ଓପି ଜିନ୍ଦଲ ମେମୋରିଆଲ ଫୁଟବଲ: ଝାରସୁଗୁଡ଼ାକୁ ହରାଇ ବରଗଡ଼ ବିଜୟୀ

ଅନୁଗୋଳ: ସ୍ଥାନୀୟ କଦମ ପଡିଆରେ ଚାଲିଥିବା ଓପି ଜିନ୍ଦଲ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚରେ ବରଗଡ଼ ୟୁନାଇଟେଡ ଆଦର୍ଶ କ୍ଳବ୍ ଝାରସୁଗୁଡ଼ାକୁ ୪-୧ ପରାସ୍ତ କରିଥିଲା।ବରଗଡ଼ର ଲେନ୍ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ଅନୁଗୋଳ ସିଡିଏମଓ ଡ଼ା ମଦନ…

Continue Readingଓପି ଜିନ୍ଦଲ ମେମୋରିଆଲ ଫୁଟବଲ: ଝାରସୁଗୁଡ଼ାକୁ ହରାଇ ବରଗଡ଼ ବିଜୟୀ

ମରଣଯନ୍ତାରେ ଅନୁଗୋଳ: ପ୍ରଦୂଷଣ ଓ କୋଇଲା ପରିବହନ ବିରୋଧରେ ଗର୍ଜିଲେ ବୁଦ୍ଧିଜୀବୀ

ଅନୁଗୋଳ: ସ୍ଥାନୀୟ ଦଶହରା ପଡ଼ିଆରେ ପରିବେଶ ସୁରକ୍ଷା ଓ ସଂରକ୍ଷଣ ମଞ୍ଚ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ଆବାହକ ସୁନୀଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ "ମରଣଯନ୍ତାରେ ଅନୁଗୋଳ ଜିଲ୍ଲା ପରିବେଶ" ଶୀର୍ଷକ ସଚେତନତା କରାଯାଇଥିଲା। ପାଉଁଶ…

Continue Readingମରଣଯନ୍ତାରେ ଅନୁଗୋଳ: ପ୍ରଦୂଷଣ ଓ କୋଇଲା ପରିବହନ ବିରୋଧରେ ଗର୍ଜିଲେ ବୁଦ୍ଧିଜୀବୀ

ଅନୁଗୋଳରେ ମହିଳାଙ୍କଠାରୁ ସୁନା ଅଳଙ୍କାର ଲୁଟ୍: ଥାନାରେ ଅଭିଯୋଗ

ଅନୁଗୋଳ: ଜିଲ୍ଲା ସଦର ମହକୁମା ଟାଉନ୍ ଥାନା ଅନ୍ତର୍ଗତ ହେମସୁରପଡ଼ାରୁ ଜଣେ ମହିଳାଙ୍କଠାରୁ ସୁନା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଗତ ୫ ତାରିଖ ସକାଳେ ଏଭଳି ଅଘଟଣ ଘଟିଛି। ସୂଚନା ଅନୁଯାୟୀ, ହେମସୁରପଡ଼ାର ପଦ୍ମିନୀ ପାତ୍ର ସେଦିନ ସକାଳେ ଛକକୁ…

Continue Readingଅନୁଗୋଳରେ ମହିଳାଙ୍କଠାରୁ ସୁନା ଅଳଙ୍କାର ଲୁଟ୍: ଥାନାରେ ଅଭିଯୋଗ

ଟାଟା ଷ୍ଟିଲ ଗେଟ୍ ସମ୍ମୁଖରେ ଧାରଣା ପ୍ରତ୍ୟାହୃତ: ମୃତ ଶ୍ରମିକଙ୍କ ପରିବାରକୁ ୧୭ ଲକ୍ଷ କ୍ଷତିପୂରଣ ଓ ନିଃସର୍ତ୍ତ ନିଯୁକ୍ତି

ଅନୁଗୋଳ: ଗତ ଅଗଷ୍ଟ ୬ ତାରିଖରେ ଟାଟା ଷ୍ଟିଲର SGB କମ୍ପାନିରେ କାର୍ଯ୍ୟରତ ବଅଁରପାଳ ବ୍ଲକ ନୂଆହତା ଗ୍ରାମର ସୁଶାନ୍ତ ସାମଲ କାର୍ଯ୍ୟରତ ଥିବାବେଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଗଷ୍ଟ ୭ ତାରିଖରେ…

Continue Readingଟାଟା ଷ୍ଟିଲ ଗେଟ୍ ସମ୍ମୁଖରେ ଧାରଣା ପ୍ରତ୍ୟାହୃତ: ମୃତ ଶ୍ରମିକଙ୍କ ପରିବାରକୁ ୧୭ ଲକ୍ଷ କ୍ଷତିପୂରଣ ଓ ନିଃସର୍ତ୍ତ ନିଯୁକ୍ତି

ପଞ୍ଜିକରଣ ସମୟରେ ଆଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ ନୁହେଁ, ନିଶ୍ଚିନ୍ତ ହୁଅନ୍ତୁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର: ଆଗାମୀ ଖରିଫ୍ ଧାନ ସଂଗ୍ରହ ପାଇଁ ରାଜ୍ୟରେ ଚାଷୀ ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ ‘ଆଗ୍ରିଷ୍ଟାକ୍’ ଆଇଡିକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱକୁ ରବିବାର ଦିନ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦୂର କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ,…

Continue Readingପଞ୍ଜିକରଣ ସମୟରେ ଆଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ ନୁହେଁ, ନିଶ୍ଚିନ୍ତ ହୁଅନ୍ତୁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ “ପ୍ରଭାବିତ ପ୍ରତିଭା”ଉପରେ ଆଲୋଚନାଚକ୍ର

ଅନୁଗୋଳ: ସ୍ଥାନୀୟ ପାଠାଗାର ଠାରେ ଅନୁଗୋଳ ସାହିତ୍ୟ ସଂସଦ ପକ୍ଷରୁ ବିଶିଷ୍ଟ ପାଲାଗାୟକ ତଥା ଲେଖକ ଡ଼ା ହରିହର ଦାସଙ୍କ ଜୟନ୍ତୀ ଅବସରରେ "ପ୍ରଭାବିତ ପ୍ରତିଭା" ଶୀର୍ଷକ ଏକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଆୟୋଜିତ ହୋଇଯାଇଛି। ଏହି ବୌଦ୍ଧିକ ଆଲୋଚନାଚକ୍ର…

Continue Readingଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ “ପ୍ରଭାବିତ ପ୍ରତିଭା”ଉପରେ ଆଲୋଚନାଚକ୍ର

ବନ୍ୟାଜଳରେ ଭୁଶୁଡ଼ିଲା ବାଟବାୟାଣୀ ଭୋଗମଣ୍ଡପ, ବିପଦରେ ମୁଖ୍ୟ ମନ୍ଦିର

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଲଗାଣ ବର୍ଷା ଓ ବନ୍ୟାଜଳର ପ୍ରଖର ସ୍ରୋତ ବାଗଡ଼ିଆ-ସରପାଳ ରାସ୍ତାରେ ବ୍ଯାପକ କ୍ଷତି ଘଟାଇଛି। ନୂଆଘାଇ ନାଳର ଜଳସ୍ତର ବଢ଼ି କୂଳ ଲଙ୍ଘିବା ଫଳରେ ପ୍ରସିଦ୍ଧ ବାଟବାୟାଣୀ ମନ୍ଦିରର ଭୋଗମଣ୍ଡପ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି…

Continue Readingବନ୍ୟାଜଳରେ ଭୁଶୁଡ଼ିଲା ବାଟବାୟାଣୀ ଭୋଗମଣ୍ଡପ, ବିପଦରେ ମୁଖ୍ୟ ମନ୍ଦିର

ଓପି ଜିନ୍ଦଲ ମେମୋରିଆଲ ଫୁଟବଲ: ତାଳଚେର କୁ ହରାଇ ଝାରସୁଗୁଡ଼ା ବିଜୟୀ

ଅନୁଗୋଳ: ଓପି ଜିନ୍ଦଲ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ତାଳଚେର ଓ ଆଦର୍ଶ କ୍ଳବ୍ ଝାରସୁଗୁଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଝାରସୁଗୁଡ଼ା ୪-୩ ଗୋଲରେ ବିଜୟୀ ହୋଇଥିଲା। ପ୍ରତାପ କିଷାନ୍ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଜିଲ୍ଲା ଅଗ୍ନି…

Continue Readingଓପି ଜିନ୍ଦଲ ମେମୋରିଆଲ ଫୁଟବଲ: ତାଳଚେର କୁ ହରାଇ ଝାରସୁଗୁଡ଼ା ବିଜୟୀ

ଅନୁଗୋଳ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ବିଶ୍ୱ ଆଦିବାସୀ ଦିବସ ଓ ମହାନ କ୍ରାନ୍ତି ଦିବସ ପାଳିତ

ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟରେ ବିଶ୍ୱ ଆଦିବାସୀ ଦିବସ ଏବଂ ମହାନ କ୍ରାନ୍ତି ଦିବସ ଧୁମଧାମରେ ପାଳିତ ହୋଇଛି। ଆଦିବାସୀ ସମାଜର ମହାନ ଐତିହ୍ୟ, ଗୌରବମୟ ସଂସ୍କୃତି ଏବଂ କଳାକୁ ସମ୍ମାନ ଜଣାଇ ଏହି…

Continue Readingଅନୁଗୋଳ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ବିଶ୍ୱ ଆଦିବାସୀ ଦିବସ ଓ ମହାନ କ୍ରାନ୍ତି ଦିବସ ପାଳିତ

ମାନଯୋର ଡ୍ୟାମ୍ ପରିଦର୍ଶନ କଲେ ସାଂସଦ ଓ ମନ୍ତ୍ରୀ: ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ଆଲୋଚନା

ଅନୁଗୋଳ: ଆଠମଲ୍ଲିକ ଓ କିଶୋରନଗର ଅଞ୍ଚଳ ଗସ୍ତ ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ପଞ୍ଚାୟତ ରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକ ମାନଯୋର ଡ୍ୟାମ୍ ପରିଦର୍ଶନ କରିଛନ୍ତି।ମାନଯୋର ଡ୍ୟାମ୍…

Continue Readingମାନଯୋର ଡ୍ୟାମ୍ ପରିଦର୍ଶନ କଲେ ସାଂସଦ ଓ ମନ୍ତ୍ରୀ: ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ଆଲୋଚନା