ଶେଷ ଯାତ୍ରାରେ ବି ଶାନ୍ତି ନାହିଁ: ଅସମ୍ପୂର୍ଣ୍ଣ ପୋଲ ପାଇଁ ଦଉଡ଼ି ବାନ୍ଧି ଶବ ପାର କଲେ ଗ୍ରାମବାସୀ
ଅନୁଗୋଳ: ମଣିଷ ବଞ୍ଚିଥିବା ବେଳେ ବହୁ ସଂଘର୍ଷ କରେ, କିନ୍ତୁ ମୃତ୍ୟୁ ପରେ ବି କ’ଣ ଏତେ ସଂଘର୍ଷ? ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ଗ୍ରାମରୁ ସାମ୍ନାକୁ ଆସିଛି ଏମିତି ଏକ ଦୃଶ୍ୟ, ଯାହା ଶୁଣିଲେ ଯେକୌଣସି ବ୍ୟକ୍ତିର ଆଖି…




