ଅନୁଗୁଳରେ ୧୬ତମ ଜାତୀୟ ଭୋଟର୍ ଦିବସ ପାଳିତ: “My India, My Vote” ବାର୍ତ୍ତାରେ ସଚେତନ ହେଲେ ନାଗରିକ

ଅନୁଗୁଳ: ଭାରତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୬ତମ ଜାତୀୟ ଭୋଟର୍ ଦିବସ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହକାରେ ପାଳିତ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ “My India, My Vote” କୁ ଆଧାର କରି…

Continue Readingଅନୁଗୁଳରେ ୧୬ତମ ଜାତୀୟ ଭୋଟର୍ ଦିବସ ପାଳିତ: “My India, My Vote” ବାର୍ତ୍ତାରେ ସଚେତନ ହେଲେ ନାଗରିକ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ଅନୁଗୁଳ: ସ୍ଥାନୀୟ ଗାନ୍ଧିମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆଜି ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହକାରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି କ୍ଷୀରୋଦ ଚନ୍ଦ୍ର ପ୍ରଧାନ ମୁଖ୍ୟ…

Continue Readingସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ଆନ୍ତଃ ଜିଲ୍ଲା କବାଡି ପ୍ରତିଯୋଗିତା: ଆସନ୍ତା ୧ ରେ ଅନୁଗୁଳ ପୁରୁଷ କବାଡି ଦଳ ଚୟନ ପ୍ରକ୍ରିୟା

ଅନୁଗୁଳ: ଆସନ୍ତା ଫେବୃୟାରୀ ମାସ ୧୩ ତାରିଖରୁ ୧୫ ତାରିଖ ଯାଏଁ କଟକ ଠାରେ ଆନ୍ତଃ ଜିଲ୍ଲା କବାଡି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଅନୁଗୋଳ ଦଳ ଭାଗ ନେବାକୁ ଯାଉଛି। ଏଣୁ ଆସନ୍ତା ମାସ ୧ ତାରିଖରେ ତାଳଚେର…

Continue Readingଆନ୍ତଃ ଜିଲ୍ଲା କବାଡି ପ୍ରତିଯୋଗିତା: ଆସନ୍ତା ୧ ରେ ଅନୁଗୁଳ ପୁରୁଷ କବାଡି ଦଳ ଚୟନ ପ୍ରକ୍ରିୟା

ନାଲକୋର ଦାଦାଗିରି: କ୍ଷତିପୂରଣ ମାଗିବାରୁ ପ୍ରଜାଙ୍କୁ ମିଳିଲା ଜେଲ୍‌

ଅନୁଗୁଳ: ଶିଳ୍ପାୟନ ନାଁରେ ନିରୀହ ପ୍ରଜାଙ୍କ ଉପରେ ଶୋଷଣର କରାଳ ରୂପ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ନାଣ୍ଡିଛୋଡ଼ ଗ୍ରାମରେ। ନିଜର ନ୍ୟାଯ୍ୟ କ୍ଷତିପୂରଣ ଦାବି କରିବା ନାଲକୋ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ନଜରରେ ଯେମିତି ଅପରାଧ…

Continue Readingନାଲକୋର ଦାଦାଗିରି: କ୍ଷତିପୂରଣ ମାଗିବାରୁ ପ୍ରଜାଙ୍କୁ ମିଳିଲା ଜେଲ୍‌

ତାଳଚେର-ଅନୁଗୁଳବାସୀଙ୍କୁ ଭେଟି: ୪୩ କୋଟିର ‘ଘଣ୍ଟପଡ଼ା ରେଳ ଓଭର ବ୍ରିଜ’ ଲୋକାର୍ପିତ

ଅନୁଗୁଳ: , ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଯୋଗାଯୋଗ କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପିତ ହୋଇଛି। ରବିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଭାସୀ ମାଧ୍ୟମରେ ତାଳଚେର-ଅନୁଗୁଳ ରୋଡ୍‌ରେ ନିର୍ମିତ ବହୁପ୍ରତୀକ୍ଷିତ ‘ଘଣ୍ଟପଡ଼ା ରେଳ ଓଭର ବ୍ରିଜ’ର ଉଦଘାଟନ…

Continue Readingତାଳଚେର-ଅନୁଗୁଳବାସୀଙ୍କୁ ଭେଟି: ୪୩ କୋଟିର ‘ଘଣ୍ଟପଡ଼ା ରେଳ ଓଭର ବ୍ରିଜ’ ଲୋକାର୍ପିତ

ଅନୁଗୁଳ ଜିଲ୍ଲା ଗ୍ରାମାଞ୍ଚଳ ଫୁଟବଲ ଲିଗ୍ ୨୦୨୬ ଉଦଘାଟିତ

ଅନୁଗୁଳ: ସ୍ଥାନୀୟ ପିଟିସି ପଡ଼ିଆରେ ଆଜି ଅନୁଗୁଳ ଫୁଟବଲରସ୍ ଆସୋସିଏସନ୍ ପକ୍ଷରୁ ଜିଲ୍ଲା ଗ୍ରାମାଞ୍ଚଳ ଫୁଟବଲ ଲିଗ୍ ୨୦୨୬ ଉଦଘାଟିତ ହୋଇଯାଇଛି। ପୂର୍ବତନ ନଗରପାଳ ତଥା ତାମଡା ଅଧ୍ୟକ୍ଷ ଶକ୍ତିପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଉଦଘାଟନୀ…

