ବେଆଇନ ଗୋଚାଲାଣ ବନ୍ଦ ସହ ଗୋମାତାଙ୍କୁ ରାଷ୍ଟ୍ର ମାତା ଘୋଷଣା ଦାବି: ବଜରଙ୍ଗ ଦଳ ପକ୍ଷରୁ ଏସପି ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ

ଅନୁଗୁଳ: ଅନୁଗୁଳ ବଜରଙ୍ଗ ଦଳ ପକ୍ଷରୁ ବେଆଇନ ଗୋଚାଲାଣ ବନ୍ଦ ଦାବିରେ ଏସପି ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦାବି ପତ୍ର ପ୍ରଦାନ କରାଯାଇଛି। ଶନିବାର ବଜରଙ୍ଗ ଦଳ ପକ୍ଷରୁ ଶତାଧିକ କାର୍ଯ୍ୟକର୍ତ୍ତା ଏକ ରାଲି କରି ଏସପି…

Continue Readingବେଆଇନ ଗୋଚାଲାଣ ବନ୍ଦ ସହ ଗୋମାତାଙ୍କୁ ରାଷ୍ଟ୍ର ମାତା ଘୋଷଣା ଦାବି: ବଜରଙ୍ଗ ଦଳ ପକ୍ଷରୁ ଏସପି ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ

ଟ୍ରକ ମାଲିକ ସଙ୍ଘ ନିର୍ବାଚନ: ଭୋଜିଭାତ ଦେଇ ଭୋଟରଙ୍କୁ ମନାଉଛନ୍ତି

ଅନୁଗୁଳ: ଆସନ୍ତା ୯ ତାରିଖରେ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଙ୍ଘର ନିର୍ବାଚନ ହେଵାକୁ ଯାଉଛି। ଏଥିନେଇ ନାମାଙ୍କନ ପତ୍ର ଦାଖଲ ହୋଇ ନଥିଲେ ମଧ୍ୟ ପ୍ରଚାର ଆରମ୍ଭ ହୋଇଗଲାଣି। ସନ୍ଧ୍ୟାରେ ସମ୍ଭାବିତପ୍ରାର୍ଥୀମାନେ ଘରକୁ ଘର ବୁଲି ଭୋଟରଙ୍କୁ ମନାଉ ଥିବା…

Continue Readingଟ୍ରକ ମାଲିକ ସଙ୍ଘ ନିର୍ବାଚନ: ଭୋଜିଭାତ ଦେଇ ଭୋଟରଙ୍କୁ ମନାଉଛନ୍ତି

ଏଣିକି ଘର ଦୁଆର ମୁହଁରେ ପହଞ୍ଚିବ ରାଜସ୍ୱ ସେବା: ମୋବାଇଲ ଆପ୍ ଜରିଆରେ ସଂଶୋଧନ ହେବ ଜମିପଟ୍ଟା

ଅନୁଗୁଳ: ଏଣିକି ଘର ଦୁଆର ମୁହଁରେ ପହଞ୍ଚିବ ରାଜସ୍ୱ ସେବା। ଏ ନେଇ ରାଜସ୍ୱ ବିଭାଗ ପକ୍ଷରୁ ଏକ ସ୍ପେଶାଲ ଡ୍ରାଇଭ ଆରମ୍ଭ ହେବାକୁ ଯାଉଛି। ମୋବାଇଲ ଆପ୍ ମାଧ୍ୟମରେ ଖାନା -୨ ସଂଶୋଧନ କରିବା ସହ ମୃତ ରୟତ ମାନଙ୍କ…

Continue Readingଏଣିକି ଘର ଦୁଆର ମୁହଁରେ ପହଞ୍ଚିବ ରାଜସ୍ୱ ସେବା: ମୋବାଇଲ ଆପ୍ ଜରିଆରେ ସଂଶୋଧନ ହେବ ଜମିପଟ୍ଟା

ବାସନ୍ତୀ ଭଲିବଲ ଟ୍ରଷ୍ଟ ପକ୍ଷରୁ ଜାତୀୟ ଭଲିବଲ ପ୍ରତିଯୋଗିତା

ଅନୁଗୁଳ: ଅମଲାପଡା ବାସନ୍ତୀ ଦୁର୍ଗାପୂଜା ପଡିଆରେ ବାସନ୍ତୀ ଭଲିବଲ ଟ୍ରଷ୍ଟ ପକ୍ଷରୁ ଜାତୀୟ ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ରୂପେ ଏହି ଟୁର୍ନାମେଣ୍ଟକୁ ଉଦଘାଟନ କରିଥିଲେ। ଅନୁଗୁଳରେ ଖେଳର ଉନ୍ନତି ପାଇଁ…

Continue Readingବାସନ୍ତୀ ଭଲିବଲ ଟ୍ରଷ୍ଟ ପକ୍ଷରୁ ଜାତୀୟ ଭଲିବଲ ପ୍ରତିଯୋଗିତା

ଚୋରା ବିଦେଶୀ ମଦ ଦୋକାନରେ ଅତର୍କିତ ଚଢ଼ଉ: ଜଣେ ଅଟକ, ଦୁଇ ଫେରାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଚୋରା ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ଚଢ଼ଉ ବେଳେ ଆଉ ଦୁଇ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଯୁବକ ହେଲେ ସନ୍ତରାପୁର୍ (ଖ) ପଞ୍ଚାୟତ ଅଙ୍ଗାରବନ୍ଧ ଗ୍ରାମର…

