ପୌରପାଳିକା ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ

ଅନୁଗୋଳ: ସ୍ୱଚ୍ଛତା ହିଁ ସେବା ଅଭିଯାନ କ୍ରମରେ ଅନୁଗୋଳ ପୌରପାଳିକା ପକ୍ଷରୁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏ ଅବସରରେ ଟାଉନ୍ ହାଇସ୍କୁଲର ୮୦ ଜଣ ଛାତ୍ରଛାତ୍ରୀଙ୍କୁ ନିକଟରେ ଥିବା ପୌରପାଳିକାର ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରକୁ ନିଆ ଯାଇ ସହରର…

Continue Readingପୌରପାଳିକା ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ

କାଜୁ ବଗିଚାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କରଡ଼ାବାହାଳି ଗ୍ରାମର ଏକ କାଜୁ ବଗିଚାରୁ ଜଣେ ଯୁବକଙ୍କ ମୃତଦେହ ମିଳିଛି। ମୃତକ ଟାକୁଆ ଗ୍ରାମର କାଳିଆ ବେହେରା ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କାଳିଆ ଏକ ଗ୍ୟାସ୍‌ ପ୍ଲାଣ୍ଟରେ ରୋଷେଇଆ ଭାବେ…

Continue Readingକାଜୁ ବଗିଚାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

କାର୍‌ରୁ ୧୦.୩୬୦ କିଲୋ ଗଞ୍ଜେଇ ଜବତ, ୪ ଜଣଙ୍କୁ ଧରିଲା ପୁଲିସ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଏକ କାର୍‌ରୁ ୧୦ କିଲୋ ୩୬୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିସହ ୬୪ ହଜାର ୮୬୦ ଟଙ୍କା ନଗଦ ଓ ଗଞ୍ଜେଇ ଚାଲାଣରେ ବ୍ୟବହୃତ କାର୍‌କୁ ମଧ୍ୟ…

Continue Readingକାର୍‌ରୁ ୧୦.୩୬୦ କିଲୋ ଗଞ୍ଜେଇ ଜବତ, ୪ ଜଣଙ୍କୁ ଧରିଲା ପୁଲିସ

ପୂଜା ଦେଖିବାକୁ ଯିବା ହେଲା କାଳ, ସଡ଼କ ଦୁର୍ଘଟଣାରେ ଜଣେ ମୃତ

ଅନୁଗୋଳ: ବିଶ୍ୱକର୍ମା ପୂଜା ଦେଖିବାକୁ ଯାଉଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ କେନ୍ଦୁଝର…

Continue Readingପୂଜା ଦେଖିବାକୁ ଯିବା ହେଲା କାଳ, ସଡ଼କ ଦୁର୍ଘଟଣାରେ ଜଣେ ମୃତ

ତାଳଚେରରେ ଗଣେଶ ମଣ୍ଡପ ବୁଲିଲେ ବିଧାୟକ ବ୍ରଜକିଶୋର

ଅନୁଗୋଳ: ପ୍ରସିଦ୍ଧ ଗଣେଶ ପୂଜା ଅବସରରେ ତାଳଚେର ବିଧାୟକ ତଥା ଅନୁଗୋଳ ଜିଲ୍ଲା ବିଜେଡି ସଭାପତି ବ୍ରଜକିଶୋର ପ୍ରଧାନ ସହରର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି। ବିଶେଷକରି ସାରା ଆକାଶ ପୂଜା କମିଟି ପାଇକ ସାହି, ରୁଦ୍ରସେବକ ମାଳିସାହି, ବଣିଆ…

Continue Readingତାଳଚେରରେ ଗଣେଶ ମଣ୍ଡପ ବୁଲିଲେ ବିଧାୟକ ବ୍ରଜକିଶୋର

ପଞ୍ଚାୟତ-ପୌର ନିର୍ବାଚନ ପାଇଁ ବିଜେପିର କସରତ, ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ଅନୁଗୋଳ: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଅନୁଗୋଳ ଜିଲ୍ଲା ବିଜେପି କସରତ ଆରମ୍ଭ କରିଛି। ଶନିବାର ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ର ଯୋଗଦେଇ…

