ଜନ୍ତୁ ଶିକାର ଯୋଜନା ବେଳେ ଚଢ଼ାଉ: ୨ ଶିକାରୀ ଗିରଫ,ଦେଶୀ ବନ୍ଧୁକ, ଗୁଳି ଓ ବାଇକ୍ ଜବତ
ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟ ଭିତରେ ଜନ୍ତୁ ଶିକାର ପାଇଁ ଯୋଜନା କରୁଥିବା ବେଳେ ବନ ବିଭାଗ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ପୁରୁଣାକୋଟ ରେଞ୍ଜ ବାଘମୁଣ୍ଡା ସେକ୍ସନ ଜଙ୍ଗଲ ଭିତରେ ଗତ ୧୫ ଦିନ ହେବ…




