ବାଘ ମାମୁଁ କେବେ ଆସିବ ??ସାତକୋଶିଆର ସତ କାହାଣୀ

ଅନୁଗୋଳ: ଭାରତ ବର୍ଷର ଅନେକ ସ୍ଥାନରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଚାଲୁ ରହିଛି।ମଧ୍ୟପ୍ରଦେଶ, ଛତିଶଗଡ, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ଏହି ପ୍ରକଳ୍ପ ସଫଳତାର ସହ ଚାଲିଛି। ଓଡ଼ିଶାର ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଯୋଜନା ମଧ୍ୟ ସଫଳତାର ସହ ଚାଲିଛି। ତେବେ ଆମ…

Continue Readingବାଘ ମାମୁଁ କେବେ ଆସିବ ??ସାତକୋଶିଆର ସତ କାହାଣୀ

୮୦ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ

ଅନୁଗୋଳ: ଚଳିତ ବର୍ଷ ୮୦ ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସକୁ ମହାସମାରୋହରେ ପାଳନ ପାଇଁ ଆଜି ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତଙ୍କ…

Continue Reading୮୦ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ

ବେଆଇନ ବିଜ୍ଞାପନ ଅର୍ଥ ଦାବି ଓ ମିଥ୍ୟା ଅପପ୍ରଚାର: କଠୋର ଆଇନଗତ ପଦକ୍ଷେପ ନେଲା ଉତ୍କଳ ବିଶ୍ୱବିଦ୍ୟାଳୟ, ଥାନାରେ ଅଭିଯୋଗ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ସୁନାମ ଓ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ହେଉଥିବା ଏକ ହୀନ ଉଦ୍ୟମ ବିରୋଧରେ ପ୍ରଶାସନ ପକ୍ଷରୁ ନ୍ୟାୟିକ ପଦକ୍ଷେପ ଗ୍ରହଣ କରାଯାଇଛି । ବିଶ୍ୱବିଦ୍ୟାଳୟ ଠାରୁ ବେଆଇନ ଭାବେ ବିଜ୍ଞାପନ ବାବଦକୁ ଅର୍ଥ ଦାବି କରିବା…

Continue Readingବେଆଇନ ବିଜ୍ଞାପନ ଅର୍ଥ ଦାବି ଓ ମିଥ୍ୟା ଅପପ୍ରଚାର: କଠୋର ଆଇନଗତ ପଦକ୍ଷେପ ନେଲା ଉତ୍କଳ ବିଶ୍ୱବିଦ୍ୟାଳୟ, ଥାନାରେ ଅଭିଯୋଗ

୨୧ ଗ୍ରାମ ବ୍ରାଉନସୁଗାର ଜବତ; ଜଣେ ଗିରଫ

ଅନୁଗୋଳ: ଅନୁଗୋଳ ଅବକାରୀ ବିଭାଗ ପକ୍ଷରୁ ଏକ ଚଢ଼ାଉ କରାଯାଇ ୨୧ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଏକ ଟିମ ନାଲକୋ ଥାନା ଅନ୍ତର୍ଗତ…

Continue Reading୨୧ ଗ୍ରାମ ବ୍ରାଉନସୁଗାର ଜବତ; ଜଣେ ଗିରଫ

ଲଗାଣ ବର୍ଷାରେ ଉବୁଟୁବୁ ତାଳଚେର: ଆଣ୍ଠୁଏ ଆଣ୍ଠୁଏ ପାଣି, ରାସ୍ତାଘାଟ ବନ୍ଦ, ଜନଜୀବନ ଅସ୍ତବ୍ୟସ୍ତ

ଅନୁଗୋଳ: ଗତ ୨ ଦିନ ଧରି ହେଉଥିବା ଲଗାଣ ବର୍ଷା ଯୋଗୁଁ ତାଳଚେର ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସ୍ଥିତି ବେହାଲ ହୋଇପଡ଼ିଛି। ସବୁଠି ଆଣ୍ଠୁଏ ଆଣ୍ଠୁଏ ପାଣି ଜମିଥିବା ବେଳେ ଲୋକେ ଘରୁ ବାହାରିପାରୁନାହାନ୍ତି। ବିଲମାଳ, କୂଅପୋଖରୀ, ହ୍ରଦ, ନାଳ…

Continue Readingଲଗାଣ ବର୍ଷାରେ ଉବୁଟୁବୁ ତାଳଚେର: ଆଣ୍ଠୁଏ ଆଣ୍ଠୁଏ ପାଣି, ରାସ୍ତାଘାଟ ବନ୍ଦ, ଜନଜୀବନ ଅସ୍ତବ୍ୟସ୍ତ

ଧଉରାପାଲ୍ଲୀରେ ଭିନ୍ନକ୍ଷମଙ୍କ ଦୁର୍ଦ୍ଦଶା: ଘର ଭାଙ୍ଗିଲା, ଅନ୍ଧାରରେ ରାତି କାଟୁଛନ୍ତି

ଅନୁଗୋଳ: ପ୍ରବଳ ବର୍ଷା ଯୋଗୁଁ କିଶୋରନଗର ବ୍ଲକ ଧଉରାପାଲ୍ଲୀ ପଞ୍ଚାୟତ ବଏଜା ଧୂବାସାହିରେ ଜଣେ ଭିନ୍ନକ୍ଷମଙ୍କ ମାଟି ଘର ଭାଙ୍ଗି ଯାଇଛି। ଫଳରେ ସେ ନିଜ ପରିବାର ସହ ଅନ୍ଧାରରେ ରାତି କାଟିବାକୁ ବାଧ୍ୟ ହୋଇଛନ୍ତି। ଭିନ୍ନକ୍ଷମ ବାଦୀ ସେଠୀ ତାଙ୍କର…