Continue Readingପଞ୍ଚାୟତ-ପୌର ନିର୍ବାଚନ ପାଇଁ ବିଜେପିର କସରତ, ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ନୂଆ ରୂପରେ ବଜାଜ୍‌ ପଲସର୍‌, ମିଳିବ ଅନେକ ଅତ୍ୟାଧୁନିକ ସୁବିଧା

ଅନୁଗୋଳ: ବଜାଜ୍‌ ଅଟୋ ପକ୍ଷରୁ ୨୦୨୬ ମସିହାର ନୂଆ ପଲସର୍‌ ବାଇକ୍‌ ଭାରତୀୟ ବଜାରକୁ ଆସିଛି। ଏଥର କେବଳ ବାଇକ୍‌ର ଲୁକ୍‌ ବଦଳାଯାଇନାହିଁ, ବରଂ ଇଞ୍ଜିନ୍‌, ଚ୍ୟାସିସ୍‌ ଓ ସସ୍ପେନ୍ସନ୍‌ରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ନୂଆ ପଲସର୍‌ରେ ଅନେକ ସ୍ମାର୍ଟ ସୁବିଧା…

Continue Readingନୂଆ ରୂପରେ ବଜାଜ୍‌ ପଲସର୍‌, ମିଳିବ ଅନେକ ଅତ୍ୟାଧୁନିକ ସୁବିଧା

ଡିଏଚ୍‌ଏଚ୍‌ ର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପି

ଅନୁଗୋଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ପଦକ୍ଷେପ ନେଇଛି ଅନୁଗୋଳ ପୋଲିସ। ଶୁକ୍ରବାର ଏସ୍‌ପି ରାହୁଲ ଜୈନ ଟାଉନ୍ ଥାନା ଅଧିକାରୀ ପ୍ରକାଶ ମାଝୀଙ୍କ ସହ ଡିଏଚ୍‌ଏଚ୍ (DHH) ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।…

Continue Readingଡିଏଚ୍‌ଏଚ୍‌ ର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପି

ଜଗମୋହନ କଲେଜରେ ‘ଇନ୍ଦିରା ପ୍ରଧାନ ସ୍ମୃତି ପାଠାଗାର’ ଉଦ୍‌ଘାଟିତ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍‌ କୁଳୁମାସ୍ଥିତ ଜଗମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଇନ୍ଦିରା ପ୍ରଧାନ ସ୍ମୃତି ପାଠାଗାର’ ଉଦ୍‌ଘାଟିତ ହୋଇଛି। କଲେଜର ପ୍ରତିଷ୍ଠାତା ଜଗମୋହନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଠାଗାରର ଶୁଭ ଉଦ୍‌ଘାଟନ କରିଥିଲେ। ଛାତ୍ରଛାତ୍ରୀଙ୍କ ଅଧ୍ୟୟନ…

Continue Readingଜଗମୋହନ କଲେଜରେ ‘ଇନ୍ଦିରା ପ୍ରଧାନ ସ୍ମୃତି ପାଠାଗାର’ ଉଦ୍‌ଘାଟିତ

ଗଣେଶ ପୂଜାରେ ରକ୍ତଦାନ ଶିବିର, ୧୦୬ ୟୁନିଟ୍ ସଂଗୃହୀତ

ଅନୁଗୋଳ: ଗଣେଶ ପୂଜା ଉପଲକ୍ଷେ ଅନୁଗୋଳ ପୌରପାଳିକା ୬ ନଂ ୱାର୍ଡରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜାଦ୍ ମଜଦୂର ସଂଘ ଓ ଇନ୍ଦିରା କ୍ଲବ ଆନୁକୂଲ୍ୟରେ ଆୟୋଜିତ ଶିବିରରେ ୧୦୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଜିଲ୍ଲା…

Continue Readingଗଣେଶ ପୂଜାରେ ରକ୍ତଦାନ ଶିବିର, ୧୦୬ ୟୁନିଟ୍ ସଂଗୃହୀତ