ସୁନା ବେଶ୍ ବେଳେ ମହିଳାଙ୍କ ବେକରୁ ଚେନ୍ ଟାଣିବା ଉଦ୍ୟମ ବିଫଳ

ଅନୁଗୋଳ: ଶୈଳ ଶ୍ରୀକ୍ଷେତ୍ର ଅନୁଗୋଳ ବଡ଼ ଦାଣ୍ଡରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସୁନା ବେଶ୍ ଦେଖିବା ପାଇଁ  ଭକ୍ତଙ୍କ ଭିଡ଼। ଭକ୍ତିର ସେଇ ମୁହୂର୍ତ୍ତରେ ହିଁ ଜଣେ ମହିଳାଙ୍କ ସହ ଅଘଟଣ ଘଟିଯାଇଥାନ୍ତା। ଘଟଣା ଅନୁଯାୟୀ, ଜଣେ ମହିଳା ଠାକୁରଙ୍କୁ ମୁଣ୍ଡ ନୁଆଁଇ…

Continue Readingସୁନା ବେଶ୍ ବେଳେ ମହିଳାଙ୍କ ବେକରୁ ଚେନ୍ ଟାଣିବା ଉଦ୍ୟମ ବିଫଳ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ: ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ । ସିଜେପି ଚାପ ଏବଂ ଜନ୍ତରମନ୍ତରରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଭିତରେ ଶନିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସବୁ ଆଲୋଚନା, ସମାଲୋଚନା, ବିବାଦ, ପ୍ରବଳ ଚାପ ମଧ୍ୟରେ…

Continue Readingକେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ

ବାହୁଡ଼ାରେ ଓକିଲ ସଂଘର ସେବାକାର୍ଯ୍ୟ: କୋର୍ଟ ସମ୍ମୁଖରେ ପ୍ରସାଦ ବଣ୍ଟନ

ଅନୁଗୋଳ: ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଅନୁଗୋଳ ଓକିଲ ସଂଘ ପକ୍ଷରୁ ବାହୁଡ଼ା ଯାତ୍ରା ଅବସରରେ ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। କୋର୍ଟ ସମ୍ମୁଖସ୍ଥ ବଡଦାଣ୍ଡରେ ସଂଘ ସଭାପତି ଦିଲ୍ଲୀପ କୁମାର ସାହୁଙ୍କ ନେତୃତ୍ୱରେ ଯାତ୍ରା ଦେଖିବାକୁ ଆସିଥିବା ପ୍ରାୟ…

Continue Readingବାହୁଡ଼ାରେ ଓକିଲ ସଂଘର ସେବାକାର୍ଯ୍ୟ: କୋର୍ଟ ସମ୍ମୁଖରେ ପ୍ରସାଦ ବଣ୍ଟନ
Read more about the article ବାହୁଡ଼ିଲେ କଳା ସାଆନ୍ତ ଭାଇ ଭଉଣୀଙ୍କୁ ଘେନି
oplus_262144

ବାହୁଡ଼ିଲେ କଳା ସାଆନ୍ତ ଭାଇ ଭଉଣୀଙ୍କୁ ଘେନି

ଅନୁଗୋଳ: ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି। ସକାଳେ ପ୍ରାରମ୍ଭିକ ନୀତି କାନ୍ତି ସରିବା ପରେ ଦିଅଁ ମାନଙ୍କୁ ସେବକ ମାନେ ଗୋଟି ପହଣ୍ଡିରେ ନେଇ ରଥାରୂଢ଼ କରାଇଥିଲେ। ଚାରମାଳ ପୂର୍ବରୁ ପ୍ରସ୍ତୁତ ହୋଇସାରିଥିବା…

Continue Readingବାହୁଡ଼ିଲେ କଳା ସାଆନ୍ତ ଭାଇ ଭଉଣୀଙ୍କୁ ଘେନି

ଭକ୍ତି ଓ ଆଧ୍ୟାତ୍ମିକତାର ମିଳନ: ଜିନ୍ଦଲ ନଗରରେ ବାହୁଡ଼ା ଯାତ୍ରା

ଅନୁଗୋଳ: ଜିନ୍ଦଲ ନଗର ଦେବଭୂମିରେ ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶ ମଧ୍ୟରେ ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ହଜାର ହଜାର ଶ୍ରଦ୍ଧାଳୁ ବଡ଼ ଠାକୁର ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏହି ଯାତ୍ରାରେ ସାମିଲ…

