ରିଲ୍ସ ବନାଇବା ବେଳେ ବ୍ରାହ୍ମଣୀ ନଦୀରେ ଭାସିଗଲେ ନାବାଳକ: ୨୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
ଅନୁଗୋଳ: ସୋସିଆଲ ମିଡିଆ ପାଇଁ ରିଲ୍ସ କରୁଥିବା ବେଳେ ବ୍ରାହ୍ମଣୀ ନଦୀକୁ ଖସିପଡ଼ି ନିଖୋଜ ହୋଇଥିବା ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ବିଲିଣ୍ଡା ଗ୍ରାମର ଶୁଭ୍ରାଂଶୁ ପ୍ରଧାନ। ସୂଚନାଯୋଗ୍ୟ, ଗତକାଲି ଶୁଭ୍ରାଂଶୁ…




