ଆସନ୍ତା ୨୬ ରୁ ୨୮ ଅନୁଗୁଳ ମହୋତ୍ସବ: ଓଡ଼ିଆ ଓ ଜାତୀୟ କଳାକାରଙ୍କ ନୃତ୍ୟ ସଙ୍ଗୀତ ରେଝଙ୍କୃତ ହେବ ଷ୍ଟାଡିୟମ
ଅନୁଗୁଳ: ଆସନ୍ତା ୨୬ ତାରିଖ ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ଷ୍ଟାଡିୟମରେ ଜିଲ୍ଲା ମହୋତ୍ସବ ଏବଂ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବ। ମେଳା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଅନୁଗୁଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାକୁ ସର୍ବାଙ୍ଗ ସୁନ୍ଦର…



