ଭାଷା ଓ ସାହିତ୍ୟ ହିଁ ଜାତୀୟ ଅସ୍ମିତାର ପରିଚୟ: ଅନୁଗୁଳରେ ଜାତୀୟ ଆଲୋଚନା ଚକ୍ରରେ ମତବ୍ୟକ୍ତ
ଅନୁଗୁଳ : ସ୍ଥାନୀୟ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟଠାରେ "ସମକାଳୀନ ଓଡ଼ିଆ ସାହିତ୍ୟ: ତତ୍ତ୍ଵ ଓ ସମୀକ୍ଷା" ଶୀର୍ଷକ ଏକ ଦିବସୀୟ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଉଦ୍ଘାଟନୀ ଅଧିବେଶନରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବସନ୍ତ କୁମାର ସାହୁ ସଭାପତିତ୍ୱ କରି…



