ଅନୁଗୋଳରେ ସି.ଏମ୍. ଟ୍ରଫି ଆନ୍ତଃଜିଲ୍ଲା କବାଡ଼ି ଚ୍ୟାମ୍ପିୟନସିପ୍ ଉଦଘାଟିତ

ଅନୁଗୋଳ: ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ତୃଣମୂଳ ସ୍ତରରୁ ପ୍ରତିଭା ଅନ୍ୱେଷଣ ଲକ୍ଷ୍ୟରେ ଅନୁଗୋଳ ଉଚ୍ଚ ବିଦ୍ୟାଳୟ ପଡ଼ିଆଠାରେ 'ସି.ଏମ୍. ଟ୍ରଫି କବାଡ଼ି ଆନ୍ତଃଜିଲ୍ଲା ଜୋନ୍-IV ବାଳକ ଓ ବାଳିକା ଚ୍ୟାମ୍ପିୟନସିପ୍-୨୦୨୬' ଆଜି ଉଦଘାଟିତ ହୋଇଛି।…

Continue Readingଅନୁଗୋଳରେ ସି.ଏମ୍. ଟ୍ରଫି ଆନ୍ତଃଜିଲ୍ଲା କବାଡ଼ି ଚ୍ୟାମ୍ପିୟନସିପ୍ ଉଦଘାଟିତ

ଚାଳଗଡ଼କୁ ‘ରାଜସ୍ୱ ଗ୍ରାମ’ ମାନ୍ୟତା, ତାଳଚେର ବିଧାୟକଙ୍କୁ ଗ୍ରାମବାସୀଙ୍କ ସମ୍ବର୍ଦ୍ଧନା

ଅନୁଗୋଳ: ତାଳଚେର ବ୍ଲକ ଅନ୍ତର୍ଗତ ଚାଳଗଡ଼ ଗ୍ରାମକୁ ରାଜ୍ୟ ସରକାର 'ରାଜସ୍ୱ ଗ୍ରାମ' ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଦୀର୍ଘ ଦିନର ଦାବି ପୂରଣ ହେବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହି ମାନ୍ୟତା ପାଇଁ ମୁଖ୍ୟ ଭୂମିକା…

Continue Readingଚାଳଗଡ଼କୁ ‘ରାଜସ୍ୱ ଗ୍ରାମ’ ମାନ୍ୟତା, ତାଳଚେର ବିଧାୟକଙ୍କୁ ଗ୍ରାମବାସୀଙ୍କ ସମ୍ବର୍ଦ୍ଧନା

ସିଏମ ଟ୍ରଫି ଖୋଖୋ: ବୟସ ବିବାଦ ଯୋଗୁଁ ଫାଇନାଲ ମ୍ୟାଚ ବନ୍ଦ

ଅନୁଗୁଳ: ଅନୁଗୁଳ ହାଇସ୍କୁଲ ପଡ଼ିଆରେ ଚାଲିଥିବା ସିଏମ୍ ଟ୍ରଫି ଖୋଖୋ ଏବଂ କବାଡି ପ୍ରତିଯୋଗିତାର ୩ ୟ ଦିନର ଖେଳରେ ବେଶ ବିବାଦ ଦେଖିବାକୁ ମିଳିଥିଲା। ଖୋଖୋ ଫାଇନାଲକୁ ଉଠିଥିବା ଗଞ୍ଜାମ ପିଲାଙ୍କର ଆଧାର ଚେକିଙ୍ଗ ବେଳେ କିଛି ପିଲାଙ୍କର ବୟସ…

Continue Readingସିଏମ ଟ୍ରଫି ଖୋଖୋ: ବୟସ ବିବାଦ ଯୋଗୁଁ ଫାଇନାଲ ମ୍ୟାଚ ବନ୍ଦ

ଅନୁଗୁଳରେ ସିଏମ୍ ଟ୍ରଫି ଜୋନାଲ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ଆରମ୍ଭ

ଅନୁଗୁଳ: ଅନୁଗୁଳ ଷ୍ଟାଡିୟମ୍ ପରିସରରେ ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ଅନ୍ତର୍ଗତ ସିଏମ୍ ଟ୍ରଫି ଜୋନାଲ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା–୨୦୨୬ ଉଦଘାଟିତ ହୋଇଛି। ଏଥିରେ ଆୟୋଜକ ଅନୁଗୁଳ ସମେତ କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ନବରଙ୍ଗପୁର, ରାୟଗଡ଼ା ଓ ଢେଙ୍କାନାଳ ଜିଲ୍ଲାର ୮ଟି…

Continue Readingଅନୁଗୁଳରେ ସିଏମ୍ ଟ୍ରଫି ଜୋନାଲ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ଆରମ୍ଭ

ବଅଁରପାଳରେ ଅପରାଧୀଙ୍କ ଗୁଳିଚାଳନା: ଜଣେ ଗିରଫ, ଦୁଇ ଫେରାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଅଞ୍ଚଳରେ ପୋଲିସ ଏକ ବଡ଼ ଆପରାଧିକ ଯୋଜନାକୁ ପଣ୍ଡ କରିଛି। ଆଜି ସନ୍ଧ୍ୟାରେ ୩-୪ ଜଣ ସନ୍ଦିଗ୍ଧ ଅପରାଧୀ କୌଣସି ଅପରାଧ ଘଟାଇବା ଉଦ୍ଦେଶ୍ୟରେ ସେଠାରେ ଏକାଠି ହୋଇଥିବା ପୋଲିସକୁ ବିଶ୍ୱସ୍ତ…

