ସ୍ତ୍ରୀକୁ ହତ୍ୟା କରି ଦେଇଥିଲେ ଆତ୍ମହତ୍ୟାର ରୂପ: ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ 

ଅନୁଗୁଳ: ସ୍ତ୍ରୀକୁ ନିଜେ ମାରି ଆତ୍ମହତ୍ୟାର ରୂପ ଦେଇଥିବା ପିଶାଚ ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ଅନୁଗୁଳ କୋର୍ଟ। ଆଜି ୧୯. ୦୭. ୨୦୨୦ ମସିହାର ଏକ ମାମଲାର ଶୁଣାଣି କରି ଅନୁଗୁଳ ଅତିରିକ୍ତ ସେସନ ଜଜ ତଥା ସ୍ୱତନ୍ତ୍ର ଜଜ…

Continue Readingସ୍ତ୍ରୀକୁ ହତ୍ୟା କରି ଦେଇଥିଲେ ଆତ୍ମହତ୍ୟାର ରୂପ: ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ 

ଗାଧୁଆ ଘରେ ଝୁଲି ପଡ଼ିଲେ ଯୁବତୀ, କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ କଲୋନୀରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଯୁବତୀ ଜଣକ ଘରର ଗାଧୁଆ ଘରେ ଝୁଲି ପଡ଼ିଛନ୍ତି। ମୃତ ଯୁବତୀ ହେଲେ ସ୍ଥାନୀୟ ବୁଦ୍ଧିଆ ସାହୁଙ୍କ ଝିଅ ସ୍ନେହପ୍ରଭା ସାହୁ (୨୦)। ସୂଚନା ମୁତାବକ,…

Continue Readingଗାଧୁଆ ଘରେ ଝୁଲି ପଡ଼ିଲେ ଯୁବତୀ, କାରଣ ଅସ୍ପଷ୍ଟ

ଜାତୀୟସ୍ତର ସେମିନାର୍ ଉଦଯାପିତ, ଯୋଗ ଦେଲେ ୧୦୦ ଶିକ୍ଷକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ଚାଲିଥିବା ଜାତୀୟ ସ୍ତରର ଦୁଇଦିନିଆ ସେମିନାର ମଙ୍ଗଳବାର ଉଦଯାପିତ ହୋଇଯାଇଛି। "ଏଫ୍.ଏଲ୍.ଏନ୍ ଲକ୍ଷ୍ୟ ହାସଲ ପାଇଁ ଅଭିନବ ଶ୍ରେଣୀଗୃହ ଅଭ୍ୟାସ" ଶୀର୍ଷକକୁ ନେଇ ଆୟୋଜିତ ଏହି ସେମିନାରରେ…

Continue Readingଜାତୀୟସ୍ତର ସେମିନାର୍ ଉଦଯାପିତ, ଯୋଗ ଦେଲେ ୧୦୦ ଶିକ୍ଷକ

ସ୍ଥାୟୀ ନିଯୁକ୍ତି ଦାବି: ଡି.ଓ୍ବାଇ.ଓ. ପକ୍ଷରୁ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀ ଦାବି ପତ୍ର

ଅନୁଗୁଳ: ବିଭିନ୍ନ ଦାବିରେ ବୁଧବାର ଏ.ଆଇ.ଡି.ଓ୍ବାଇ.ଓ. ଅନୁଗୁଳ ଜିଲ୍ଲା କମିଟି ଉଦ୍ୟୋଗ ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀମାନେ ସ୍ଥାନୀୟ ଗୋପବନ୍ଧୁ ପାର୍କଠାରୁ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ବିକ୍ଷୋଭସ୍ଥଳରେ ପହଞ୍ଚି ଥିଲେ। ସଂଗଠନର…

Continue Readingସ୍ଥାୟୀ ନିଯୁକ୍ତି ଦାବି: ଡି.ଓ୍ବାଇ.ଓ. ପକ୍ଷରୁ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀ ଦାବି ପତ୍ର

ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିନେଲେ ଦୁର୍ବୃତ୍ତ, ସିସିଟିଭି ଦେଖି ଚୋରକୁ ମାଡ଼ି ବସିଲେ

ଅନୁଗୁଳ: ଅଳିଆ ପକାଇବାକୁ ଯିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିନେଲେ ଦୁର୍ବୃତ୍ତ। ତାଳଚେର ବାଘୁଆବୋଲ ଅଞ୍ଚଳରେ ଏଭଳି କାଣ୍ଡ ଘଟିଛି, ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସୂଚନା ମୁତାବକ, ବାଘୁଆବୋଲ ଅଞ୍ଚଳର ଅରୁନ୍ଧତୀ ମହାନ୍ତି ସକାଳୁ ଘରର ଅଳିଆ…

