DIET ଅନୁଗୋଳରେ ସ୍ୱାଗତ ସମାରୋହ: ଯୋଗଦେଲେ ତିନି ନବନିଯୁକ୍ତ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET) ପକ୍ଷରୁ ନବନିଯୁକ୍ତ ତିନିଜଣ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକଙ୍କୁ ସ୍ୱାଗତ କରାଯାଇଛି। ଅନୁଷ୍ଠାନରେ ଆୟୋଜିତ ଏହି ସ୍ୱାଗତ ସମାରୋହରେ ମଧୁମିତା ଦାଶ, ରାଜେଶ କୁମାର ଭୋଇ ଏବଂ ମମତା ମଞ୍ଜରୀ ସାହୁ ଯୋଗଦେଇଥିଲେ।…

Continue ReadingDIET ଅନୁଗୋଳରେ ସ୍ୱାଗତ ସମାରୋହ: ଯୋଗଦେଲେ ତିନି ନବନିଯୁକ୍ତ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ

ଜମରଡିହ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦାବି: ୧୦ ଦିନିଆ ଚେତାବନୀ ଦେଲା ବିଜେଡି

ଅନୁଗୋଳ: ସ୍ଥାନୀୟ ପାଳଲହଡ଼ା ବ୍ଲକର ଜମରଡିହ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସରକାରୀ ଡାକ୍ତର ଓ ଆବଶ୍ୟକ କର୍ମଚାରୀ ନିଯୁକ୍ତି ଦାବିରେ ପାଳଲହଡ଼ା ବିଜେଡି ପକ୍ଷରୁ ବୁଧବାର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପୂର୍ବରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଏକ ଏନ୍‌ଜିଓକୁ ହସ୍ତାନ୍ତର କରାଯାଇଥିଲେ…

Continue Readingଜମରଡିହ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦାବି: ୧୦ ଦିନିଆ ଚେତାବନୀ ଦେଲା ବିଜେଡି
Read more about the article ଅନୁଗୋଳରୁ ନାବାଳିକା ଉଦ୍ଧାର: ପୋଷ୍ୟ ବାପା-ମାଆଙ୍କ ନିର୍ଯାତନା ଅଭିଯୋଗ
Oplus_16908288

ଅନୁଗୋଳରୁ ନାବାଳିକା ଉଦ୍ଧାର: ପୋଷ୍ୟ ବାପା-ମାଆଙ୍କ ନିର୍ଯାତନା ଅଭିଯୋଗ

ଅନୁଗୋଳ: କଟକ ଜିଲ୍ଲା ଓଲଟପୁର ଥାନା ଅଞ୍ଚଳରୁ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ପିତୃମାତୃହୀନ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପୋଷ୍ୟ କନ୍ୟା ଭାବେ ରଖିଥିବା ଦମ୍ପତିଙ୍କ ନାଁରେ ସାଙ୍ଘାତିକ ନିର୍ଯାତନା ଅଭିଯୋଗ ହୋଇଛି। ସମ୍ପତ୍ତି ହଡ଼ପ କରିବା ଉଦ୍ଦେଶ୍ୟରେ…

Continue Readingଅନୁଗୋଳରୁ ନାବାଳିକା ଉଦ୍ଧାର: ପୋଷ୍ୟ ବାପା-ମାଆଙ୍କ ନିର୍ଯାତନା ଅଭିଯୋଗ
Read more about the article “ଆମେ କେବଳ ଦେଉ, କାହାଠୁ କିଛି ନେଉନାହିଁ!” ଏଡିସିସିଆଇ: କଥା ବେଶି କାମ କମ
Oplus_16908288

“ଆମେ କେବଳ ଦେଉ, କାହାଠୁ କିଛି ନେଉନାହିଁ!” ଏଡିସିସିଆଇ: କଥା ବେଶି କାମ କମ

ଅନୁଗୋଳ:କିଛି ଦିନ ହେବ ଅନୁଗୋଳ ଜିଲ୍ଲା ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ADCCI)ର କର୍ମକର୍ତ୍ତାମାନଙ୍କ ଦବଙ୍ଗଗିରି ସହରରେ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଏ ଘଟଣା ନେଇ ଏଟିଭି ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ଥିଲା, ଯାହାକୁ ସୋସିଆଲ ମିଡିଆ…

Continue Reading“ଆମେ କେବଳ ଦେଉ, କାହାଠୁ କିଛି ନେଉନାହିଁ!” ଏଡିସିସିଆଇ: କଥା ବେଶି କାମ କମ

୮୦ତମ ସ୍ୱାଧୀନତା ଦିବସ ଓ ‘ବନ୍ଦେ ମାତରମ୍’ ର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ଦେଶଭକ୍ତିର ଉତ୍ସବ

ଅନୁଗୋଳ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଅନୁଗୋଳ ଜିଲ୍ଲା ସମିତିର ଆୟୋଜନରେ ୧୫୦ ଫୁଟ ଲମ୍ବର ତ୍ରିରଙ୍ଗା ଶୋଭାଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ୮୦ତମ ସ୍ୱାଧୀନତା ଦିବସ ଏବଂ 'ବନ୍ଦେ ମାତରମ୍' ର ୧୫୦ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି…

Continue Reading୮୦ତମ ସ୍ୱାଧୀନତା ଦିବସ ଓ ‘ବନ୍ଦେ ମାତରମ୍’ ର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ଦେଶଭକ୍ତିର ଉତ୍ସବ

