ ଜଣଙ୍କର ଘର ପୋଡ଼ି ଯାଇଛି। ଅଗ୍ନି ବିପନ୍ନ ହେଲେ କୁମର ନାୟକ। ତାଙ୍କର ୪ ବଖରା ଚାଳଛପର ମାଟି ଘର ପାଉଁଶ ହୋଇଛି। ଏଥିସହ ଗାଈଗୁହାଳ…