Continue Readingବଅଁରପାଳରେ ଅପରାଧୀଙ୍କ ଗୁଳିଚାଳନା: ଜଣେ ଗିରଫ, ଦୁଇ ଫେରାର

ଫାଟିଲା ଆସ୍ ପଣ୍ଡ ପାଇପ୍: କଣିହାଁ–ଡେରଙ୍ଗ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକରେ ଏନଟିପିସିର ଏକ ଆସ୍ ପଣ୍ଡ (ପାଉଁଶ ପୋଖରୀ) ପାଇପ୍ ଫାଟିବା ଯୋଗୁଁ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି। କଣିହାଁ ରେଞ୍ଜର ଚାରା ଉଦ୍ୟାନ ନିକଟରେ ଏହି ଦୁର୍ଘଟଣା ଘଟିବା ଫଳରେ କଣିହାଁ–ଡେରଙ୍ଗ ମୁଖ୍ୟ ରାସ୍ତାରେ…

Continue Readingଫାଟିଲା ଆସ୍ ପଣ୍ଡ ପାଇପ୍: କଣିହାଁ–ଡେରଙ୍ଗ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

କଣିହାଁ ଟ୍ରକ ମାଲିକ ସଂଘ ଧାରଣାରେ ସାମିଲ ହେଲେ ତାଳଚେର ବିଧାୟକ, ଦାବିକୁ ଜଣାଇଲେ ଦୃଢ଼ ସମର୍ଥନ

ଅନୁଗୁଳ: କଣିହାଁ ଟ୍ରକ ମାଲିକ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି କଣିହାଁ ଠାରେ ଆୟୋଜିତ ପ୍ରତିବାଦ ସଭାରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ ଆନ୍ଦୋଳନକାରୀଙ୍କ ଦାବିକୁ ଦୃଢ଼ ସମର୍ଥନ ଜଣାଇଛନ୍ତି। ଟ୍ରକ ମାଲିକ ସଂଘ ପକ୍ଷରୁ…

Continue Readingକଣିହାଁ ଟ୍ରକ ମାଲିକ ସଂଘ ଧାରଣାରେ ସାମିଲ ହେଲେ ତାଳଚେର ବିଧାୟକ, ଦାବିକୁ ଜଣାଇଲେ ଦୃଢ଼ ସମର୍ଥନ

ବନ୍ତଳାରେ ଆତଙ୍କ ଖେଳାଇଥିବା ଦନ୍ତାକୁ କାବୁ କଲା ବନ ବିଭାଗ: ଟ୍ରାଙ୍କୁଲାଇଜ୍ କରି ଶିମିଳିପାଳ ପଠାଇଲା

ଅନୁଗୁଳ: ବନ୍ତଳା ଅଞ୍ଚଳରେ ମାସ ମାସ ଧରି ଆତଙ୍କ ଖେଳାଇଥିବା ଏକ ଦନ୍ତାହାତୀକୁ ଆଜି ବନ ବିଭାଗ କାବୁ କରିଛି। ହାତୀଟିକୁ ଟ୍ରାଙ୍କୁଲାଇଜ୍ କରି ସ୍ୱତନ୍ତ୍ର ଗାଡି 'ଐରାବତ'ରେ ଶିମିଳିପାଳ ଅଭୟାରଣ୍ୟକୁ ସ୍ଥାନ୍ତର କରାଯାଇଛି। ଅନୁଗୁଳ ବନଖଣ୍ଡ କରତପଟା ସେକ୍ସନ ଅନ୍ତର୍ଗତ…

Continue Readingବନ୍ତଳାରେ ଆତଙ୍କ ଖେଳାଇଥିବା ଦନ୍ତାକୁ କାବୁ କଲା ବନ ବିଭାଗ: ଟ୍ରାଙ୍କୁଲାଇଜ୍ କରି ଶିମିଳିପାଳ ପଠାଇଲା

ଲୋ ଭୋଲଟେଜ ସମସ୍ୟା: କଣିହାଁ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ, ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ଘାଣ୍ଟିଆନାଳୀ ଗ୍ରାମରେ ତୀବ୍ର ବିଦ୍ୟୁତ ସମସ୍ୟାକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମର ୬୩ କେଭିଏ ଟ୍ରାନ୍ସଫର୍ମର ପୋଡ଼ିଯିବା ଏବଂ ଦୀର୍ଘଦିନର ଲୋ ଭୋଲଟେଜ ସମସ୍ୟା ଯୋଗୁଁ ପ୍ରବଳ ଗ୍ରୀଷ୍ମ ପ୍ରକୋପରେ ଗ୍ରାମବାସୀ ଅତିଷ୍ଠ…

Continue Readingଲୋ ଭୋଲଟେଜ ସମସ୍ୟା: କଣିହାଁ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ, ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

କ୍ୟାପଟେନ ବ୍ରଜବନ୍ଧୁ ବଳଙ୍କୁ ଅବସରକାଳୀନ ସମ୍ବର୍ଧନା

ଅନୁଗୁଳ: ଦୀର୍ଘ ତିରିଶ ବର୍ଷର ଦେଶ ସେବା ପରେ ଅନୁଗୁଳ ମାଟିର ସନ୍ତାନ ବୀର ଯବାନ କ୍ୟାପଟେନ ବ୍ରଜବନ୍ଧୁ ବଳଙ୍କୁ ଏଡିଭି ବା ପୂର୍ବତନ ସୈନିକ ସଂଘ ପକ୍ଷରୁ ସେବାନିବୃତ ଉପଲକ୍ଷେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ୧୨ ମାହାର ରେଜିମେଣ୍ଟରେ କାର୍ଯ୍ୟ…

Continue Readingକ୍ୟାପଟେନ ବ୍ରଜବନ୍ଧୁ ବଳଙ୍କୁ ଅବସରକାଳୀନ ସମ୍ବର୍ଧନା