ଖଣ୍ଡହତା ସ୍କୁଲର ଶିକ୍ଷକ ଲଳିତ କୁମାର ପ୍ରଧାନଙ୍କୁ ଶ୍ରେଷ୍ଠ ବିଏଲ୍ଓ ସୁପରଭାଇଜର ପୁରସ୍କାର
ଅନୁଗୋଳ:ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ଏସଆଇଆର୍ କାର୍ଯ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ କିଶୋରନଗର ବ୍ଲକ ଖଣ୍ଡହତା ଉପ୍ରା ସ୍କୁଲର ଶିକ୍ଷକ ଲଳିତ କୁମାର ପ୍ରଧାନଙ୍କୁ ଶ୍ରେଷ୍ଠ ବିଏଲ୍ଓ ସୁପରଭାଇଜର ଭାବେ ପୁରସ୍କୃତ କରାଯାଇଛି। ଆଜି ଜିଲ୍ଲାପାଳ ଅବଦଲ ଏମ୍ ଅଖତର ଶ୍ରୀ ପ୍ରଧାନଙ୍କୁ…




