ଅନୁଗୋଳ ପୋଲିସର ‘ସଣ୍ଡେଜ୍ ଅନ୍ ସାଇକେଲ୍’: ଦେଲା ସ୍ୱାସ୍ଥ୍ୟ ଓ ସଚେତନତାର ବାର୍ତ୍ତା

ଅନୁଗୋଳ: ବିଶ୍ୱ ସାଇକେଲ ଦିବସ ଅବସରରେ ଅନୁଗୋଳ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ‘ସଣ୍ଡେଜ୍ ଅନ୍ ସାଇକେଲ୍’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ‘ଫିଟ୍ ଇଣ୍ଡିଆ ମୁଭମେଣ୍ଟ’କୁ ସମର୍ଥନ ଜଣାଇ ଏହି ଅଭିଯାନ ସ୍ଥାନୀୟ ଅଞ୍ଚଳରେ ବେଶ୍ ଲୋକପ୍ରିୟ ହୋଇଛି।'ରାଇଜ୍, ରାଇଡ୍ ଆଣ୍ଡ୍…

Continue Readingଅନୁଗୋଳ ପୋଲିସର ‘ସଣ୍ଡେଜ୍ ଅନ୍ ସାଇକେଲ୍’: ଦେଲା ସ୍ୱାସ୍ଥ୍ୟ ଓ ସଚେତନତାର ବାର୍ତ୍ତା

ଅନୁଗୋଳ ପୋଲିସକୁ ସଫଳତା: ସୁଧାର ଗୃହରୁ ଫେରାର ନାବାଳକକୁ ଧରିଲା ସ୍ୱତନ୍ତ୍ର ଟିମ୍

ଅନୁଗୋଳ: ସ୍ଥାନୀୟ ଜୁଭେନାଇଲ୍ ହୋମ୍ ବା ସୁଧାର ଗୃହରୁ ଫେରାର ହୋଇଯାଇଥିବା ଜଣେ ନାବାଳକକୁ ଅନୁଗୁଳ ଟାଉନ୍ ପୋଲିସ କାବୁ କରିବାରେ ସଫଳ ହୋଇଛି। ଘଟଣାଟି ଘଟିବା କ୍ଷଣି ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା ଏବଂ ନାବାଳକକୁ ଖୋଜି…

Continue Readingଅନୁଗୋଳ ପୋଲିସକୁ ସଫଳତା: ସୁଧାର ଗୃହରୁ ଫେରାର ନାବାଳକକୁ ଧରିଲା ସ୍ୱତନ୍ତ୍ର ଟିମ୍

କାର୍ଗିଲ ଯୋଦ୍ଧା ମାନସ ଅମର ରହେ…

ଅନୁଗୋଳ: ସେଦିନ ଥିଲା ଜୁନ୍ ୭ ତାରିଖ, ୧୯୯୯ ମସିହା। ଭାରତ ପାକ ସୀମାରେ କାର୍ଗିଲ ଓ ଦ୍ରାସ ସେକ୍ଟରରେ ଘମାଘୋଟ ଯୁଦ୍ଧ ଚାଲିଥାଏ। ସମୟ ପାହାନ୍ତା ପହର। ରାତିର ଅନ୍ଧକାର ମଧ୍ୟରେ ଗୁଳି ଗୋଳା ବିନିମୟରେ  ଅଚଳ ହୋଇ ପଡ଼ିଥିଲା…

Continue Readingକାର୍ଗିଲ ଯୋଦ୍ଧା ମାନସ ଅମର ରହେ…

ସ୍ତ୍ରୀଙ୍କ ଶେଷ ଇଚ୍ଛା ପୂରଣ କଲେ ସ୍ୱାମୀ: ସାପ କାମୁଡ଼ାରେ ମୃତ୍ୟୁ ପରେ ଚକ୍ଷୁଦାନ

ଅନୁଗୋଳ: ଜୀବନ ଚାଲିଗଲା ସତ, ହେଲେ ଅନ୍ୟ ଆଖିରେ ଦୁନିଆ ଦେଖିବେ ସୁମିତ୍ରା। ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମ ଶଣ୍ଢଛକ ସାହିରେ ଘଟିଛି ଏକ ସ୍ପର୍ଶକାତର ଘଟଣା, ଯାହା ସମାଜ ପାଇଁ ଉଦାହରଣ ସାଜିଛି। ସାପ କାମୁଡ଼ାରେ ପ୍ରାଣ…

Continue Readingସ୍ତ୍ରୀଙ୍କ ଶେଷ ଇଚ୍ଛା ପୂରଣ କଲେ ସ୍ୱାମୀ: ସାପ କାମୁଡ଼ାରେ ମୃତ୍ୟୁ ପରେ ଚକ୍ଷୁଦାନ

୧୦ଟି ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟନ: ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଦ୍ୱାରା ଲୋକାର୍ପିତ

ଅନୁଗୋଳ: ତାଳଚେର ଉପଖଣ୍ଡ କଳମଛୁଇଁ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ଶୁକ୍ରବାର ଦିନ ୧୦ଟି ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦଘାଟନ ହୋଇଯାଇଛି। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି…

Continue Reading୧୦ଟି ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟନ: ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଦ୍ୱାରା ଲୋକାର୍ପିତ

ଜାଲ ପ୍ରମାଣପତ୍ର ଦେଇ ନର୍ସ ଚାକିରୀ: ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ଏମସିଏଲକୁ ଚିଠି

