ଅମଲାପଡା କ୍ଲବ ଗଣପତିର ଗଣେଶ ପୂଜା ପ୍ରସ୍ତୁତି ଆରମ୍ଭ, ନୂତନ କମିଟି ଗଠନ

ଅନୁଗୋଳ: ଆସନ୍ତା ଗଣେଶ ପୂଜାକୁ ଭବ୍ୟ ଭାବେ ପାଳନ କରିବା ଲକ୍ଷ୍ୟରେ ଆଜି ଅମଲାପଡା ସ୍ଥିତ କ୍ଲବ ଗଣପତି ପ୍ରାଙ୍ଗଣରେ ପୂଜା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୂଜାର ସମସ୍ତ କାର୍ଯ୍ୟ ସୁରୁଖୁରୁରେ ପରିଚାଳନା ପାଇଁ ନୂତନ କାର୍ଯ୍ୟକର୍ତ୍ତାଙ୍କୁ…

Continue Readingଅମଲାପଡା କ୍ଲବ ଗଣପତିର ଗଣେଶ ପୂଜା ପ୍ରସ୍ତୁତି ଆରମ୍ଭ, ନୂତନ କମିଟି ଗଠନ

ଅନୁଗୋଳ ପୋଲିସ ପାଇଁ ଗର୍ବର ମୁହୂର୍ତ୍ତ: ମିଳିଲା ସମ୍ମାନଜନକ ଡିଜିପି ଡିସ୍କ

ଭୁବନେଶ୍ୱର: ଓଡ଼ିଶା ପୋଲିସ ପକ୍ଷରୁ ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଏକ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଅନୁଗୋଳ ଜିଲ୍ଲାର ଏସ୍ପି ରାହୁଲ ଜୈନ, ଆଇ.ପି.ଏସ୍., ଇନ୍ସପେକ୍ଟର ଦିଗବିଜୟ ବିଶ୍ୱାଲ ଏବଂ ଡ୍ରାଇଭର ଶ୍ରୀବତ୍ସ ବେହେରାଙ୍କୁ ସେମାନଙ୍କର…

Continue Readingଅନୁଗୋଳ ପୋଲିସ ପାଇଁ ଗର୍ବର ମୁହୂର୍ତ୍ତ: ମିଳିଲା ସମ୍ମାନଜନକ ଡିଜିପି ଡିସ୍କ

ଜିଲ୍ଲାସ୍ତରୀୟ “ହର ଘର ତ୍ରିରଙ୍ଗା” ରାଲି ଆୟୋଜିତ, ଦେଶପ୍ରେମରେ ଉତ୍ସବମୁଖର ହେଲା ଅନୁଗୁଳ

ଅନୁଗୋଳ: "ହର ଘର ତ୍ରିରଙ୍ଗା ୨୦୨୬" ଅଭିଯାନ ଉପଲକ୍ଷେ ଆଜି ଜିଲ୍ଲା ପ୍ରଶାସନ ତରଫରୁ ଅନୁଗୋଳରେ ଏକ ବିଶାଳ ତ୍ରିରଙ୍ଗା ପଦଯାତ୍ରା ଆୟୋଜିତ ହୋଇଯାଇଛି। ପୂର୍ବାହ୍ନରେ ସ୍ଥାନୀୟ ସଭାଘର ଠାରୁ ଆରମ୍ଭ ହୋଇ ଏହି ରାଲି ଥାନା ଛକ, ରାଜା ଛକ,…

Continue Readingଜିଲ୍ଲାସ୍ତରୀୟ “ହର ଘର ତ୍ରିରଙ୍ଗା” ରାଲି ଆୟୋଜିତ, ଦେଶପ୍ରେମରେ ଉତ୍ସବମୁଖର ହେଲା ଅନୁଗୁଳ

ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଓ ଜରିମାନା

ଅନୁଗୋଳ: ଅନୁଗୋଳ ସହର ସିମିଳିପଡ଼ା ଅଞ୍ଚଳରେ ଘଟିଥିବା ଏକ ଶିଶୁ କନ୍ୟା ଦୁଷ୍କର୍ମ ମାମଲାରେ ଅଦାଲତ ଆଜି ଐତିହାସିକ ରାୟ ଶୁଣାଇଛନ୍ତି। ଅନୁଗୋଳ ଫାଷ୍ଟ ଟ୍ରାକ ଜଜ୍ ବିରଞ୍ଚି ନାରାୟଣ ମିଶ୍ର ଅଭିଯୁକ୍ତ କାଳିଆ ଓରଫ ସତ୍ୟବ୍ରତ ମିଶ୍ରକୁ ଆଜୀବନ ସଶ୍ରମ କାରାଦଣ୍ଡ ଏବଂ ୩୦ ହଜାର ଟଙ୍କା ଜରିମାନାଦେଶ ଦେଇଛନ୍ତି। ୨୦୨୫ ମସିହା ମେ’ ୧୯ ତାରିଖରେ ୭ ବର୍ଷୀୟା ନାବାଳିକାଙ୍କୁ ଏଭଳି ଅମାନୁଷିକ ଯୌନ ନିର୍ଯାତନା ଦିଆଯାଇଥିଲା। ପୀଡ଼ିତାଙ୍କ ମାଆଙ୍କ ଏତଲା ଅନୁସାରେ ଅନୁଗୋଳ ଥାନା ପୋଲିସ ତୁରନ୍ତ ମାମଲା ରୁଜୁ କରି ଦ୍ରୁତ ତଦନ୍ତ ସହ ଚାର୍ଜସିଟ୍ ଦାଖଲ କରିଥିଲା। ବୈଜ୍ଞାନିକ ପ୍ରମାଣ, ଡାକ୍ତରୀ ରିପୋର୍ଟ ଏବଂ ୧୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଏହି କଠୋର ଦଣ୍ଡବିଧାନ କରାଯାଇଛି।ଏହାସହ ପୀଡ଼ିତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୭ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Continue Readingଶିଶୁକନ୍ୟାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଓ ଜରିମାନା

ଆନନ୍ଦ-ଉଲ୍ଲାସରେ ପାଳିତ ହେଲା “ଗୁରୁକୁଳ କ୍ଲାସେସ୍” ର ପ୍ରତିଷ୍ଠା ଦିବସ

ଅନୁଗୋଳ: ଅମଲାପଡା ସ୍ଥିତ ୬ଷ୍ଠ ଲେନ୍ ରେ ଥିବା "ଗୁରୁକୁଳ କ୍ଲାସେସ୍" କୋଚିଙ୍ଗ ସେଣ୍ଟରର ୪ର୍ଥ ପ୍ରତିଷ୍ଠା ଦିବସ ସହିତ ପାଳନ କରାଯାଇଛି। ଆରମ୍ଭରେ ଅନୁଷ୍ଠାନ ନିର୍ଦ୍ଦେଶକ ଶୁଭ୍ରଜିତ ପ୍ରଧାନ କେକ୍ କାଟି ଦିବସ ଉତ୍ସବର ଶୁଭାରମ୍ଭ କରି କହିଲେ ଯେ,…

Continue Readingଆନନ୍ଦ-ଉଲ୍ଲାସରେ ପାଳିତ ହେଲା “ଗୁରୁକୁଳ କ୍ଲାସେସ୍” ର ପ୍ରତିଷ୍ଠା ଦିବସ

ଓପି ଜିନ୍ଦଲ ମେମୋରିଆଲ ଫୁଟବଲ: ଆଠମଲ୍ଲିକକୁ ହରାଇଲା କେଉଁଝର

ଅନୁଗୋଳ: ଓପି ଜିନ୍ଦଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ବୁଧବାର ମ୍ୟାଚରେ ରାଇଜିଂ ଷ୍ଟାର୍ କେଉଁଝର ୩-୧ ଗୋଲ ବ୍ୟବଧାନରେ ଆଠମଲ୍ଲିକକୁ ପରାସ୍ତ କରିଥିଲା।କେଉଁଝର ର କ୍ରିଷ୍ଣା ନାୟକ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଜିଲ୍ଲା ଉଦ୍ୟାନ ବିଭାଗର ଡେପୁଟି ଡାଇରେକ୍ଟର ଅମ୍ବର ଲାଗୁନ୍…

Continue Readingଓପି ଜିନ୍ଦଲ ମେମୋରିଆଲ ଫୁଟବଲ: ଆଠମଲ୍ଲିକକୁ ହରାଇଲା କେଉଁଝର

ଗୋଚର ଜମି ଜବରଦଖଲମୁକ୍ତ ଓ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦାବି: ରାଣୀଗୋଡ଼ା ପଞ୍ଚାୟତବାସୀଙ୍କ ବିଶାଳ ବିକ୍ଷୋଭ ରାଲି

