ଷ୍ଟଡି ଟୁରରେ ବିଶାଖାପାଟଣା ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡର କାରଖାନା ପରିଦର୍ଶନ କଲେ ଅନୁଗୁଳ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଏମବିଏ ଏବଂ ଏମକମ୍ ବିଭାଗ ତରଫରୁ ଷ୍ଟଡିଟୁରରେ ବିଶାଖାପାଟଣା ଯାତ୍ରା କରିଥିଲେ। ଗତ ଫେବ୍ରୁଆରୀ ୨୧ ରୁ ୨୪ ତାରିଖ ଯାଏଁ ଛାତ୍ରଛାତ୍ରୀ ଷ୍ଟଡିଟୁରରେ ଯାଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ନୀଳାଞ୍ଚଳ ପଟେଲ ଛାତ୍ରଛାତ୍ରୀଙ୍କୁ ଶିଳ୍ପ…

Continue Readingଷ୍ଟଡି ଟୁରରେ ବିଶାଖାପାଟଣା ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡର କାରଖାନା ପରିଦର୍ଶନ କଲେ ଅନୁଗୁଳ ଛାତ୍ରଛାତ୍ରୀ

ବାଲିପଟ୍ଟାରୁ ବିପୁଳ ଚୋରା କାଠ ଜବତ

ଅନୁଗୁଳ: ଗତ ୨୩ ତାରିଖ ଦିନ ୧୦ ଟା ସମୟରେ ଅନୁଗୁଳ ଜିଲ୍ଲା ଜରପଡା ଥାନା ବାଲିପଟ୍ଟା ନୂଆପଡା ମାଟିଗାଡିଆ ସାହିରୁ ବିପୁଳ ଚୋରା କାଠ ଜବତ ହୋଇଛି। ଜରପଡା ରେଞ୍ଜ ଅଫିସର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଉକ୍ତ ଜାଗା…

Continue Readingବାଲିପଟ୍ଟାରୁ ବିପୁଳ ଚୋରା କାଠ ଜବତ

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

ଅନୁଗୁଳ: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ୱତନ୍ତ୍ର ଜଜ୍ ପୋକସୋ। ସୂଚନା ମୁତାବକ, ଗତ ୨୭.୧୦.୨୦୨୧ ରାତି ୯ଟା ବେଳେ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳର ଜଣେ…

Continue Readingନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

ଚଣ୍ଡୀଖମଣ ମନ୍ଦିର ମହାଶିବରାତ୍ରି ପାଳନ ପ୍ରସ୍ତୁତି

ଅନୁଗୁଳ: ଅନୁଗୁଳ କାଙ୍ଗୁଲା ସ୍ଥିତ ଚଣ୍ଡୀଖମଣ ଶ୍ରୀ ଚମ୍ପେଶ୍ବର ମହାଦେବଙ୍କ ମନ୍ଦିରରେ ଆସନ୍ତା ୨୬ ତାରିଖ ବୁଧୁବାର ଦିନ ମହାଶିବରାତ୍ରି ପାଳନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ ସଭାପତି ଗିରିଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ମନ୍ଦିର ପାରିପାର୍ଶ୍ବ ସଫେଇ…

Continue Readingଚଣ୍ଡୀଖମଣ ମନ୍ଦିର ମହାଶିବରାତ୍ରି ପାଳନ ପ୍ରସ୍ତୁତି

ଭଗାମୁଣ୍ଡାରେ ୪୦ ଟିକିଆ ହାତୀପଲଙ୍କ ଆତଙ୍କ, ସଞ୍ଜ ନଇଁଲେ ଜନବସତି ଆଡ଼କୁ ମୁହାଁଉଥିବାରୁ ଲୋକେ ଭୟଭୀତ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ଭଗାମୁଣ୍ଡା ନିକଟରେ ଗତ ଦୁଇ ଦିନ ହେବ ୪୦ ଟିକିଆ ହାତୀପଲ ରହିଥିବା ଦେଖାଯାଇଛି। ରଙ୍କାସିଂହା ଅଞ୍ଚଳରୁ ଏହି ହାତୀପଲ ଆସିଥିବା ବେଳେ ଦୁଇ ଦିନ ହେବ ରାସ୍ତାପାର୍ଶ୍ଵରେ ଥିବା ଏକ ବୁଦୁବୁଦିଆ…

Continue Readingଭଗାମୁଣ୍ଡାରେ ୪୦ ଟିକିଆ ହାତୀପଲଙ୍କ ଆତଙ୍କ, ସଞ୍ଜ ନଇଁଲେ ଜନବସତି ଆଡ଼କୁ ମୁହାଁଉଥିବାରୁ ଲୋକେ ଭୟଭୀତ

ଅପରେସନ କ୍ଲିନର ୨ ୟ ଦିନ, ଅମାନିଆ ଦୋକାନୀଙ୍କ ଠାରୁ ୭ ହଜାର ଫାଇନ ଆଦାୟ

ଅନୁଗୁଳ: ପୌରପାଳିକାର "ଅପରେସନ କ୍ଲିନ" ର ଦ୍ଵିତୀୟ ଦିନ ବସ ଷ୍ଟାଣ୍ଡ ଓ ଆଖ ପାଖ ଅଞ୍ଚଳରେ ଚଢ଼ାଉ ଜାରି ରହିଥିଲା। ଯେଉଁ ମାନେ ଡ୍ରେନ ଟପି ଦୋକାନ ସାମଗ୍ରୀ ଆଗରେ ରଖିଥିଲେ କିମ୍ବା ଦୋକାନ ଆଗରେ ଡଷ୍ଟ ବିନ ନରଖି…