Continue Readingମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିନେଲେ ଦୁର୍ବୃତ୍ତ, ସିସିଟିଭି ଦେଖି ଚୋରକୁ ମାଡ଼ି ବସିଲେ

ତୃତୀୟ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଆଦ୍ଦିଶ୍ରୀଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଆଦ୍ଦିଶ୍ରୀ ଆରାଧ୍ୟା ସାହୁ ଆଠମଲ୍ଲିକ ଶିକ୍ଷା ଜିଲ୍ଲାରେ ତୃତୀୟ ଶ୍ରେଣୀ ସରକାରୀ ବୃତ୍ତି (ମେରିଟ ସ୍କୋଲାରସିପ)ପରୀକ୍ଷା ୨୦୨୪-୨୫ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଆଦ୍ଦିଶ୍ରୀଙ୍କ ଏହି ସଫଳ କୃତିତ୍ୱ…

Continue Readingତୃତୀୟ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଆଦ୍ଦିଶ୍ରୀଙ୍କୁ ସମ୍ବର୍ଦ୍ଧନା

ପୁରୁଣାକୋଟରେ ରକ୍ତହୀନତା ପରୀକ୍ଷଣ ଶିବିର

ଅନୁଗୁଳ: ଅନୁଗୁଳ ବ୍ଲକ ପୁରୁଣାକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭାରତ ବିକାଶ ପରିଷଦ ଆନୁକୂଲ୍ୟରେ ଏକ ରକ୍ତହୀନତା ପରୀକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ଅନୁଗୁଳ ସିଡିଏମଓ ଡ଼ା ଶିବାନନ୍ଦ ମହାନ୍ତିଙ୍କ ସହଯୋଗରେ ଏହି ଶିବିର ଉଦଘାଟନ ହେବା ସହ ରକ୍ତହୀନତା ବିଶେଷକରି ମହିଳା…

Continue Readingପୁରୁଣାକୋଟରେ ରକ୍ତହୀନତା ପରୀକ୍ଷଣ ଶିବିର

ପୁଣି ବର୍ଷିବ ! ୨୦ରୁ ୨୩ ଯାଏ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସୁଛି ବର୍ଷା। ରାଜ୍ୟରେ ୨୦ରୁ ୨୩ ଯାଏ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଅଧିକାଂଶ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ନେଇ ୱାର୍ଣ୍ଣିଂ ଜାରି ହୋଇଛି ।  ୨୦ରେ ୩ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର ଓ…

Continue Readingପୁଣି ବର୍ଷିବ ! ୨୦ରୁ ୨୩ ଯାଏ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ସ୍ମାର୍ଟ ଇଲେକ୍ଟ୍ରିକ ମିଟରକୁ ସବୁ ଆଡ଼ୁ ବିରୋଧ, ହ୍ୟାକ୍ ହେବାର ରହିଛି ଅଧିକ ଆଶଙ୍କା!

ଅନୁଗୁଳ: ରାଜ୍ୟରେ ସ୍ମାର୍ଟ ଇଲେକ୍ଟ୍ରିକ ମିଟର ଲାଗିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ଗ୍ରାହକ ନିଜେ ମଧ୍ୟ ନିଜ ବିଲ୍ କେତେ ଆସିବ ଜାଣିପାରିବେ। ଏହା ୟୁଜର ଫ୍ରେଣ୍ଡଲି ବୋଲି ମଧ୍ୟ ଉଭୟ ସରକାର ଓ କମ୍ପାନୀ କହୁଛି।…

Continue Readingସ୍ମାର୍ଟ ଇଲେକ୍ଟ୍ରିକ ମିଟରକୁ ସବୁ ଆଡ଼ୁ ବିରୋଧ, ହ୍ୟାକ୍ ହେବାର ରହିଛି ଅଧିକ ଆଶଙ୍କା!

ପାଳଲହଡ଼ାରେ ଅଧିକ ଧାନ କିଣିବାକୁ ଯୋଗାଣ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ବିଧାୟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ପାଳଲହଡ଼ା ବ୍ଲକ ଓ କଣିହାଁ ବ୍ଲକର ୧୭ ଗୋଟି ସମବାୟ ସମିତି ପାଇଁ ଅଧିକ ଧାନ କିଣିବା ପାଇଁ ମଞ୍ଜୁରୀ ଦେବାକୁ ଯୋଗାଣ ମନ୍ତ୍ରୀଙ୍କୁ ଭେଟି ନିବେଦନ କରିଛନ୍ତି। ମଙ୍ଗଳବାର ପାଳଲହଡ଼ା…

Continue Readingପାଳଲହଡ଼ାରେ ଅଧିକ ଧାନ କିଣିବାକୁ ଯୋଗାଣ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ବିଧାୟକ