Continue Readingଭକ୍ତି ଓ ଆଧ୍ୟାତ୍ମିକତାର ମିଳନ: ଜିନ୍ଦଲ ନଗରରେ ବାହୁଡ଼ା ଯାତ୍ରା

ଏନ୍‌ଟିପିସି ଥାନା ପୁଲିସକୁ ବଡ଼ ସଫଳତା: ୭ ଗ୍ରାମରୁ ଅଧିକ ବ୍ରାଉନ୍ ସୁଗାର ଜବତ, ୪ ଗିରଫ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଏନ୍‌ଟିପିସି ଥାନା ପୁଲିସ ପକ୍ଷରୁ ଧଳାଜହର କାରବାର ବିରୋଧରେ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୭ ଗ୍ରାମରୁ ଅଧିକ ବ୍ରାଉନ୍ ସୁଗାର ଜବତ…

Continue Readingଏନ୍‌ଟିପିସି ଥାନା ପୁଲିସକୁ ବଡ଼ ସଫଳତା: ୭ ଗ୍ରାମରୁ ଅଧିକ ବ୍ରାଉନ୍ ସୁଗାର ଜବତ, ୪ ଗିରଫ

ବଙ୍ଗୋପସାଗରରେ ସୃଷ୍ଟି ପୁଣି ଏକ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି, ଯାହାକି ଖୁବ୍‌ଶୀଘ୍ର ଏକ ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ଚଳିତ ସପ୍ତାହନ୍ତରେ ସମଗ୍ର ଓଡ଼ିଶାରେ ବ୍ୟାପକ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ…

Continue Readingବଙ୍ଗୋପସାଗରରେ ସୃଷ୍ଟି ପୁଣି ଏକ ଲଘୁଚାପ କ୍ଷେତ୍ର

ତାଳଚେରରେ ଏମସିଏଲ ର “COALNEER” ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ

ଅନୁଗୋଳ: ତାଳଚେର ହାଣ୍ଡିଧୁଆ ଭୂତଳ ଖଣି ପରିସରରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ) ଆନୁକୂଲ୍ୟରେ ପ୍ରତିଷ୍ଠିତ "COALNEER" ପ୍ୟାକେଜ୍ ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରକଳ୍ପକୁ କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଜି.…

Continue Readingତାଳଚେରରେ ଏମସିଏଲ ର “COALNEER” ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ

ଅନୁଗୋଳରେ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍

ଅନୁଗୋଳ: ୨୦୨୪ ମସିହାର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ଗୁରୁବାର ରାୟ ପ୍ରକାଶ ପାଇଛି। ଅନୁଗୋଳ ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ବିରଞ୍ଚି ନାରାୟଣ ମିଶ୍ର ମାମଲାର ବିଚାର କରି ୪ ଜଣ ଅଭିଯୁକ୍ତଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଏବଂ…

Continue Readingଅନୁଗୋଳରେ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍

ପାଳଲହଡ଼ାରେ ନୂତନ ମଦ ଦୋକାନକୁ ବିରୋଧ: ଥାନାର ଦ୍ୱାରସ୍ଥ ହେଲେ ଲୋକେ

​ଅନୁଗୋଳ: ସ୍ଥାନୀୟ ପାଳଲହଡ଼ା ଉପଖଣ୍ଡ ସଦରମହକୁମା ଉଦିତନଗରରେ ନୂତନ ଭାବେ ଖୋଲିଥିବା ବିଦେଶୀ ମଦ ଦୋକାନକୁ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରିଛନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନରେ ଦୋକାନ ଖୋଲାଯାଇଥିବାରୁ ଏହାକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରି ଶତାଧିକ ମହିଳା…

Continue Readingପାଳଲହଡ଼ାରେ ନୂତନ ମଦ ଦୋକାନକୁ ବିରୋଧ: ଥାନାର ଦ୍ୱାରସ୍ଥ ହେଲେ ଲୋକେ