ଢେଙ୍କାନାଳ ରାଇଡିହିରେ କଣ୍ଢେଇ ନାଚ ପରମ୍ପରା ସଙ୍କଟରେ
ଢେଙ୍କାନାଳ: ଗତ ରବିବାର (୧୫ ମାର୍ଚ୍ଚ) ଆୟୋଜିତ ୩୫ତମ ଢେଙ୍କାନାଳ ହେରିଟେଜ୍ ୱାକ୍ ସମୟରେ ରାଇଡିହି ଗ୍ରାମର ପ୍ରାଚୀନ କଣ୍ଢେଇ ନାଚ ପରମ୍ପରା ଉପରେ ଆଲୋକପାତ କରାଯାଇଛି। ଡିଏଚ୍ଡବ୍ଲ୍ୟୁର ସଂଯୋଜକ ସୁରେଶ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ପ୍ରାୟ ୩୦ ଜଣ ଐତିହ୍ୟପ୍ରେମୀ…



