ପାଳଲହଡ଼ାରେ ‘କନ୍ୟା ସଚେତନତା ରଥ’ର ଶୁଭାରମ୍ଭ: ବାଲ୍ୟ ବିବାହ ରୋକିବା ପାଇଁ ସଂକଳ୍ପ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କନ୍ୟା ସନ୍ତାନମାନଙ୍କ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ନିମନ୍ତେ ଏକ 'କନ୍ୟା ସଚେତନତା ରଥ' ର ଶୁଭାରମ୍ଭ ହୋଇଛି। ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ…

Continue Readingପାଳଲହଡ଼ାରେ ‘କନ୍ୟା ସଚେତନତା ରଥ’ର ଶୁଭାରମ୍ଭ: ବାଲ୍ୟ ବିବାହ ରୋକିବା ପାଇଁ ସଂକଳ୍ପ

ସରସ୍ବତୀ ପୂଜା ମଣ୍ଡପ ଛୋଟା ଭୀମ ଥିମରେ ସଜ୍ଜିତ

ଅନୁଗୁଳ ସହରର ପ୍ରିନ୍ସ ଏଣ୍ଡ ପ୍ରିନ୍ସ କ୍ଲବ ଆୟୋଜିତ ସରସ୍ବତୀ ପୂଜା ମଣ୍ଡପ ଏବେ ସହରବାସୀଙ୍କ ଆକର୍ଷଣର ମୁଖ୍ୟ କେନ୍ଦ୍ରବିନ୍ଦୁ ହୋଇଉଠିଛି। ଏବର୍ଷ କ୍ଲବ ପକ୍ଷରୁ ନିଆଯାଇଥିବା ‘ଛୋଟା ଭୀମ’ ଥିମ ସହିତ ତିଆରି ହୋଇଥିବା ବିଶାଳ ଓ ଆକର୍ଷଣୀୟ ତୋରଣ…

Continue Readingସରସ୍ବତୀ ପୂଜା ମଣ୍ଡପ ଛୋଟା ଭୀମ ଥିମରେ ସଜ୍ଜିତ

ଛେଣ୍ଡିପଦାରେ ଗଜରାଜଙ୍କ ଆତଙ୍କ: ସୁନାର ଫସଲକୁ ଦଳିଦେଲେ, ଉଚିତ କ୍ଷତିପୂରଣ ଦାବି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ପୁରୁଣାଗଡ଼ ଗ୍ରାମରେ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଚାଷୀମାନେ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି। ଗତ କିଛି ଦିନ ହେବ ୧୮ଟିକିଆ ଏକ ହାତୀପଲ ବିଳମ୍ବିତ ରାତିରେ ଗାଁରେ ପଶି ଏକର ଏକର କଦଳୀ,…

Continue Readingଛେଣ୍ଡିପଦାରେ ଗଜରାଜଙ୍କ ଆତଙ୍କ: ସୁନାର ଫସଲକୁ ଦଳିଦେଲେ, ଉଚିତ କ୍ଷତିପୂରଣ ଦାବି

ନିଷେଧାଦେଶ ନା ପ୍ରହସନ? ଅନୁଗୁଳରେ ଗୁଟଖା ଦର ଆକାଶଛୁଆଁ

ଅନୁଗୁଳ: ରାଜ୍ୟ ସରକାରଙ୍କ ପକ୍ଷରୁ ଗୁଟଖା ଓ ପାନମସଲା ବିକ୍ରି ଏବଂ ବ୍ୟବହାର ଉପରେ କଟକଣା ଜାରି କରାଯାଇଥିଲେ ହେଁ, ଏହାର ଓଲଟା ପ୍ରଭାବ ଏବେ ବଜାରରେ ଦେଖିବାକୁ ମିଳୁଛି। ବିଶେଷ କରି ଅନୁଗୁଳ ଜିଲ୍ଲାରେ ଗୁଟଖାର କଳାବଜାର ଏବେ ଚରମ…

Continue Readingନିଷେଧାଦେଶ ନା ପ୍ରହସନ? ଅନୁଗୁଳରେ ଗୁଟଖା ଦର ଆକାଶଛୁଆଁ

ପାଳଲହଡ଼ାରେ ଚାଞ୍ଚଲ୍ୟ: ୧୨ ଘଣ୍ଟାମାଛ ଜାଲରେ ଫସି ରହିଲା ହାତୀଛୁଆ, ଉଦ୍ଧାର କଲେ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡାରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ମାଛ ଜାଲରେ ଏକ ହାତୀ ଛୁଆ୧୨ ଘଣ୍ଟା ଫସି ରହିଥିଲା। ବିଭାଗୀୟ କର୍ତ୍ତୃପକ୍ଷ ବିଳମ୍ବରେ ପହଞ୍ଚିବାରୁ ଶେଷରେ ୧୨ ଘଣ୍ଟା ପରେ ଗାଁ ଲୋକେ ହାତୀ ଛୁଆକୁ ଉଦ୍ଧାର…

Continue Readingପାଳଲହଡ଼ାରେ ଚାଞ୍ଚଲ୍ୟ: ୧୨ ଘଣ୍ଟାମାଛ ଜାଲରେ ଫସି ରହିଲା ହାତୀଛୁଆ, ଉଦ୍ଧାର କଲେ ଗ୍ରାମବାସୀ

