ଛେଣ୍ଡିପଦାରେ ବନ୍ୟା ବିଭୀଷିକା: ବିପଦ ସଂକେତ ଉପରେ ଜଳସ୍ତର, ବ୍ୟାପକ କ୍ଷୟକ୍ଷତି
ଅନୁଗୋଳ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବ୍ୟାପକ କ୍ଷୟକ୍ଷତି ଘଟିଛି। କୁମ୍ଭୀରା ନାଳ ଓ ଆଉଁଳୀ, ଟିକିରା ସମେତ ବିଭିନ୍ନ ନଈ ନାଳର ବନ୍ୟାଜଳ ବିପଦ ସଙ୍କେତ ଉପରେ…