ପୁରୁଣାକୋଟ ବୃଦ୍ଧାଶ୍ରମ ପରିଦର୍ଶନ କଲେ ଢେଙ୍କାନାଳ ସାଂସଦ, ଅନ୍ତେବାସୀଙ୍କ ଅସୁବିଧା ବୁଝିଲେ

ଅନୁଗୋଳ: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି  ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଗସ୍ତ ସମୟରେ ସେ ପ୍ରଥମେ ବରିଷ୍ଠ ବିଜେପି ନେତା କାଳନ୍ଦି ପ୍ରଧାନଙ୍କ ମାତୃ ବିୟୋଗରେ ତାଙ୍କ ଗ୍ରାମ ଗଇନ୍ଦି ସ୍ଥିତ…

Continue Readingପୁରୁଣାକୋଟ ବୃଦ୍ଧାଶ୍ରମ ପରିଦର୍ଶନ କଲେ ଢେଙ୍କାନାଳ ସାଂସଦ, ଅନ୍ତେବାସୀଙ୍କ ଅସୁବିଧା ବୁଝିଲେ

ଓପି ଜିନ୍ଦଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ବରଗଡ଼କୁ ହରାଇ କୁଚିଣ୍ଡା ଚମ୍ପିୟନ୍

ଅନୁଗୋଳ: ସ୍ଥାନୀୟ କଦମ ପଡିଆରେ ଗତ ୭ ତାରିଖରୁ ଚାଲିଥିବା ଓପି ଜିନ୍ଦଲ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ କୁଚିଣ୍ଡା ବରଗଡ଼କୁ ପେନାଲଟି ସୁଟ୍ ଆଉଟ୍ ୫-୪ ଗୋଲରେ ପରାସ୍ତ କରି ଚାମ୍ପିୟନ୍ ହୋଇଛି।ନିର୍ଦ୍ଧାରିତ ସମୟରେ ଉଭୟ ଦଳ ପରସ୍ପରକୁ ଦୁଇଟି…

Continue Readingଓପି ଜିନ୍ଦଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ବରଗଡ଼କୁ ହରାଇ କୁଚିଣ୍ଡା ଚମ୍ପିୟନ୍

ଖୁବଶୀଘ୍ର ପ୍ରଭାବଶାଳୀ ସ୍ଥିତିରେ ରହିବେ ଧର୍ମେନ୍ଦ୍ର ପ୍ରଧାନ: ସାଂସଦ ରୁଦ୍ର

ଅନୁଗୋଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଗାମୀ ଦିନରେ ଏକ ଅଧିକ ପ୍ରଭାବଶାଳୀ ତଥା ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦେଖିବାକୁ ମିଳିବ ବୋଲି ଢେଙ୍କାନାଳ ସାଂସଦ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ…

Continue Readingଖୁବଶୀଘ୍ର ପ୍ରଭାବଶାଳୀ ସ୍ଥିତିରେ ରହିବେ ଧର୍ମେନ୍ଦ୍ର ପ୍ରଧାନ: ସାଂସଦ ରୁଦ୍ର

ଦୁଃସ୍ଥ କ୍ରୀଡ଼ାବିତ୍ ଦୁଷ୍ମନ୍ତଙ୍କ ସହାୟତା ପାଇଁ ଚିଠି ଲେଖିଲେ ଜିଲ୍ଲାପାଳ

ଅନୁଗୋଳ: ଦୁଃସ୍ଥ କ୍ରୀଡ଼ାବିତ୍ ଦୁଷ୍ମନ୍ତ ପ୍ରଧାନଙ୍କ ସହାୟତା ପାଇଁ ଅନୁଗୋଳର ଲୋକପ୍ରିୟ ଜିଲ୍ଲାପାଳ ଅବ୍ଦାଲ ଏମ ଅଖତର ନାଲକୋ ନିର୍ବାହୀ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିବା ଜଣାପଡିଛି। ଅନୁଗୋଳ ସହର ଉପକଣ୍ଠ ତୁରଙ୍ଗ ଗାଁରେ ରହୁଥିବା ଦୁଷ୍ମନ୍ତ ପ୍ରଧାନ ଜଣେ ପ୍ରତିଭା ସମ୍ପନ୍ନ ଆଥଲେଟ୍।…

Continue Readingଦୁଃସ୍ଥ କ୍ରୀଡ଼ାବିତ୍ ଦୁଷ୍ମନ୍ତଙ୍କ ସହାୟତା ପାଇଁ ଚିଠି ଲେଖିଲେ ଜିଲ୍ଲାପାଳ

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ, ଅଭିଯୁକ୍ତ ଗିରଫ

ଅନୁଗୋଳ: ସାମାନ୍ୟ କଳିକୁ ସ୍ୱାମୀ ମାଡ଼ରେ ସ୍ତ୍ରୀର ମୃତ୍ୟୁ। ଅନୁଗୋଳ ଜିଲ୍ଲା ପାଳଲହଡ଼ା ଥାନା ଅନ୍ତର୍ଗତ ତିରିବି ଗ୍ରାମରେ ଅଭାବନୀୟ ଘଟଣା। ଏନେଇ ପାଳଲହଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ, ମୃତକ ହେଲେ ତିରିବି ଗ୍ରାମର ସୌଭାଗ୍ୟ…

Continue Readingସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ, ଅଭିଯୁକ୍ତ ଗିରଫ