୨୩ ତମ ତାଳଚେର ପୁସ୍ତକ ମେଳା-୨୦୨୬ ଉଦଘାଟିତ

ଅନୁଗୁଳ: ପବିତ୍ର ସରସ୍ୱତୀ ପୂଜା, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ୨୩ ତମ ତାଳଚେର ପୁସ୍ତକ ମେଳା-୨୦୨୬ ସ୍ଥାନୀୟ ଦେଉଳବେଡ଼ା ଦୁର୍ଗା ମଣ୍ଡପ ପରିସରରେ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବକୁ ଢେଙ୍କାନାଳ ସାଂସଦ…

Continue Reading୨୩ ତମ ତାଳଚେର ପୁସ୍ତକ ମେଳା-୨୦୨୬ ଉଦଘାଟିତ

ବନ୍ତଳା ଡିଗ୍ରୀ କଲେଜରେ ନୂତନ ଶ୍ରେଣୀଗୃହ ଭୂମିପୂଜନ ଓ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଦିବସ ଅନୁଷ୍ଠିତ

ଅନୁଗୁଳ: ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ବନ୍ତଳା ଡିଗ୍ରୀ କଲେଜ ଠାରେ ନୂତନ ଶ୍ରେଣୀଗୃହର ଭୂମିପୂଜନ କରିବା ସହିତ କଲେଜର ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଦିବସରେ ମୂଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରତିଯୋଗିତାରେ ବିଜୟୀ ହୋଇଥିବା…

Continue Readingବନ୍ତଳା ଡିଗ୍ରୀ କଲେଜରେ ନୂତନ ଶ୍ରେଣୀଗୃହ ଭୂମିପୂଜନ ଓ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଦିବସ ଅନୁଷ୍ଠିତ

ପଦ୍ମଚରଣ-ଶିବାନନ୍ଦ ସ୍ମାରକୀ ଫୁଟବଲ: ଡେରେଙ୍ଗକୁ ହରାଇ ବ୍ରଜନାଥପୁର ଚମ୍ପିୟାନ

ଅନୁଗୁଳ: ସ୍ଥାନୀୟ ପିଟିସି ପଡ଼ିଆରେ ପଦ୍ମଚରଣ ସିହ୍ନା ଓ ଶିବାନନ୍ଦ ରାଉତ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଛି। ଏଥିରେ ତାଳଚେରର ବ୍ରଜନାଥପୁର ଦଳ ଡେରେଙ୍ଗକୁ ପେନାଲ୍ଟି ସୁଟ୍‌ଆଉଟ୍‌ରେ ୪-୩ ଗୋଲ୍‌ରେ ପରାସ୍ତ କରି ଚମ୍ପିୟାନ ହୋଇଛି। ଖେଳ…

Continue Readingପଦ୍ମଚରଣ-ଶିବାନନ୍ଦ ସ୍ମାରକୀ ଫୁଟବଲ: ଡେରେଙ୍ଗକୁ ହରାଇ ବ୍ରଜନାଥପୁର ଚମ୍ପିୟାନ

ମା’ ବାସନ୍ତୀ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

ଅନୁଗୁଳ: ସ୍ଥାନୀୟ ହେମସୁରପଡ଼ା ମହାଦେବ ମନ୍ଦିର ପରିସରରେ ମା' ବାସନ୍ତୀ ଦୁର୍ଗା ପୂଜା କମିଟି, ଅମଲା ପଡ଼ାର ପ୍ରଥମ ପ୍ରସ୍ତୁତି ବୈଠକ ବସିଥିଲେ। କମିଟି ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ପୂର୍ବ ବର୍ଷର ଆୟବ୍ୟୟ ଏବଂ…

Continue Readingମା’ ବାସନ୍ତୀ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

ବିବାହ ବେଦୀ ବଦଳରେ ଜେଲ୍‌ ହାଜତ: ପ୍ରେମ ପ୍ରତାରଣା ଅଭିଯୋଗରେ ବର ଗିରଫ

ଅନୁଗୁଳ: ପ୍ରେମ ପ୍ରତାରଣାର ଭୟଙ୍କର ପରିଣାମ। ବାହାଘର ପାଇଁ ଘରେ ସାହାନାଇ ବାଜୁଥିଲା, ସବୁଆଡ଼େ ଉତ୍ସବର ମାହୋଲ ଥିଲା, ହେଲେ ଏହି ସମୟରେ ପହଞ୍ଚିଲା ପୋଲିସ। ବିବାହର ଦିନକ ପୂର୍ବରୁ ପ୍ରେମିକାଙ୍କ ଅଭିଯୋଗ ଆଧାରରେ ବରକୁ ଉଠାଇ ନେଇଛି ପୋଲିସ। ଏଭଳି…

Continue Readingବିବାହ ବେଦୀ ବଦଳରେ ଜେଲ୍‌ ହାଜତ: ପ୍ରେମ ପ୍ରତାରଣା ଅଭିଯୋଗରେ ବର ଗିରଫ