ଅନୁଗୋଳ: ଗୋଚର ଜମି ଜବରଦଖଲମୁକ୍ତ କରିବା ସହ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଜମି ଯୋଗାଇଦେବା ଦାବିରେ ମଙ୍ଗଳବାର ସ୍ଥାନୀୟ ରାଣୀଗୋଡ଼ା ପଞ୍ଚାୟତବାସୀଙ୍କ ପକ୍ଷରୁ ଏକ ବିଶାଳ ବିକ୍ଷୋଭ ରାଲି ଅନୁଷ୍ଠିତ ହୋଇଛି। ପଞ୍ଚାୟତର ବିଭିନ୍ନ ଗ୍ରାମରୁ ପ୍ରାୟ ଏକ…

Continue Readingଗୋଚର ଜମି ଜବରଦଖଲମୁକ୍ତ ଓ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦାବି: ରାଣୀଗୋଡ଼ା ପଞ୍ଚାୟତବାସୀଙ୍କ ବିଶାଳ ବିକ୍ଷୋଭ ରାଲି

ଖଣି ପ୍ରଦୂଷଣ ଓ କୋଶଳା ଗ୍ରାମବାସୀଙ୍କ ଗିରଫକୁ ବିରୋଧ: କାଲି ୧୨ ଘଣ୍ଟିଆ ଅନୁଗୋଳ ବନ୍ଦ ଡାକରା

ଅନୁଗୋଳ: ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୧୨ ତାରିଖ ବୁଧବାର ଦିନ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲାରେ ବୃଦ୍ଧି ପାଉଥିବା ପ୍ରଦୂଷଣ ଏବଂ ବିଭିନ୍ନ ଗୁରୁତର ସମସ୍ୟାର ସମାଧାନ ଦାବିରେ ଏହି ବନ୍ଦ ପାଳନ…

Continue Readingଖଣି ପ୍ରଦୂଷଣ ଓ କୋଶଳା ଗ୍ରାମବାସୀଙ୍କ ଗିରଫକୁ ବିରୋଧ: କାଲି ୧୨ ଘଣ୍ଟିଆ ଅନୁଗୋଳ ବନ୍ଦ ଡାକରା

ଶ୍ରମିକଙ୍କ ୧୬ ଦଫା ଦାବିରେ ଆସନ୍ତାକାଲି ସମ୍ବଲପୁର ଏମସିଏଲ ଅଫିସ ଘେରାଉ: ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ୱରେ ବିଶାଳ ଆନ୍ଦୋଳନ

ଅନୁଗୋଳ: ଶ୍ରମିକମାନଙ୍କର ଉଚିତ୍ ମଜୁରୀ, ସୁରକ୍ଷା, ନିଯୁକ୍ତି, ସ୍ୱାସ୍ଥ୍ୟ ସେବା ଏବଂ ଅଞ୍ଚଳର ପରିବେଶ ସୁରକ୍ଷା ଭଳି ୧୬ ଦଫା ଦାବି ପୂରଣ ପାଇଁ ଆସନ୍ତାକାଲି ସକାଳ ୯ଟାରେ ସମ୍ବଲପୁର ଏମସିଏଲ ମୁଖ୍ୟାଳୟ ସମ୍ମୁଖରେ ବିଶାଳ ଆନ୍ଦୋଳନ ଅନୁଷ୍ଠିତ ହେବ। ତାଳଚେର…

Continue Readingଶ୍ରମିକଙ୍କ ୧୬ ଦଫା ଦାବିରେ ଆସନ୍ତାକାଲି ସମ୍ବଲପୁର ଏମସିଏଲ ଅଫିସ ଘେରାଉ: ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ୱରେ ବିଶାଳ ଆନ୍ଦୋଳନ

ବାଲିଆ ମାର୍କେଟ ଓ ହରିଜନ ବସ୍ତି ଉଚ୍ଛେଦ ନୋଟିସ: ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ଅଞ୍ଚଳରେ ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ରହିଆସୁଥିବା କନ୍ୟାବେଢା ହରିଜନ ସାହି ବସ୍ତି ଏବଂ ବାଲିଆ ମାର୍କେଟକୁ ଭାଙ୍ଗିବା ପାଇଁ ପ୍ରଶାସନ ପକ୍ଷରୁ ନୋଟିସ ଜାରି ହୋଇଛି। ଏହି ନୋଟିସ ପରେ ସ୍ଥାନୀୟ…

Continue Readingବାଲିଆ ମାର୍କେଟ ଓ ହରିଜନ ବସ୍ତି ଉଚ୍ଛେଦ ନୋଟିସ: ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