ଅନୁଗୋଳ: ଏମସିଏଲ ଦ୍ୱାରା ସ୍ଥାପିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ତାଳଚେରରେ ଗତ ପ୍ରାୟ ବର୍ଷେ ତଳେ ନିଯୁକ୍ତି ପାଇଥିବା ଷ୍ଟାଫ୍ ନର୍ସଙ୍କ ମଧ୍ୟରୁ ୨୦ରୁ ଅଧିକ ଜାଲ ପ୍ରମାଣପତ୍ର ଦେଇ ଚାକିରି ହାତେଇ ଥିବା ଗତ କାଲି ଜଣା…

Continue Readingଜାଲ ପ୍ରମାଣପତ୍ର ଦେଇ ନର୍ସ ଚାକିରୀ: ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ଏମସିଏଲକୁ ଚିଠି

ଶ୍ରୀ ଅରୋମିରା କ୍ଲିନିକରେ ସୁପର ସ୍ପେସିଆଲିଟି ଓପିଡି ଆରମ୍ଭ: ୧୫ଟି ବିଭାଗରେ ମିଳିବ ଉନ୍ନତ ଚିକିତ୍ସା

ଅନୁଗୋଳ: ସହରର ମାଳତୀ ଆଶ୍ରମ ଛକ ନିକଟସ୍ଥ ଉତ୍କଳ ନବଜୀବନ ମଣ୍ଡଳ କ୍ୟାମ୍ପସରେ ଥିବା ଶ୍ରୀ ଅରୋମିରା ଫିଜିଓଥେରାପି କ୍ଲିନିକରେ ଶୁକ୍ରବାର ଏକ ସୁପର ସ୍ପେସିଆଲିଟି ଓପିଡିର ଶୁଭ ଉଦଘାଟନ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଶ୍ରୀ ହସ୍ପିଟାଲର ପରିଚାଳନା ନିର୍ଦେଶକ ତଥା ବିଶିଷ୍ଟ…

Continue Readingଶ୍ରୀ ଅରୋମିରା କ୍ଲିନିକରେ ସୁପର ସ୍ପେସିଆଲିଟି ଓପିଡି ଆରମ୍ଭ: ୧୫ଟି ବିଭାଗରେ ମିଳିବ ଉନ୍ନତ ଚିକିତ୍ସା

ଜିଲ୍ଲାପାଳଙ୍କ ଶକ୍ତ ଆକ୍ସନ: ଅନୁଗୋଳରେ କୋଟି କୋଟି ଟଙ୍କାର ସରକାରୀ ଜମି ଜବରଦଖଲ ମୁକ୍ତ

ଅନୁଗୋଳ: ରାଜ୍ୟରେ ନୂତନ ସରକାରଙ୍କ ଜବରଦଖଲ ଉଚ୍ଛେଦ ନିର୍ଦ୍ଦେଶକୁ ଅନୁଗୋଳ ଜିଲ୍ଲାପାଳ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଜିଲ୍ଲାପାଳଙ୍କ ସୂଚନା ଓ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ଆଜି ଅନୁଗୋଳ ସହରର କେନ୍ଦ୍ରସ୍ଥଳରେ ଥିବା ପୁରୁଣା କୁକୁଡ଼ା ଫାର୍ମ ନିକଟରୁ ଏକ ବଡ଼ଧରଣର…

Continue Readingଜିଲ୍ଲାପାଳଙ୍କ ଶକ୍ତ ଆକ୍ସନ: ଅନୁଗୋଳରେ କୋଟି କୋଟି ଟଙ୍କାର ସରକାରୀ ଜମି ଜବରଦଖଲ ମୁକ୍ତ

ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ: ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ସଂକଳ୍ପ

​ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ, ଏମ୍.ଏସ୍‌ସି ପରିବେଶ ବିଜ୍ଞାନ ଏବଂ 'ଇକୋ କ୍ଲବ୍' ର ମିଳିତ ଆନୁକୂଲ୍ୟରେ ଆଜି ବିଶ୍ୱ ପରିବେଶ ଦିବସ-୨୦୨୬ ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ପରିବେଶ ଅନୁକୂଳ ଓ ସବୁଜ…

Continue Readingଉତ୍କଳ ବିଶ୍ୱବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ: ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ସଂକଳ୍ପ

ପରିବେଶ ଦିବସରେ ଟାଇକୁଣ୍ଡୁ ପ୍ରଶିକ୍ଷାର୍ଥୀ ଗଛ ଲଗାଇଲେ

ଅନୁଗୋଳ: ବିଶ୍ୱ ପରିବେଶ ଦିବସରେ ଟାଇକୁଣ୍ଡୁ ପ୍ରଶିକ୍ଷାର୍ଥୀ ମାନେ କିଛି ଗଛ ଲଗାଇଥିଲେ।କୋଚ୍ ଦୁଷ୍ୟନ୍ତ୍  କୁମାର ନାଥଙ୍କ ତତ୍ତ୍ଵାବଧାନରେ ଟାଇକୁଣ୍ଡୁ ପ୍ରଶିକ୍ଷାର୍ଥୀ ମାନେ ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ କିଛି ଫଳ ଗଛ ଲଗାଇଥିଲେ। ଏ ଉପଲକ୍ଷେ ଆୟୋଜିତ ସମାରୋହକୁ ଉଦ୍ଘାଟନ…

Continue Readingପରିବେଶ ଦିବସରେ ଟାଇକୁଣ୍ଡୁ ପ୍ରଶିକ୍ଷାର୍ଥୀ ଗଛ ଲଗାଇଲେ