Continue Readingଧଉରାପାଲ୍ଲୀରେ ଭିନ୍ନକ୍ଷମଙ୍କ ଦୁର୍ଦ୍ଦଶା: ଘର ଭାଙ୍ଗିଲା, ଅନ୍ଧାରରେ ରାତି କାଟୁଛନ୍ତି

ଘର ଉପରେ ଭାଙ୍ଗି ପଡ଼ିଲା ବିରାଟ ଗଛ: ଅଳ୍ପକେ ବର୍ତ୍ତିଲେ ଭଉଣୀ,ଭାଇ ଆହତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ପୋଡ଼ାଗଡ଼ ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଏକ ଅଭାବନୀୟ ଘଟଣା ଘଟିଛି। ତାରିଣୀ ମନ୍ଦିର ନିକଟରେ ଥିବା ଏକ ବିରାଟ ପୁରୁଣା ବରଗଛ ଭାଙ୍ଗି ଘର ଉପରେ ପଡ଼ିଯିବାରୁ ଘରେ ଶୋଇଥିବା ନାବାଳକ…

Continue Readingଘର ଉପରେ ଭାଙ୍ଗି ପଡ଼ିଲା ବିରାଟ ଗଛ: ଅଳ୍ପକେ ବର୍ତ୍ତିଲେ ଭଉଣୀ,ଭାଇ ଆହତ

ଇଲେକ୍ଟ୍ରିକ୍ ସ୍କୁଟିରେ ଅଗ୍ନିକାଣ୍ଡ: ଘରୁ ବାପା-ପୁଅଙ୍କୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ କଂସମୁଣ୍ଡା ଜୟପୁର ସାହିରେ ସୋମବାର ଇଲେକ୍ଟ୍ରିକ୍ ସ୍କୁଟି ବ୍ୟାଟେରିରେ ସର୍ଟ ସର୍କିଟ୍ ଘଟି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ସମୟରେ ଘର ଭିତରେ ବାପା ଓ ପୁଅ ଫସି ରହିଥିଲେ। ସୂଚନାଯୋଗ୍ୟ ଯେ,…

Continue Readingଇଲେକ୍ଟ୍ରିକ୍ ସ୍କୁଟିରେ ଅଗ୍ନିକାଣ୍ଡ: ଘରୁ ବାପା-ପୁଅଙ୍କୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ

୨୦୩୨ ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର-ପାରାଦ୍ୱୀପ/ଧାମରା ଜଳପଥ: ଢେଙ୍କାନାଳ ସାଂସଦଙ୍କୁ ପତ୍ର ଲେଖି ସ୍ପଷ୍ଟ କଲେ କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର

ଅନୁଗୋଳ: ଢେଙ୍କାନାଳ ଲୋକସଭା କ୍ଷେତ୍ର ପାଇଁ ବହୁ ପ୍ରତୀକ୍ଷିତ ତାଳଚେର-ପାରାଦ୍ୱୀପ/ଧାମରା ଜାତୀୟ ଜଳପଥ-5 ପ୍ରକଳ୍ପ ୨୦୩୨ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ। ଏନେଇ କେନ୍ଦ୍ର ପୋର୍ଟ, ପରିବହନ ଓ ଜଳମାର୍ଗ ରାଜ୍ୟମନ୍ତ୍ରୀ ଶାନ୍ତନୁ ଠାକୁର ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ…

Continue Reading୨୦୩୨ ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର-ପାରାଦ୍ୱୀପ/ଧାମରା ଜଳପଥ: ଢେଙ୍କାନାଳ ସାଂସଦଙ୍କୁ ପତ୍ର ଲେଖି ସ୍ପଷ୍ଟ କଲେ କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର

ବିଏଡ୍, ବି.ଏଚ୍.ଏଡ୍ ଏବଂ ଏମ୍. ଏଡ୍ ପାଠ୍ୟକ୍ରମର ନାମଲେଖା ଆରମ୍ଭ: ୨୭ ରୁ SAMS ରେ ଆବେଦନ, ୨୮୦୦ ସିଟ୍ ପାଇଁ ସୁଯୋଗ

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ରାଜ୍ୟରେ ବିଏଡ, ବି ଏଚ୍ ଏଡ୍ ଏବଂ ଏମ୍ ଏଡ୍ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରବିବାର ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥର ପ୍ରବେଶିକା ପରୀକ୍ଷା ବାତିଲ୍…

Continue Readingବିଏଡ୍, ବି.ଏଚ୍.ଏଡ୍ ଏବଂ ଏମ୍. ଏଡ୍ ପାଠ୍ୟକ୍ରମର ନାମଲେଖା ଆରମ୍ଭ: ୨୭ ରୁ SAMS ରେ ଆବେଦନ, ୨୮୦୦ ସିଟ୍ ପାଇଁ ସୁଯୋଗ