Continue Readingଚୋରା ବିଦେଶୀ ମଦ ଦୋକାନରେ ଅତର୍କିତ ଚଢ଼ଉ: ଜଣେ ଅଟକ, ଦୁଇ ଫେରାର

ମାଲବାହୀ ଟ୍ରେନକୁ ଧକ୍କା ଦେଲା ଇଞ୍ଜିନ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଅପର୍ତିପୁର ଗାଁ ପାଖରେ ଆଜି ସକାଳ ୭ ଟା ବେଳେ ଏକ ମାଲବାହୀ ଟ୍ରେନକୁ ଏକ ରେଳ ଇଞ୍ଜିନ ଧକ୍କା ଦେଇଥିଲା। ସୂଚନା ଯେ, ନାଲକୋର ଏକ ଅଲୁମିନା ବୋଝେଇ ଟ୍ରେନ ଦାମନ…

Continue Readingମାଲବାହୀ ଟ୍ରେନକୁ ଧକ୍କା ଦେଲା ଇଞ୍ଜିନ

ଅନୁଗୁଳରେ ପ୍ରଥମ: ରାତ୍ରକାଳୀନ ସଫେଇ ବ୍ୟବସ୍ଥା ଆରମ୍ଭ

ଅନୁଗୁଳ: ଅନୁଗୁଳ ପୌରପାଳିକା ଇତିହାସରେ ପ୍ରଥମ ଥର ପାଇଁ ରାତ୍ରକାଳୀନ ସଫେଇ ବ୍ୟବସ୍ଥା ଗତ ଶୁକ୍ରବାର ରାତି ୧୧ ଟା ରୁ ଆରମ୍ଭ କରାଯାଇଥିଲା। ଏହି ସଫେଇ ରାତି ପ୍ରାୟ ତିନିଟା ପର୍ଯ୍ୟନ୍ତ ଚାଲୁ ରହିଥିଲା। ଜିଲ୍ଲାପାଳ ଅବଦାଲ ଏମ ଅଖତାରଙ୍କ…

Continue Readingଅନୁଗୁଳରେ ପ୍ରଥମ: ରାତ୍ରକାଳୀନ ସଫେଇ ବ୍ୟବସ୍ଥା ଆରମ୍ଭ

୨୦୨୫ ଫେବୃଆରୀରେ ୧୨୫ ବର୍ଷର ରେକର୍ଡ ଭାଙ୍ଗିଲା ଗରମ

ଭୁବନେଶ୍ୱର: ଚଳିତ ବର୍ଷ ଅର୍ଥାତ୍ ୨୦୨୫ ମସିହା ଫେବୃଆରୀ ମାସର ଗରମ ଗତ ୧୨୫ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ସୂଚନା ମୁତାବକ, ୧୯୦୧ ମସିହା ଠାରୁ  ଦେଶରେ ତାପମାତ୍ରା ରେକର୍ଡ ଆରମ୍ଭ ହୋଇଥିଲା। ତାପରଠାରୁ ଏହା ସବୁଠୁ ଉତ୍ତପ୍ତ ଫେବୃଆରୀ…

Continue Reading୨୦୨୫ ଫେବୃଆରୀରେ ୧୨୫ ବର୍ଷର ରେକର୍ଡ ଭାଙ୍ଗିଲା ଗରମ

ତାଳଚେର ଗସ୍ତରେ ବରିଷ୍ଠ ନେତା ବିଜୟ ମହାପାତ୍ର, ମା’ ହିଙ୍ଗୁଳାଙ୍କୁ ଦର୍ଶନ କରି ନେଲେ ଆଶୀର୍ବାଦ

ଅନୁଗୁଳ: ତାଳଚେର ଗସ୍ତରେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର। ଗତକାଲି ଶ୍ରୀ ମହାପାତ୍ର ଏଠାରେ ପହଞ୍ଚି ଏକ ତାରକା ହୋଟେଲରେ ରାତ୍ରିଯାପନ କରିଥିଲେ। ଆଜି ପ୍ରଥମେ ସେ ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ପରେ ସାମ୍ବାଦିକଙ୍କୁ…

Continue Readingତାଳଚେର ଗସ୍ତରେ ବରିଷ୍ଠ ନେତା ବିଜୟ ମହାପାତ୍ର, ମା’ ହିଙ୍ଗୁଳାଙ୍କୁ ଦର୍ଶନ କରି ନେଲେ ଆଶୀର୍ବାଦ

ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଅନୁଗୁଳ:  ଅନୁଗୁଳ ଜିଲ୍ଲା ପଞ୍ଚମହଲା ସ୍ଥିତ ରିମିଟ ମହାବିଦ୍ୟାଳୟ ଠାରେ ବିବିଏ, ବିସିଏ ଓ ଯୁକ୍ତ ତିନ କମ୍ପ୍ୟୁଟର ସାଇନ୍ସ ଛାତ୍ରଛାତ୍ରୀ ମାନଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।  ଅଧ୍ୟକ୍ଷ ପ୍ରାଣବନ୍ଧୁ ସାହୁ ଦୀପ ପ୍ରଜ୍ବଳନ କରି ସଭା…

Continue Readingଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା