ବିଏମ୍‌ଡବ୍ଲ୍ୟୁ କାର୍‌ରେ ବ୍ରାଉନ୍‌ସୁଗାର କାରବାର: ୧୦ ଗ୍ରାମ ଜବତ, ୩ ଗିରଫ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳରେ ଏକ ଦାମୀ ବିଏମ୍‌ଡବ୍ଲ୍ୟୁ କାର୍‌ରେ ଚାଲିଥିଲା ବ୍ରାଉନ୍‌ସୁଗାର କାରବାର। ବିଶେଷ ସୂତ୍ରରୁ ଖବର ପାଇ ଅନୁଗୋଳ ସ୍ପେଶାଲ୍‌ ସ୍କ୍ୱାଡ୍‌ ଓ କଣିହାଁ ପୁଲିସର ମିଳିତ ଟିମ୍‌ ଛେଳିଆ ଖେଳପଡ଼ିଆ ନିକଟରେ ଚଢ଼ାଉ କରିଥିଲା।…

Continue Readingବିଏମ୍‌ଡବ୍ଲ୍ୟୁ କାର୍‌ରେ ବ୍ରାଉନ୍‌ସୁଗାର କାରବାର: ୧୦ ଗ୍ରାମ ଜବତ, ୩ ଗିରଫ

ଓପି ଜିନ୍ଦଲ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ଅନୁଗୋଳ: ସ୍ଥାନୀୟ କଦମ ପଡିଆରେ ଶୁକ୍ରବାର ଅପରାହ୍ନରେ ଓପି ଜିନ୍ଦଲଙ୍କ ୯୬ ତମ ଜୟନ୍ତୀ ଅବସରରେ ଏକ ସ୍ମାରକୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଅନୁଗୋଳ ଫରେଷ୍ଟ ରେଞ୍ଜର ଟ୍ରେନିଂ କଲେଜ ନିର୍ଦ୍ଦେଶକ ସଞ୍ଜୟ କୁମାର ସ୍ୱାଇଁ ମୁଖ୍ୟ ଅତିଥି ରୂପେ…

Continue Readingଓପି ଜିନ୍ଦଲ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ତାଳଚେର ପୌର କର୍ମଚାରୀଙ୍କ ପାଇଁ ଖୁସି ଖବର: ମିଳିବ ୪.୫୫ କୋଟି ବକେୟା ପାଉଣା

ଅନୁଗୋଳ: ସ୍ଥାନୀୟ ତାଳଚେର ପୌର ପରିଷଦର ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଏକ ବଡ଼ ଆଶ୍ବସ୍ତି ଆଣିଛି ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ। ଦୀର୍ଘ ୨୫ ବର୍ଷ ଧରି ଅବସରକାଳୀନ ପାଉଣା ନପାଇ ହନ୍ତସନ୍ତ ହେଉଥିବା କର୍ମଚାରୀଙ୍କ ପାଇଁ ୪.୫୫ କୋଟି…

Continue Readingତାଳଚେର ପୌର କର୍ମଚାରୀଙ୍କ ପାଇଁ ଖୁସି ଖବର: ମିଳିବ ୪.୫୫ କୋଟି ବକେୟା ପାଉଣା

ଡେରଙ୍ଗରୁ ଅନୁଗୋଳ ଜିଲ୍ଲା ଫୁଟବଲ୍ ଦଳକୁ ୬ ଖେଳାଳି ମନୋନୀତ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଡେରଙ୍ଗ ଗ୍ରାମର ଫୁଟବଲ୍ ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ହୋଇଛି। ଗ୍ରାମର 'ୟଙ୍ଗ ଟାଲେଣ୍ଟ ଫୁଟବଲ୍ କ୍ଲବ୍'ରୁ ପ୍ରଥମ ଥର ପାଇଁ ଏକାସାଙ୍ଗରେ ୬ ଜଣ ଖେଳାଳି ଅନୁଗୋଳ ଜିଲ୍ଲା ଫୁଟବଲ୍…

Continue Readingଡେରଙ୍ଗରୁ ଅନୁଗୋଳ ଜିଲ୍ଲା ଫୁଟବଲ୍ ଦଳକୁ ୬ ଖେଳାଳି ମନୋନୀତ

ସିଏନଜି ଏବଂ ପିଏନଜିରେ ମିଶିବ ବାୟୋଗ୍ୟାସ୍: କ୍ୟାବିନେଟ୍ ଅନୁମୋଦନ

ଅନୁଗୋଳ: ଭବିଷ୍ୟତରେ ଗାଡ଼ିର ସିଏନଜି ଏବଂ ରୋଷେଇ ଘରର ପିଏନଜି ଗ୍ୟାସ୍‌ରେ ବାୟୋଗ୍ୟାସ୍ ମିଶାଯିବ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ₹୨୩,୭୩୧ କୋଟି ବ୍ୟୟବରାଦରେ 'ଗୋବର-ଧନ' ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି। ଦେଶରେ ସଙ୍କୁଚିତ ବାୟୋଗ୍ୟାସ୍ (CBG) ଉତ୍ପାଦନକୁ ପ୍ରାୟ…

Continue Readingସିଏନଜି ଏବଂ ପିଏନଜିରେ ମିଶିବ ବାୟୋଗ୍ୟାସ୍: କ୍ୟାବିନେଟ୍ ଅନୁମୋଦନ

ଅନୁଗୋଳରେ ଭାଲୁ ଆତଙ୍କ: ଚାଷୀ ଗୁରୁତର

ଅନୁଗଗୋଳ: ଜିଲ୍ଲାର ଛେଣ୍ତିପଦା ବନାଞ୍ଚଳ ଅନ୍ତର୍ଗତ ଚରାକାନୀ ଗ୍ରାମରେ ଧାନ ବିଲରେ କାମ କରୁଥିବା ବେଳେ ଭାଲୁ ଆକ୍ରମଣରେ ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି। ଆହତ ଚାଷୀଜଣକ ହେଲେ ନିରଞ୍ଜନ ସାହୁ। ସୂଚନା ଅନୁସାରେ, ନିରଞ୍ଜନ ଜଙ୍ଗଲ ନିକଟସ୍ଥ ନିଜ…

Continue Readingଅନୁଗୋଳରେ ଭାଲୁ ଆତଙ୍କ: ଚାଷୀ ଗୁରୁତର

ଅନୁଗୋଳ ଏସଏସଭିଏମ୍ ଯୁକ୍ତ ୨ ବିଜ୍ଞାନ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ଅନୁଗୋଳ: ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଗାନ୍ଧୀମାର୍ଗ  ଆନୁକୂଲ୍ୟରେ ଯୁକ୍ତ ୨ ପ୍ରଥମବର୍ଷ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଅଛି I ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ ସିଦ୍ଧନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…

Continue Readingଅନୁଗୋଳ ଏସଏସଭିଏମ୍ ଯୁକ୍ତ ୨ ବିଜ୍ଞାନ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ଆଠମଲ୍ଲିକରେ ବିକାଶର ଛାପ: ବହୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ

ଅନୁଗୋଳ: ଆଠମଲ୍ଲିକ ଅଞ୍ଚଳର ମୌଳିକ ଭିତ୍ତିଭୂମି ଓ ଆଧ୍ୟାତ୍ମିକ ବିକାଶ ଦିଗରେ ଆଉ ଏକ ପଦକ୍ଷେପ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆଠମଲ୍ଲିକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କରିଛନ୍ତି। ସାଂସଦ…

Continue Readingଆଠମଲ୍ଲିକରେ ବିକାଶର ଛାପ: ବହୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ

ସିନିଅର ରାଜ୍ୟ ରାଙ୍କିଙ୍ଗ ବ୍ୟାଡ଼ମୀଣ୍ଟନ ଟୁର୍ନାମେଣ୍ଟ ଉଦ୍ଘାଟିତ

ଅନୁଗୋଳ: ଓଡିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ଏସୋସିଏସନ ତଥା ଅନୁଗୋଳ ଜିଲ୍ଲା ୟୁନାଇଟେଡ଼ ବ୍ୟାଡ଼ମୀଣ୍ଟନ ଏସୋସିଏସନ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ରାଜ୍ୟ ସିନିଅର ରାଜ୍ୟ ବ୍ୟାଡ଼ମୀଣ୍ଟନ ରାଙ୍କିଙ୍ଗ ଟୁର୍ନାମେଣ୍ଟ ଆଜି ବିଜୁ ପଟ୍ଟନାୟକ ଇଣ୍ଡୋର ବ୍ୟାଡ଼ମୀଣ୍ଟନ ହଲ ଠାରେ ଉଦଘାଟିତ…

Continue Readingସିନିଅର ରାଜ୍ୟ ରାଙ୍କିଙ୍ଗ ବ୍ୟାଡ଼ମୀଣ୍ଟନ ଟୁର୍ନାମେଣ୍ଟ ଉଦ୍ଘାଟିତ

ଡିପ୍ ଫେକ୍ ଉପରେ କେନ୍ଦ୍ରର କଡ଼ା ନିୟମ, ୩ ଘଣ୍ଟାରେ ହଟିବ ବେଆଇନ ପୋଷ୍ଟ

ଭୁବନେଶ୍ବର: ଡିପ୍ ଫେକ୍ ଉପରେ ସରକାରଙ୍କ କଡ଼ା ପଦକ୍ଷେପ । ୩ ଘଣ୍ଟାରେ ହଟିବ ବେଆଇନ ପୋଷ୍ଟ । ଡିପ୍ ଫେକ୍ ଓ AI ଦ୍ୱାରା ପ୍ରସ୍ତୁତ ଭ୍ରମାତ୍ମକ କଣ୍ଟେଣ୍ଟକୁ ରୋକିବା ପାଇଁ କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଉପରେ…

Continue Readingଡିପ୍ ଫେକ୍ ଉପରେ କେନ୍ଦ୍ରର କଡ଼ା ନିୟମ, ୩ ଘଣ୍ଟାରେ ହଟିବ ବେଆଇନ ପୋଷ୍ଟ