Continue Readingଅନୁଗୁଳ ଜିଲ୍ଲା ଗ୍ରାମାଞ୍ଚଳ ଫୁଟବଲ ଲିଗ୍ ୨୦୨୬ ଉଦଘାଟିତ

ଗୁରୁକୁଳ କ୍ଲାସେସରେ ମହାଆଡମ୍ବରରେ ସରସ୍ଵତୀ ପୂଜା ପାଳିତ

ଅନୁଗୁଳ: ଅମଲାପଡା ୫ମ ଲେନରେ ଥିବା ଗୁରୁକୁଳ କ୍ଲାସେସ ପରିସରରେ ମହାଆଡମ୍ବରରେ ବାଗଦେବୀ ମା ସରସ୍ବତୀଙ୍କ ପୂଜା ପାଳିତ ହୋଇଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶକ ଶୁଭ୍ରଜିତ୍ ପ୍ରଧାନଙ୍କ ତତ୍ତ୍ଵାବଧାନରେ ମହା ଆନନ୍ଦର ସହିତ ସରସ୍ଵତୀଙ୍କ ପୂଜା କରାଯାଇଥିଲା। ନିର୍ଦ୍ଦେଶକଙ୍କ ପିତା ଅଭିମନ୍ୟୁ ପ୍ରଧାନ…

Continue Readingଗୁରୁକୁଳ କ୍ଲାସେସରେ ମହାଆଡମ୍ବରରେ ସରସ୍ଵତୀ ପୂଜା ପାଳିତ

ବିଦ୍ୟୁତ୍ ଠିକାଦାରଙ୍କ ସାଙ୍ଘାତିକ ଖେଳ: ସଟଡାଉନ୍ ନ ନେଇ ଚଢେଇଥିଲେ ଖୁଣ୍ଟରେ

ଅନୁଗୁଳ: ଶନିବାର ଅନୁଗୁଳ ଷ୍ଟେଟ ବ୍ୟାଙ୍କ ମେନ୍ ବ୍ରାଞ୍ଚ ପରିସରରେ ଥିବା ଟ୍ରାନସଫର୍ମରରେ ତ୍ରୁଟି ହେତୁ ଲାଇନ୍ ଚାଲିଯାଇଥିଲା।ଟିପିସିଓଡିଏଲ ପକ୍ଷରୁ ନିଯୁକ୍ତ ଲାଇନ୍ ମ୍ୟାନଙ୍କୁ ଡକା ଯାଇଥିଲା ମରାମତି ପାଇଁ। ହେଲେ ଦାୟିତ୍ୱରେ ଥିବା ଠିକାଦାରଙ୍କ ହାମ୍ବଡ଼ା ନୀତି ଯୋଗୁଁ ଲାଇନ୍…

Continue Readingବିଦ୍ୟୁତ୍ ଠିକାଦାରଙ୍କ ସାଙ୍ଘାତିକ ଖେଳ: ସଟଡାଉନ୍ ନ ନେଇ ଚଢେଇଥିଲେ ଖୁଣ୍ଟରେ

କଣିହାଁରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ: ‘ପ୍ଲାଷ୍ଟିକ ହଟାଅ, ଜୀବନ ବଞ୍ଚାଅ’ର ନାରା

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ପ୍ରୋଜେକ୍ଟ ଉଚ୍ଚ ବିଦ୍ୟାଳୟ ଓ କଣିହାଁ ବନାଞ୍ଚଳ ତରଫରୁ ଏକ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ ଶନିବାର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ ବଦ୍ରୀନାଥ ସାହୁ, ପ୍ରଧାନଶିକ୍ଷକ ଗିରିଧାରୀ…

Continue Readingକଣିହାଁରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ: ‘ପ୍ଲାଷ୍ଟିକ ହଟାଅ, ଜୀବନ ବଞ୍ଚାଅ’ର ନାରା

ମନରେଗାରେ ସଂସ୍କାର: ଗ୍ରାମୀଣ ସ୍ୱାବଲମ୍ବନ ପାଇଁ ‘ଭିବି-ଜି ରାମ ଜି’ ସାଜିବ ଅସ୍ତ୍ର

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ‘ଭିବି-ଜି ରାମ ଜି’ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ସଭାପତିତ୍ୱରେ ଶନିବାର ଅନୁଷ୍ଠିତ ହୋଇଛି। ଏହି କର୍ମଶାଳାରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି…

Continue Readingମନରେଗାରେ ସଂସ୍କାର: ଗ୍ରାମୀଣ ସ୍ୱାବଲମ୍ବନ ପାଇଁ ‘ଭିବି-ଜି ରାମ ଜି’ ସାଜିବ ଅସ୍ତ୍ର