ଅନୁଗୁଳ ଇତିହାସରେ ପ୍ରଥମ! ବିପୁଳ କଫ ସିରପ୍ ଜବତ, ୨ ଗିରଫ
ଅନୁଗୁଳ:ଅନୁଗୁଳ ଇତିହାସରେ ପ୍ରଥମ। ଟାଉନ ହାଇସ୍କୁଲ ସାମନା ଅଚଳ ଭେଣ୍ଡିଙ୍ଗ ଜୋନରୁ ବିପୁଳ ପରିମାଣ ଚୋରା କଫ ସିରପ ଜବତ। ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫମାନେ ହେଲେ ହେମସୁରପଡ଼ାର କୈଳାଶ ସାହୁ ଓ ଢେଙ୍କାନାଳର ରଞ୍ଜନ…