Continue Readingଅପରେସନ କ୍ଲିନର ୨ ୟ ଦିନ, ଅମାନିଆ ଦୋକାନୀଙ୍କ ଠାରୁ ୭ ହଜାର ଫାଇନ ଆଦାୟ

ନିଯୁକ୍ତି ଦାବି: ଜିଲ୍ଲାପାଳ ଅଫିସ ସାମ୍ନାରେ ଏନ୍‌ଟିପିସିର ଟିଟିପିଏସ୍‌ ପ୍ଲାଣ୍ଟ ଦ୍ବାରା କ୍ଷତିଗ୍ରସ୍ତ ପ୍ରଜାଙ୍କ ଧାରଣା

ଅନୁଗୁଳ: ନିଯୁକ୍ତି ଦାବିରେ ଏନ୍‌ଟିପିସିର ଟିଟିପିଏସ୍‌ ପ୍ଲାଣ୍ଟ ଦ୍ବାରା କ୍ଷତିଗ୍ରସ୍ତ ପ୍ରଜା ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସେମାନେ ଅଭି‌ଯୋଗ କରିଛନ୍ତି ଯେ, ଟିଟିପିଏସ୍‌ ପ୍ଲାଣ୍ଟ ପାଇଁ ସେମାନେ ଜମି ହରାଇଛନ୍ତି। କିନ୍ତୁ ତ୍ରୁଟିପୂର୍ଣ୍ଣ ତଥ୍ୟ ପାଇଁ ଆଜି…

Continue Readingନିଯୁକ୍ତି ଦାବି: ଜିଲ୍ଲାପାଳ ଅଫିସ ସାମ୍ନାରେ ଏନ୍‌ଟିପିସିର ଟିଟିପିଏସ୍‌ ପ୍ଲାଣ୍ଟ ଦ୍ବାରା କ୍ଷତିଗ୍ରସ୍ତ ପ୍ରଜାଙ୍କ ଧାରଣା

କାନ୍ଥ ପଡ଼ି ଶ୍ରମିକ ମୃତ, ଅଳ୍ପକେ ବର୍ତ୍ତିଲେ ଦୁଇ ଜଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ କଂସର ଗ୍ରାମରେ କାନ୍ଥ ପଡ଼ି ଜଣଙ୍କର ଜୀବନ ଯାଇଛି। ମୃତକ ହେଲେ ଖମାର ଥାନା ଅନ୍ତର୍ଗତ କଂସର ଗ୍ରାମର ମହେନ୍ଦ୍ର ଚାମ୍ପିଆ (୨୨)। ସେ କାନ୍ଥ ଖୋଳୁଥିବା ବେଳେ ତାଙ୍କ ଉପରେ ସମ୍ପୂର୍ଣ୍ଣ…

Continue Readingକାନ୍ଥ ପଡ଼ି ଶ୍ରମିକ ମୃତ, ଅଳ୍ପକେ ବର୍ତ୍ତିଲେ ଦୁଇ ଜଣ

ପୋଖରୀରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର, ଶୌଚ ହେବାକୁ ଯାଇଥିଲେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ଛକ ନିକଟ ପୋଖରୀରୁ ଜଣେ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ହେଲେ ବନ୍ତଳା ବଜାରର ଦୟାନିଧି ସାହୁଙ୍କ ସ୍ତ୍ରୀ ଘଣ୍ଟି ସାହୁ (୬୦)। ସୂଚନା ମୁତାବକ, ସବୁଦିନ ପରି…

Continue Readingପୋଖରୀରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର, ଶୌଚ ହେବାକୁ ଯାଇଥିଲେ

ଖରା ଦିନ ନ ଆସୁଣୁ କରଡ଼ାଗାଡଡ଼ିଆରେ ଜଳ ସମସ୍ୟା ଉତ୍କଟ: ପିଇବା ପାଣି ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କଲେ ସ୍ଥାନୀୟ ଲୋକ

ଅନୁଗୁଳ: ଖରା ଦିନ ନ ଆସୁଣୁ ପାଣି ପାଇଁ ଆଉଟୁପାଉଟୁ ହେଲେଣି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କରଡାଗାଡିଆ ଗ୍ରାମବାସୀ। ସୂର୍ଯ୍ୟଙ୍କ ପ୍ରକୋପ ବଢ଼ିବ ସହ ସ୍ଥାନୀୟ ଅଞ୍ଚଳରେ ଜଳ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଠାକାର ଲୋକ ଫେବ୍ରୁଆରୀ…

Continue Readingଖରା ଦିନ ନ ଆସୁଣୁ କରଡ଼ାଗାଡଡ଼ିଆରେ ଜଳ ସମସ୍ୟା ଉତ୍କଟ: ପିଇବା ପାଣି ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କଲେ ସ୍ଥାନୀୟ ଲୋକ