କାରଗିଲ ବିଜୟ ଦିବସ: ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୩୨ ୟୁନିଟ୍ ରକ୍ତ ସଂଗୃହୀତ
ଅନୁଗୋଳ: କାରଗିଲ ବିଜୟ ଦିବସ ଉପଲକ୍ଷେ ଆଠମଲ୍ଲିକ ଉପଖଣ୍ଡ ପଞ୍ଚଧାରା ଭେଟେରାନ୍ସ ଆସୋସିଏସନ ପକ୍ଷରୁ ରବିବାର ବଇଣ୍ଡା କଲ୍ୟାଣମଣ୍ଡପରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ସଙ୍ଗଠନର ସଭାପତି ପ୍ରମୋଦ କୁମାର ପ୍ରଧାନ ଓ ସମ୍ପାଦକ ସୁକାନ୍ତ କୁମାର ରଣାଙ୍କ…




